
Argus News
@ArgusNews_in • 50,804 subscribers
Argus News, from Digital to Satellite, is the voice of 4.5 Cr ODIAS YT:- https://t.co/NcTzjcEO6n FB:- https://t.co/DXnYQlg3AF Insta:- https://t.co/rC09h8ICs4
Videos

#ବଡ଼_ଲୋକ_ବୋଲି_କଣ_ଇନ୍ଦ୍ର_ଚନ୍ଦ୍ର_ମାନିବେନି ? ଶାସ୍ତ୍ରୀ ନଗର ଛକ ମର୍ସିଡ଼ିଜ କାର ଧକ୍କାରେ ଦେବି ପ୍ରସାଦ ରାଉତରାୟଙ୍କ ମୃତ୍ୟୁ ଘଟଣା। ଅଭିଯୁକ୍ତଙ୍କ ବିରୋଧରେ ଫାଶୀ ଦଣ୍ଡ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କାନ୍ଦି କାନ୍ଦି ପୋଲିସକୁ ଗୁହାରି କଲେ ପରିବାର ଲୋକ। ନ୍ୟାୟ ନମିଳିଲେ ଥାନା ଆଗରେ ସପରିବାର ଧାରଣା ଦେବାକୁ ଚେତାବନୀ। #BhubaneswarAccident #JusticeForDeviPrasad #RoadSafety #Odisha #ArgusNews
Argus News18,151 görüntüleme • 16 gün önce

#WATCH | Nepal girl student's suicide at #KIITUniversity | Hostel officials of KIIT-DU apologize for their remarks regarding #Nepal and hurting sentiments of students, brothers & sisters of Nepal while handling student protests #KIIT #NepaliStudents #Protests #Bhubaneswar #Odisha
Argus News156,394 görüntüleme • 1 yıl önce

#WATCH | #Bhubaneswar | "I was never offered a chair during my visits to police stations on several occasions..., if they can say get out to an MLA then what could the condition of common people," says Odisha CM Mohan Charan Majhi in an exclusive interview with the #ArgusNews In an old video, going viral now, it can be seen how a police official at Keonjhar Sadar police station is misbehaving with Majhi when the latter had visited the PS over some issues of the locals #Odisha #BJPGovt #MohanMajhi
Argus News102,774 görüntüleme • 2 yıl önce

#UPI_ଜରିଆରେ_ଉଠାଇପାରିବେ_PF_ଟଙ୍କା EPFO ୩.୦ ନିୟମ ଅନୁସାରେ ସହଜ ହେବ ଟଙ୍କା ଉଠାଣ । ଚଳିତ ବର୍ଷ ମେ ୧ରୁ UPI ମାଧ୍ୟମରେ ସିଧାସଲଖ ଓ ତୁରନ୍ତ ଉଠାଇ ହେବ PF ଟଙ୍କା । ମୋଟ PF ଜମାର ସର୍ବାଧିକ ୭୫% ପର୍ଯ୍ୟନ୍ତ ଟଙ୍କା UPI ଜରିଆରେ ଉଠାଇ ପାରିବେ । ଦରକାର ପଡିବ ନାହିଁ କମ୍ପାନୀର ଅନୁମତି । #EPFO3 #PFWithdrawal #UPIPayment #FinancialFreedom #EPFONews #ArgusNews
Argus News16,530 görüntüleme • 3 ay önce

#WATCH | "The main job of KIIT-KISS founder #AchyutaSamanta was to bring fund from foreign countries to promote missionary activities, conversion...," alleges Hindu Jagaran Manch general secretary Tanmay Dash #Odisha #KIITUniversity #nepalstudents #Suicide #Controversy #KIIT
Argus News40,208 görüntüleme • 1 yıl önce

#ଭୁବନେଶ୍ୱରରେ_ମଧ୍ୟବିତ୍ତଙ୍କ_ସ୍ବପ୍ନର_ଘର ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର। ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। #ArgusNews #providehousing #Bhubaneswar Dr. Krushna Chandra Mahapatra
Argus News31,531 görüntüleme • 1 yıl önce

#ବରମୁଣ୍ଡା_ବସ୍_ଷ୍ଟାଣ୍ଡରେ_ବିସ୍ଫୋରଣ -ଭୁବନେଶ୍ବର: ବରମୁଣ୍ଡା ବସ ଷ୍ଟାଣ୍ଡରେ ବିସ୍ଫୋରଣ -ବିଶାଖାପାଟଣା ଟିକଟ କାଉଣ୍ଟରରେ ହୋଇଛି ବିସ୍ଫୋରଣ -କାଉଣ୍ଟରେ ଥିବା ବ୍ୟାଟେରୀ ପ୍ୟାକେଟ୍ ବ୍ଲାଷ୍ଟ ହେବାରୁ ବିସ୍ଫୋରଣ -4 ମାସ ଧରି ଥିଲା ଟିକେଟ କାଉଣ୍ଟରେ ଏକ ବ୍ୟାଟେରୀ ପ୍ୟାକେଟ୍ -ହଠାତ୍ ବ୍ୟାଟେରୀ ପ୍ୟାକେଟ୍ ବ୍ଲାଷ୍ଟ ହେବାରୁ ବିସ୍ଫୋରଣ ସହ ଅଗ୍ନିକାଣ୍ଡ -ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଟିକେଟ୍ କାଉଣ୍ଟର୍ #Bhubaneswar #Baramunda #busstop #ArgusNews
Argus News28,820 görüntüleme • 1 yıl önce

#ବିଜେଡିରେ_ପାଣ୍ଡିଆନଙ୍କ_ମାମଲାତି ବିଜେଡିରେ ପାଣ୍ଡିଆନଙ୍କ ମାମଲାତିକୁ ନେଇ ବଢୁଛି ଅସନ୍ତୋଷ। ଅସୁସ୍ଥ ନବୀନଙ୍କୁ ଭେଟିବାକୁ ହସ୍ପିଟାଲକୁ ଯାଇଥିବା ବରିଷ୍ଠ ବିଜେଡି ନେତାଙ୍କୁ ପାଣ୍ଡିଆନ ଦୁର୍ବବ୍ୟହାର କରି ଦେଲେନି ସାକ୍ଷାତ କରିବାକୁ। ଭିଡିଓ ଦେଖାଇ ପାଣ୍ଡିଆନ କହିଲେ, ନବୀନ ସୁସ୍ଥ ଅଛନ୍ତି। #ArgusNews #VKPandian #NaveenPatnaik #healthrecovering #admitted
Argus News22,054 görüntüleme • 11 ay önce

#ପାଣ୍ଡିଆନଙ୍କ_ସୂଜାତା_ଅସ୍ତ୍ର ! ବିଜେଡିକୁ ନିୟନ୍ତ୍ରଣକୁ ନେବାକୁ ସୁଜାତାଙ୍କୁ ସାମ୍ନାକୁ ଆଣୁଛନ୍ତି ପାଣ୍ଡିଆନ ! ଏକ୍ସକ୍ଲୁସିଭ୍ ଭିଜୁଆଲ୍ କହୁଛି ଅନେକ କଥା ପାଣ୍ଡିଆନ ଦମ୍ପତିଙ୍କ କବଜାରେ ବିଜୁ ଜନତା ଦଳ ! Biju Janata Dal Naveen Patnaik Sujata Sanjay Kumar Das Burma Pranab Prakash Das Atanu Sabyasachi Nayak
Argus News18,426 görüntüleme • 11 ay önce

#ଭରତପୁର_ପୋଲିସର_ତାଲିବାନୀ_ଅତ୍ୟାଚାର! ସାମ୍ନାକୁ ଆସିଲା ଭୁବନେଶ୍ଵର ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର! ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍କ ବାନ୍ଧବୀ ଘଟଣା ଦିନର ଲୋମହର୍ଷକ, ଛାତିଥରା କଥା କହିଲେ ଶୁଣିଲେ ଆପଣ ବି ଛି ଛି କରିବେ ! CMO Odisha Mohan Charan Majhi DGP, Odisha odishapolice DCP Bhubaneswar COMMISSIONERATE POLICE
Argus News28,185 görüntüleme • 1 yıl önce

#WATCH | "Professor Joydeep Biswas, the Head of Placements is sexually harassing students... KIIT University is not a women-friendly atmosphere...," says a former student of #KIITUniversity as she shares her ordeal with #ArgusNews #Odisha #kiit #kiitsuicide #AchyutaSamanta
Argus News21,199 görüntüleme • 1 yıl önce