
Akash Kumar Bhol
@AkashKumarBhol • 1,928 subscribers
#Aspirant 🙋With JOB.. #OCS_meme | Sociology |
Videos

ତୁମ ପ୍ରେମିକା ଯେତେବେଳେ କୁହେ- ତୁମ ଭୁବନେଶ୍ୱର ଯାଇ ଓଡିଶା ସିଭିଲ ସର୍ଭିସ ପାଇଁ ପଢା ପଢି କର | ଯେ ପର୍ଯ୍ୟନ୍ତ ତୁମେ #OAS ନ ହେଇଛ ମୁଁ ତୁମକୁ ଅପେକ୍ଷା କରିବି | କିନ୍ତୁ Interview Exam ପରେ.. ତମେ ଯେତେବେଳେ ଗାଁ କୁ ଫେରି ଜାଣିବାକୁ ପାଅ କି! ପ୍ରେମିକା ତୁମର ବ୍ଲକ ଅଫିସ ରେ ଚାକିରି କରୁଥିବା Clerk ବାବୁଙ୍କୁ ବିବାହ କରିସାରିଛି | ତୁମେ ( ପ୍ରେମିକ ) - 👇 😀
Akash Kumar Bhol52,412 просмотров • 1 год назад

ପ୍ରେମିକ ପ୍ରେମିକା ଦୁହେଁ ଯେତେବେଳେ ସାଙ୍ଗ ହେଇ #OCS( Odisha Civil Service) ପାଇଁ Preparation କରନ୍ତି। ଏକା ସାଙ୍ଗରେ Exam କ୍ଲିୟର କରି Rank ହିସାବରେ ଝିଅ କୁ #OAS ( Odisha Administrative Service) ଆଉ ପୁଅକୁ #ORS ( Odisha Revenue Service ) ମିଳେ। Gopabandhu Academy Of Administration ରେ ଟ୍ରେନିଂ ବେଳେ ଝିଅଟି ଯେତେବେଳେ Service ଆଉ ପୋଷ୍ଟ ଆଧାରରେ ପୁଅକୁ Ignore କରେ। ପୁଅ to ଝିଅ - 😀
Akash Kumar Bhol31,532 просмотров • 1 год назад

ଓଡିଶା ସିଭିଲ ସର୍ଭିସ-2024 ନୋଟିଫିକେସନ OPSC Website ରେ ଆସିଲା ପରେ | Aspirants to Opsc website 😀
Akash Kumar Bhol14,652 просмотров • 1 год назад

Competitive ପାଇଁ prepare ହଉଥିବା ପିଲା ହିଁ ଜାଣେ ତା କଷ୍ଟ କଣ' ଅନ୍ୟ କେହି ବୁଝିପାରିବେନି 🥹 ©tukuna.stylish
Akash Kumar Bhol13,734 просмотров • 1 год назад
Больше нет контента для загрузки