Prameya News7's banner
Prameya News7's profile picture

Prameya News7

@NEWS7Odia • 254,843 subscribers

Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wNDvo

Videos

NEWS7Odia's profile picture

#ଲାଞ୍ଚ_ନେଲେ_ସିଧା_ଚାକିରି_ଯିବ ! ଦୁର୍ନୀତି କରୁଥିଲେ ସାବଧାନ । ଏଣିକି ଲାଞ୍ଚ ନେଲେ ଚାକରି ଯିବା ଥୟ । ସସ୍ପେଣ୍ଡ ନୁହେଁ ଏଣିକି ସିଧା ଡିସ୍ମିସ୍ । ଅର୍ଥାତ୍ ଚାକିରି ହରାଇବେ ଲାଞ୍ଚୁଆ ବାବୁ । ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ମୋହନ ସରକାର । ରାଜ୍ୟ ସରକାରଙ୍କ କଡ଼ା ଆକ୍ସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତକାଲି ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଙ୍ଗେ ହାତ୍ ଧରାପଡ଼ିଥିବା ଭୁବନେଶ୍ବର ମଞ୍ଚେଶ୍ବର ଥାନା ASI ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର । ତାଙ୍କ ସହ ଏହି ମାମଲାରେ ସାମିଲ ଥିବା ୨ ହୋମଗାର୍ଡ଼ଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ସେମାନେ ହେଲେ ହୋମଗାର୍ଡ଼ ଡ୍ରାଇଭର ଜ୍ୟୋତିରଞ୍ଜନ ବେହେରା ଏବଂ ହୋମଗାର୍ଡ଼ ଅବଦୁଲ୍ ସର୍ଫରାଜ୍ ଖାଁ ।| Massive Crackdown! ASI & 2 Home Guards Booked in Vigilance Case, Action Begins #BribeCase #OdishaNews #VigilanceRaid #CorruptionFreeIndia #PoliceAction #BreakingNews #MohanSarkar #Bhuwaneshwar #ASI #HomeGuard #OdishaPolice #prameyanews7

Prameya News7

15,591 görüntüleme • 3 ay önce

Daha fazla içerik yok.