
Environmental & Climate Activist (🇮🇳 India🇮🇳)
@akshya_patra • 2,396 subscribers
My hand is always help to others (J) wishes to initiate a movement that encourages people to join hands towards serving humanity. Cause YOU
Shorts
Videos

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଅଭାନିଅ ଘଟଣା ତୁରନ୍ତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଓ ପୋଲିସ ବିଭାଗ ବିନମ୍ର ଭାବେ ଅନୁରୋଧ CMO Odisha Khordha Police DGP, Odisha Home Department, Govt. of Odisha Odisha Police District Magistrate Khordha ANI Digital Team ATA Official
Environmental & Climate Activist (🇮🇳 India🇮🇳)33,442 次观看 • 2 个月前

ବାଲେଶ୍ଵର NH ବିନା Seat Belt ରେ ଗୋଟିଏ ହାତ ଛାଡି ଭିଡିଓ କରି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି High Speed ରେ ଗାଡି ଚାଲଉଛି ଏ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ଗାଡି ନମ୍ବର : OD01BC6999 CMO Odisha Balasore Police Home Department, Govt. of Odisha DGP, Odisha State Transport Authority, Odisha RTO Balasore Collector & DM Balasore
Environmental & Climate Activist (🇮🇳 India🇮🇳)54,041 次观看 • 1 年前

ଆମ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଭୁବନେଶ୍ୱର ରାଜ ରାସ୍ତାରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି ବିନା ହେଲମେଟ ରେ ଗାଡ଼ି ଚାଳନା କରୁଛନ୍ତି ଏ ଯୁବକ ନା ନିଜ ଜୀବନ ପ୍ରତି ଚିନ୍ତା ଅଛି ନା ସାଧାରଣ ଲୋକଙ୍କ ଜୀବନ କଥା ଚିନ୍ତା ଅଛି ତୁମର ଏ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଓ ପୋଲିସ ବିଭାଗ ପରିବହନ ବିଭାଗକୁ ବିନମ୍ର ଭାବେ ଅନୁରୋଧ ଗାଡ଼ି ନମ୍ବର : OD33AT6893 CMO Odisha Rto Bhubaneswar-I RTO BHUBANESWAR-II State Transport Authority, Odisha Usha Padhee Home Department, Govt. of Odisha DCP Bhubaneswar DCP TRAFFIC, BHUBANESWAR-KATAK Odisha Police Khordha Police District Magistrate Khordha Team ATA Official DGP, Odisha
Environmental & Climate Activist (🇮🇳 India🇮🇳)40,926 次观看 • 1 年前

ADI Puri Express General ବଗିରେ କିଛି ବ୍ରହ୍ମପୁର କିଛି ଯୁବକ ଟ୍ରେନ ଭିତରେ ଗଞ୍ଜେଇ ଓ ମଦ ସେବନ କରୁଛନ୍ତି ପୁରୀ ରେଲୱେ ଷ୍ଟେସନରେ ଚେକିଂ ବ୍ୟବସ୍ଥା ନାହିଁ RPF Department ପୁରୀ ରେଲୱେ ଷ୍ଟେସନରେ ଫୋନରେ ବ୍ୟସ୍ତତା RailwaySeva East Coast Railway Ministry of Railways RPF KHURDAROAD DIVISION RPF INDIA OFFICIAL ID OF RPF ECoR/BBS ・゚✧
Environmental & Climate Activist (🇮🇳 India🇮🇳)45,743 次观看 • 1 年前

ବିଦ୍ୟୁତ୍ କର୍ମଚାରୀ ଙ୍କୁ ନିସ୍ତୁକ ପିଟିଲେ ୱାର୍ଡ ମେମ୍ବର, ପିପିଲି ସବ ଡିଭିଜନ ମୁକୁଣ୍ଡଦାସ ପୁର୍ ଗ୍ରାମର ୱାର୍ଡ ମେମ୍ବର ମହମ୍ମଦ ସାମ୍ ହୁକ ପକାଇ ବିଦ୍ୟୁତ୍ ଜାଳୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ଏହାକୁ ବିରୋଧ କରିବାରୁ ନିର୍ଘାତ ମାଡ଼ CMO Odisha TP Central Odisha Distribution Ltd Energy Odisha Home Department, Govt. of Odisha Puri Police DGP, Odisha
Environmental & Climate Activist (🇮🇳 India🇮🇳)28,842 次观看 • 1 年前

@ପରିବହନ ମନ୍ତ୍ରୀ କୁଆଡେ ଗଲେ ! ପରିବହନ ବିଭାଗ ର ସେ ବାବୁ ମାନେ କୁଆଡେ ଗଲେ ? ବେଆଇନ ଭାବ ରେ ବରମୁଣ୍ଡା ଓଭର ବ୍ରିଜ ଉପରେ ବସ ପାର୍କିଂ କରାଯାଇ ରାସ୍ତା କୁ ଜାମ କରାଯିବା କେତେ ଦୂର ଆଇନ ସମ୍ମତ ? CMO Odisha ChiefSecyOdisha DGP, Odisha Home Department, Govt. of Odisha State Transport Authority, Odisha Odisha Police Usha Padhee Bibhuti Bhusan Jena
Environmental & Climate Activist (🇮🇳 India🇮🇳)16,422 次观看 • 8 个月前

ଏହି ଘଟଣାଟି ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର। ଜଣେ ପୋଲିସ୍ ମାଡାମ ବିନା ହେଲମେଟ୍ ରେ ଯାତ୍ରା କରୁଥିବା ବେଳେ। ଯୁବକ ଜଣକ ବିନା ହେଲମେଟ୍ ଥିବାରୁ ଚାଲାଣ କାଟିଥିଲେ। କିନ୍ତୁ ସେଇ ପୋଲିସକୁ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦେଖିବା ଭିଡିଓ କରିଥିଲେ CMO Odisha Home Department, Govt. of Odisha Baragada Police @rto_bargarh State Transport Authority, Odisha
Environmental & Climate Activist (🇮🇳 India🇮🇳)14,241 次观看 • 7 个月前

ପୁରୀ ବଡ଼ ଦାଣ୍ଡ ରେ କାର୍ଯ୍ୟରତ ଜଣେ ଟ୍ରାଫିକ ପୋଲିସ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହ ମାତୃତ୍ଵ ର କର୍ତ୍ତବ୍ୟ କୁ ସମ୍ପାଦନ କରି ଆସୁଛନ୍ତି। ନିହାତି ଭାବେ ଭଉଣୀ ପାଳନ କରି ଆସୁଥିବା ଦୁଇଟି କର୍ତ୍ତବ୍ୟ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। CMO Odisha State Transport Authority, Odisha DCP Bhubaneswar IGP, Central Range, Cuttack Home Department, Govt. of Odisha Puri Police
Environmental & Climate Activist (🇮🇳 India🇮🇳)13,962 次观看 • 7 个月前

କାଲି ଏ ଯୁବକ ବାଲେଶ୍ଵର NH ବିନା Seat Belt ରେ ଗୋଟିଏ ହାତ ଛାଡି ଭିଡିଓ କରି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି High Speed ରେ ଗାଡି ଚାଲଉଥିଲା ବାଲେଶ୍ଵର RTO ତରଫରୁ ୧୧୦୦୦ ହଜାର ଟଙ୍କା ଚାଲାଣ କଟା ଯାଇଛି, ଗାଡି ନମ୍ବର : OD01BC6999 ଏ ଯୁବକ ସୋସିଆଲ ମିଡ଼ିଆ କ୍ଷେମା ପ୍ରାର୍ଥନା କରିବା ବଦଳରେ ଗଣମାଧ୍ୟମକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି instgram ରେ ଭିଡିଓ story ଦେଉ, ତୁରନ୍ତ ଏ ଯୁବକକୁ ଗିରଫ କରିବାକୁ ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ବିନମ୍ର ଭାବେ ଅନୁରୋଧ CMO Odisha Home Department, Govt. of Odisha Baleshwar Police @rto_balasore DGP, Odisha Grandpashabet #2026 🇮🇳 AMITABH THAKUR 🇮🇳 Dipti Ranjan patra State Transport Authority, Odisha Dharitri Live Team ATA Official Adyasha Satpathy Tathagata🌶️Satpathy ANI Odisha Police Orissa POST Live Rajashree sahoo ଓଟିଭି OTV Kanak News News18 Odia Argus News Sakala News Prameya News7 Samaja Live NandighoshaTV Sekhar Sisir Bhattamishra Jena Mishra Bismaya
Environmental & Climate Activist (🇮🇳 India🇮🇳)22,671 次观看 • 1 年前

ହେଉଛନ୍ତି ଆମ ଯୁବ ପିଢୀ ମାନେ ଟ୍ରେନ ଭିତରେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଛାଡୁଛନ୍ତି Adi Puri Express, train number 12844,ଶେଷ ବଗିରେ ବସିଛନ୍ତି ପୁରୀ ଯାଇଛି ଟ୍ରେନ ତୁରନ୍ତ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲୱେ ବିଭାଗକୁ ବିନମ୍ର ଭାବେ ଅନୁରୋଧ RailwaySeva Ministry of Railways East Coast Railway Ashwini Vaishnaw RPF INDIA RPF KHURDAROAD DIVISION OFFICIAL ID OF RPF ECoR/BBS Team ATA Official
Environmental & Climate Activist (🇮🇳 India🇮🇳)25,046 次观看 • 1 年前

ପୁରୀରେ ପର୍ଯ୍ୟଟକଙ୍କୁ ମରଣାତ୍ମକ ଆକ୍ରମଣ। ଲୁହା ରଡ଼ରେ ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁତ୍ତ। ନିଜ ସାଥିର ଜୀବନ ବଞ୍ଚାଇବାକୁ ଭିକ୍ଷା ମାଗିଲେ ପର୍ଯ୍ୟଟକ। ବିପଦରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଜୀବନ ଘୋଡ ନିଦ୍ରାରେ ପୋଲିସ ବିଭାଗ CMO Odisha Puri Police Collector and District Magistrate Puri Home Department, Govt. of Odisha IGP, Central Range Cuttack DGP, Odisha
Environmental & Climate Activist (🇮🇳 India🇮🇳)12,039 次观看 • 6 个月前

ଓଡ଼ିଶା ଆଗ ଧାଡ଼ି comedian MR. GULU କୁ ଧମକ ଭରା କଲ୍ ଆସୁଛି ୫୦ ଲକ୍ଷ ଟଙ୍କା ନଦେଲେ ମାରିଦେବାକୁ ଧମକ ଆସୁଛ ବାଲିଅନ୍ତା ପୋଲିସ ସହଯୋଗ ଲୋଡୁଥିଲ କିନ୍ତୁ ସେ criminal ସହିତ ଜଡିତ ଅଛନ୍ତି ବାଲିଅନ୍ତା ପୋଲିସ ତୁରନ୍ତ Mr Gulu କୁ ସୁରକ୍ଷା ଦବାକୁ ରାଜ୍ୟ ସରକାରଙ୍କୁ ବିନମ୍ର ଭାବେ ଅନୁରୋଧ CMO Odisha Home Department, Govt. of Odisha DGP, Odisha
Environmental & Climate Activist (🇮🇳 India🇮🇳)13,677 次观看 • 9 个月前

ଗୋଟେ କଥା Puri Police ଆପଣ କୁହନ୍ତୁ.. ଏ ପୋଲିସ ଭାଇ bag କାହିଁକି check କଲେ ନାହିଁ..ତା ପରେ ଏଇଟା ପୁଣି wrong side ଵା ଗଳା ବାଟ. ଶ୍ରୀ ମନ୍ଦିର ଭିତରେ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ସୁରକ୍ଷା ବ୍ୟବସ୍ଥା ଏତେ ଢିଲା କଣ ପାଇଁ ଏ ପୋଲିସ ବାବୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ CMO Odisha ସରକାରଙ୍କୁ ଅନୁରୋଧ
Environmental & Climate Activist (🇮🇳 India🇮🇳)10,669 次观看 • 8 个月前

Kenduapada Railway Station, ଏ ଯୁବକ ରେଲୱେ ଷ୍ଟେସନ ଓ ଟ୍ରେନ ଭିତରେ ଓ ଭିଡିଓ କରି YouTube channel sritamnayak892 ରେ upload କରୁଛି ଏ ଯୁବକ ନା ହେଉଛି Sritam nayak ଏ ଯୁବକ ଭଦ୍ରକ ଅଞ୍ଚଳର ଏ ଯୁବକ ବିରୁଦ୍ଧରେ ଆଗରୁ ଅଭିଯୋଗ ରେଲୱେ ବିଭାଗରେ ହୋଇଛି କିନ୍ତୁ ଏ ଯୁବକକୁ କିଏ ଅନୁମତି ଦେଲା ରେଲୱେ ଷ୍ଟେସନ ଓ ଟ୍ରେନ ଭିତରେ Gate ପାଖରେ ଭିଡିଓ କରିବାକୁ ଏ ଯୁବକ ରେଲୱେ ବିଭାଗକୁ ବଦନାମ କରୁଛି ତୁରନ୍ତ ଏ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତା YouTube channel ରେଲୱେ ଷ୍ଟେସନ ରେ ଭିଡିଓ upload ହୋଇଥିବା ସବୁ ଭିଡ଼ିଓକୁ delete କରିବାକୁ ରେଲୱେ ବିଭାଗକୁ ଓ RPF Departmentକୁ ବିନମ୍ର ଭାବେ ଅନୁରୋଧ RailwaySeva Ministry of Railways East Coast Railway RPF INDIA RPF KHURDAROAD DIVISION Ashwini Vaishnaw OFFICIAL ID OF RPF ECoR/BBS
Environmental & Climate Activist (🇮🇳 India🇮🇳)15,445 次观看 • 1 年前
没有更多内容可加载