
Prameya News7
@NEWS7Odia • 254,843 subscribers
Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wNDvo
Videos

#ଆଉ_ପୁରୀ_ଆସିବି_ନାହିଁ ! ଖାଦ୍ୟରୁ ବାହାରିଲା ଚୁଟି, ଅଭିଯୋଗ କରିବାରୁ ପର୍ଯ୍ୟଟକଙ୍କୁ ମାଡ଼, ରେଷ୍ଟୁରାଣ୍ଟ ମାଲିକଙ୍କ ମାଡ଼ରେ ଲହୁଲୁହାଣ ମହୀଶୂର ଶ୍ରଦ୍ଧାଳୁ | Tourist Allegedly Beaten After Objecting to Hair Found in Food, Puri #puri #restaurant #devotee #prameyanews7 #videoviral #mysuru #jagannathtemple
Prameya News714,937 次观看 • 1 天前

#ମୁହଁ_ଖୋଲିଲେ_ବଙ୍ଗୀୟ_ମଡେଲ୍! ରାଉରକେଲା ସର୍କିଟ୍ ହାଉସ୍ ରୁମ୍-୧୧୧କୁ ନେଇ ବିବାଦ, ଭାଇରାଲ୍ ଭିଡିଓ ପରେ ମୁହଁ ଖୋଲିଲେ ବଙ୍ଗୀୟ ମଡେଲ୍ ଟିନା ନନ୍ଦୀ | Rourkela Circuit House Row: Tina Nandy Breaks Silence and Questions Media Reports #RourkelaCircuitHouse #Room111 #TinaNandy #RourkelaNews #CircuitHouseControversy #ViralVideo #MediaControversy #RourkelaControversy #OdishaNews #ViralVideoControversy #MediaReports #OdishaControversy
Prameya News740,252 次观看 • 11 天前

#ମାଡ଼ି_ଆସିବ_ମହାବାତ୍ୟା #ସବୁ_ହୋଇଯିବ_ଛାରଖାର #ଆସୁଛି_ତିନୋଟି_ବଡ଼_ସାଇକ୍ଲୋନ ଇସ୍ରୋ ମଡେଲରୁ ଆସିଲା ସାଂଘାତିକ ତଥ୍ୟ, ଆସିବ ମହାବାତ୍ୟା; ୧୯୯୯ଠୁ ବି ହେବ ଭୟଙ୍କର..ବର୍ତ୍ତିବନି ଓଡ଼ିଶା ! #ISRO #CycloneAlert #OdishaCyclone #SuperCyclone #CycloneForecast #OdishaWeather #CycloneThreat #1999SuperCyclone #WeatherUpdate #CyclonePrediction #OdishaAlert #SevereCyclone #news7Odia
Prameya News721,100 次观看 • 13 天前

#ଥଟ୍ଟାମଜ୍ଜା_ପଡ଼ିଲା_ମହଙ୍ଗା Fake AI Tiger Used to Mislead People, Suspect Caught by Police ସୋସିଆଲ ମିଡିଆରେ ଏଆଇ ତିଆରି ବାଘ ଫଟୋ ଭାଇରାଲ୍ କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଘକୁ ଖୋଜିବାକୁ ଯାଇ ପ୍ରଶାସନ ନାକେଦମ୍ ହେବା ପରେ ଶେଷରେ ଘଟଣାର ସତ ସାମ୍ନାକୁ ଆସିଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଣିଆରି ଗାଁରେ #AITiger #ArtificialIntelligence #AIVideo #FakeTiger #TigerVideo #PoliceAction #PoliceArrest #ViralVideo #DigitalCrime #SocialMedia #OdishaNews #BreakingNews #jajpurnews #prameyanews7
Prameya News721,107 次观看 • 1 个月前

#କୋରାପୁଟ_ଶ୍ରାବଣ_ଛତୁ #ମଟନ_ଠାରୁ_ଦାମୀ.... ବର୍ଷକୁ ମାତ୍ର କିଛି ଦିନ ମିଳେ କୋରାପୁଟର ଶ୍ରାବଣ ଛତୁ ! ଚିକେନ୍-ମଟନ୍କୁ ଭୁଲିଗଲେ ଲୋକେ! ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ଏହି ଜଙ୍ଗଲୀ ଛତୁ! ବର୍ଷା ଆରମ୍ଭ ହେଲେ କୋରାପୁଟର ଜଙ୍ଗଲ, ପାହାଡ଼ ଏବଂ ସନ୍ତସନ୍ତିଆ ଅଞ୍ଚଳରେ ପ୍ରାକୃତିକ ଭାବେ ବିଭିନ୍ନ ପ୍ରଜାତିର ଜଙ୍ଗଲୀ ଛତୁ ଫୁଟିଥାଏ। ସେଥିମଧ୍ୟରୁ ଶ୍ରାବଣ ଛତୁ ସବୁଠାରୁ ଅଧିକ ଦୁର୍ଲଭ ଓ ମୂଲ୍ୟବାନ। More Expensive Than Mutton! Koraput's Rare Sravana Mushroom Is Available Only for a Few Days #KoraputSravanaChhatu #KoraputChhatu #SravanaMushroom #KoraputWildFood #WildMushroom #NaturalMushroom #TribalFoodOdisha #OdishaFood #ChhatuLovers #ForestFood #SeasonalFood #KoraputNews #prameyanews7
Prameya News712,765 次观看 • 1 个月前

#ମାଡି_ଆସୁଛି_୧୦_ହଜାର_କିଲୋମିଟରର_ଲମ୍ବା_ବାଦଲ Weather Alert: Huge Black Clouds Signal Torrential Rain କଳା ବାଦଲ ଆଣୁଛି ବଡ ବର୍ଷା । ପ୍ରାୟ ୧୦ ହଜାର କିଲୋମିଟର ଧରି କଳା ବାଦଲର ଏକ ଆସ୍ତରଣ ଭାରତ ଆଡକୁ ଅଗ୍ରସର ହେଉଛି । ବଙ୍ଗୋପସାଗରଠାରୁ ମଧ୍ୟପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଏହି କଳା ବାଦଲ ଛାଇଯାଇଛି । ଏହାର ପ୍ରଭାବରେ ୨୦ରୁ ୩୦ ତାରିଖ ଭିତରେ ଭାରତର ବିଭିନ୍ନ ରାଜ୍ୟରେ ଭଲ ବର୍ଷା ହେବ । ସେପଟେ ୧୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ବିଶେଷ କରି ପଶ୍ଚିମ ବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ୧୪ ରୁ ୧୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି #WeatherAlert #HeavyRain #RainForecast #Monsoon #BlackClouds #IMD #Thunderstorm #OdishaWeather #RainUpdate #MonsoonAlert #WeatherNews #OdishaNews #prameyanews7
Prameya News714,446 次观看 • 2 个月前

#ରତନପୁର_ଜଙ୍ଗଲରେ_ଜୀବନ_ଇଜ୍ଜତର_ଲଢ଼େଇ Only 10% Battery Left: Woman Calls 112 from Forest, Commissionerate Police Launches High-Tech Search Operation ‘ମୋତେ ବଞ୍ଚାଅ, ମୁଁ ଜଙ୍ଗଲରେ ଫସିଯାଇଛି…’ ୧୧୨କୁ ଯୁବତୀଙ୍କ କଲ୍ ପରେ କମିଶନରେଟ୍ ପୋଲିସର ୬ ଘଣ୍ଟିଆ ଅପରେସନ୍, ଅଭିଯୁକ୍ତ ଗିରଫ #Bhubaneswar #OdishaPolice #ForestRescue #RatanpurForest #WomenSafety #SOSCall #112Emergency #CrimeNews #PoliceOperation #InfovalleyPolice #OdishaNews #BreakingNews
Prameya News712,821 次观看 • 2 个月前

#ଲାଞ୍ଚ_ନେଲେ_ସିଧା_ଚାକିରି_ଯିବ ! ଦୁର୍ନୀତି କରୁଥିଲେ ସାବଧାନ । ଏଣିକି ଲାଞ୍ଚ ନେଲେ ଚାକରି ଯିବା ଥୟ । ସସ୍ପେଣ୍ଡ ନୁହେଁ ଏଣିକି ସିଧା ଡିସ୍ମିସ୍ । ଅର୍ଥାତ୍ ଚାକିରି ହରାଇବେ ଲାଞ୍ଚୁଆ ବାବୁ । ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ମୋହନ ସରକାର । ରାଜ୍ୟ ସରକାରଙ୍କ କଡ଼ା ଆକ୍ସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତକାଲି ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଙ୍ଗେ ହାତ୍ ଧରାପଡ଼ିଥିବା ଭୁବନେଶ୍ବର ମଞ୍ଚେଶ୍ବର ଥାନା ASI ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର । ତାଙ୍କ ସହ ଏହି ମାମଲାରେ ସାମିଲ ଥିବା ୨ ହୋମଗାର୍ଡ଼ଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ସେମାନେ ହେଲେ ହୋମଗାର୍ଡ଼ ଡ୍ରାଇଭର ଜ୍ୟୋତିରଞ୍ଜନ ବେହେରା ଏବଂ ହୋମଗାର୍ଡ଼ ଅବଦୁଲ୍ ସର୍ଫରାଜ୍ ଖାଁ ।| Massive Crackdown! ASI & 2 Home Guards Booked in Vigilance Case, Action Begins #BribeCase #OdishaNews #VigilanceRaid #CorruptionFreeIndia #PoliceAction #BreakingNews #MohanSarkar #Bhuwaneshwar #ASI #HomeGuard #OdishaPolice #prameyanews7
Prameya News715,591 次观看 • 3 个月前
没有更多内容可加载