
Amaresh Biswal I ଅମରେଶ ବିଶ୍ୱାଳ
@amareshbiswal72 • 3,009 subscribers
Journalist & Writer FB:https://t.co/llOenyGB9v YT:https://t.co/yQELfkgDOV Ins:https://t.co/K1qbhyrxc0
Shorts
Videos

ପୁଅ ଆଉ ଝିଅ ଜନଜାତି ସଂପ୍ରଦାୟର। ପ୍ରେମ ହେଲା ଭୁବନେଶ୍ୱରରେ। ବାହା ହେବାକୁ ଗଲାବେଳେ ଜଣାପଡ଼ିଲା ଝିଅ ଖ୍ରୀଷ୍ଟିଆନ। ଗାଁ ଲୋକେ ଧର୍ମ ପରିବର୍ତ୍ତନ ପାଇଁ ବ୍ୟବସ୍ଥା କଲେ। ପରମ୍ପରା ଅନୁଯାୟୀ, ଝିଅ ଉଈହୁଙ୍କାରେ ପଶିଲା ଏବଂ ହଳଦୀ ଓ ଗଙ୍ଗା ପାଣିରେ ଗାଧୋଇଲା, ୪ଟି କୁକୁଡ଼ା, ଗୋଟିଏ ବୋଦା ଓ ୨ଟି ହାଣ୍ଡିଆ ହାଣ୍ଡି ଦେଲା। ଧର୍ମ ବଦଳିଗଲା।
Amaresh Biswal I ଅମରେଶ ବିଶ୍ୱାଳ25,929 görüntüleme • 1 ay önce

ଘଟଣା ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡିଦା ପଞ୍ଚାୟତ ପଥରଖଣି ଗାଁର। ଗାଁର ଭାଟୁ ମାରାଣ୍ଡିଙ୍କୁ ଜର ଛାଡ଼ିଲାନି ବୋଲି ୩ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ହେଇଥିଲେ। ତଥାଟି ଜର ଛାଡ଼ିଲାନି। ତେଣୁ ୩ ବର୍ଷ ପରେ ଊଈହୁଙ୍କା ତଳେ ପଶି ପୁଣି ହିନ୍ଦୁ ଧର୍ମକୁ ଫେରିଲେ। ହେଲେ ଏବେବି ତାଙ୍କୁ ଜର ଛାଡିନି। ଇଏ ହେଉଛି ଆମ ଓଡ଼ିଶା ଅବସ୍ଥା।
Amaresh Biswal I ଅମରେଶ ବିଶ୍ୱାଳ12,375 görüntüleme • 3 ay önce
Daha fazla içerik yok.