
Argus News
@ArgusNews_in • 50,508 subscribers
Argus News, from Digital to Satellite, is the voice of 4.5 Cr ODIAS YT:- https://t.co/NcTzjcEO6n FB:- https://t.co/DXnYQlg3AF Insta:- https://t.co/rC09h8ICs4
Videos

#WATCH | Nepal girl student's suicide at #KIITUniversity | Hostel officials of KIIT-DU apologize for their remarks regarding #Nepal and hurting sentiments of students, brothers & sisters of Nepal while handling student protests #KIIT #NepaliStudents #Protests #Bhubaneswar #Odisha
Argus News156,352 views • 1 year ago

#UPI_ଜରିଆରେ_ଉଠାଇପାରିବେ_PF_ଟଙ୍କା EPFO ୩.୦ ନିୟମ ଅନୁସାରେ ସହଜ ହେବ ଟଙ୍କା ଉଠାଣ । ଚଳିତ ବର୍ଷ ମେ ୧ରୁ UPI ମାଧ୍ୟମରେ ସିଧାସଲଖ ଓ ତୁରନ୍ତ ଉଠାଇ ହେବ PF ଟଙ୍କା । ମୋଟ PF ଜମାର ସର୍ବାଧିକ ୭୫% ପର୍ଯ୍ୟନ୍ତ ଟଙ୍କା UPI ଜରିଆରେ ଉଠାଇ ପାରିବେ । ଦରକାର ପଡିବ ନାହିଁ କମ୍ପାନୀର ଅନୁମତି । #EPFO3 #PFWithdrawal #UPIPayment #FinancialFreedom #EPFONews #ArgusNews
Argus News16,450 views • 1 month ago

#WATCH | "The main job of KIIT-KISS founder #AchyutaSamanta was to bring fund from foreign countries to promote missionary activities, conversion...," alleges Hindu Jagaran Manch general secretary Tanmay Dash #Odisha #KIITUniversity #nepalstudents #Suicide #Controversy #KIIT
Argus News40,208 views • 1 year ago

#ଭୁବନେଶ୍ୱରରେ_ମଧ୍ୟବିତ୍ତଙ୍କ_ସ୍ବପ୍ନର_ଘର ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର। ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। #ArgusNews #providehousing #Bhubaneswar Dr. Krushna Chandra Mahapatra
Argus News31,531 views • 1 year ago

#ବିଜେଡିରେ_ପାଣ୍ଡିଆନଙ୍କ_ମାମଲାତି ବିଜେଡିରେ ପାଣ୍ଡିଆନଙ୍କ ମାମଲାତିକୁ ନେଇ ବଢୁଛି ଅସନ୍ତୋଷ। ଅସୁସ୍ଥ ନବୀନଙ୍କୁ ଭେଟିବାକୁ ହସ୍ପିଟାଲକୁ ଯାଇଥିବା ବରିଷ୍ଠ ବିଜେଡି ନେତାଙ୍କୁ ପାଣ୍ଡିଆନ ଦୁର୍ବବ୍ୟହାର କରି ଦେଲେନି ସାକ୍ଷାତ କରିବାକୁ। ଭିଡିଓ ଦେଖାଇ ପାଣ୍ଡିଆନ କହିଲେ, ନବୀନ ସୁସ୍ଥ ଅଛନ୍ତି। #ArgusNews #VKPandian #NaveenPatnaik #healthrecovering #admitted
Argus News22,054 views • 10 months ago

#ପାଣ୍ଡିଆନଙ୍କ_ସୂଜାତା_ଅସ୍ତ୍ର ! ବିଜେଡିକୁ ନିୟନ୍ତ୍ରଣକୁ ନେବାକୁ ସୁଜାତାଙ୍କୁ ସାମ୍ନାକୁ ଆଣୁଛନ୍ତି ପାଣ୍ଡିଆନ ! ଏକ୍ସକ୍ଲୁସିଭ୍ ଭିଜୁଆଲ୍ କହୁଛି ଅନେକ କଥା ପାଣ୍ଡିଆନ ଦମ୍ପତିଙ୍କ କବଜାରେ ବିଜୁ ଜନତା ଦଳ ! Biju Janata Dal Naveen Patnaik @SUJATA Sanjay Kumar Das Burma Pranab Prakash Das Atanu Sabyasachi Nayak
Argus News18,421 views • 9 months ago

#ଭରତପୁର_ପୋଲିସର_ତାଲିବାନୀ_ଅତ୍ୟାଚାର! ସାମ୍ନାକୁ ଆସିଲା ଭୁବନେଶ୍ଵର ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର! ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍କ ବାନ୍ଧବୀ ଘଟଣା ଦିନର ଲୋମହର୍ଷକ, ଛାତିଥରା କଥା କହିଲେ ଶୁଣିଲେ ଆପଣ ବି ଛି ଛି କରିବେ ! CMO Odisha Mohan Charan Majhi DGP, Odisha odishapolice DCP Bhubaneswar COMMISSIONERATE POLICE
Argus News28,185 views • 1 year ago

#WATCH | In 2017, Khurda CWC detected massive irregularities at KISS founded by #AchyutaSamanta A year later, Samanta joined #NaveenPatnaik-led BJD Since then, no CWC pay visit to the KISS, which impart education to tribal children #Odisha #KIITUniversity #KISS #Controversy
Argus News18,926 views • 1 year ago