
Bashi Pakhala 🪳
@bashipakhala • 3,616 subscribers
ମୋ କଥା ଆପଣଙ୍କୁ ଖରାପ ଲାଗିପାରେ, କିନ୍ତୁ କଡା ସତ୍ୟ.. ଅଭଦ୍ରାମି କଲେ ତ୍ରାହି ନାହିଁ, ମୋଦିଜୀଙ୍କ କହିବା ଅନୁସାରେ ତମ ଭାଷାରେ ତମକୁ ଜବାବ ଦେବା ବି ଶିଖିଛି..
Shorts
Videos

ଶେଷରେ ବିଜେପି ସପୋର୍ଟର ପାପୀ ମିଶ୍ର ବି କହିଲାଣି କି ବିଜେଡି ସରକାର ଭଲ ଥିଲା, ବିଭିନ୍ନ ପ୍ରକାର ଅପରାଧୀ ଏବଂ ଗୋମାଫିଆ ସବୁ ବିଜେଡି ସରକାରକୁ ଡରୁଥିଲେ ତେଣୁ ରାଜ୍ୟରେ ଅପରାଧ ଏବଂ ଗୋଚାଲାଣ ହେଉନଥିଲା, କିନ୍ତୁ ଏବେ ବିଜେପି ନେତାମାନେ ନିଜେ ଏସବୁ କରି ଫର୍ଚୁନର ଚଢୁଛନ୍ତି.. ଓଡ଼ିଶାବାସୀ ବି ବୁଝନ୍ତୁ ଆଉ ଏ ବିଜେପିକୁ ଚିହ୍ନନ୍ତୁ..
Bashi Pakhala 🪳10,751 просмотров • 3 месяцев назад

ଏଇଟା କଣ ଠିକ ହେଲାକି? ଲୋକଙ୍କୁ ଯଦି ଘରେ ଚାବି ପକେଇ ରଖିବ ତାହେଲେ ମୋଦୀ ଆସିଥିଲେ କାହିଁକି?? କଣ କେବଳ PR ଷ୍ଟଣ୍ଟ ପାଇଁ??
Bashi Pakhala 🪳24,495 просмотров • 1 год назад
Больше нет контента для загрузки