
Bashi Pakhala 🪳
@bashipakhala • 3,616 subscribers
ମୋ କଥା ଆପଣଙ୍କୁ ଖରାପ ଲାଗିପାରେ, କିନ୍ତୁ କଡା ସତ୍ୟ.. ଅଭଦ୍ରାମି କଲେ ତ୍ରାହି ନାହିଁ, ମୋଦିଜୀଙ୍କ କହିବା ଅନୁସାରେ ତମ ଭାଷାରେ ତମକୁ ଜବାବ ଦେବା ବି ଶିଖିଛି..
Shorts
Videos

ଶେଷରେ ବିଜେପି ସପୋର୍ଟର ପାପୀ ମିଶ୍ର ବି କହିଲାଣି କି ବିଜେଡି ସରକାର ଭଲ ଥିଲା, ବିଭିନ୍ନ ପ୍ରକାର ଅପରାଧୀ ଏବଂ ଗୋମାଫିଆ ସବୁ ବିଜେଡି ସରକାରକୁ ଡରୁଥିଲେ ତେଣୁ ରାଜ୍ୟରେ ଅପରାଧ ଏବଂ ଗୋଚାଲାଣ ହେଉନଥିଲା, କିନ୍ତୁ ଏବେ ବିଜେପି ନେତାମାନେ ନିଜେ ଏସବୁ କରି ଫର୍ଚୁନର ଚଢୁଛନ୍ତି.. ଓଡ଼ିଶାବାସୀ ବି ବୁଝନ୍ତୁ ଆଉ ଏ ବିଜେପିକୁ ଚିହ୍ନନ୍ତୁ..
Bashi Pakhala 🪳10,751 次观看 • 5 个月前

ବାଲେଶ୍ୱର ଘଟଣାରେ ଝିଅଟିକୁ ନ୍ୟାୟ ଦେବାକୁ ଉପ ମୁଖ୍ୟମନ୍ତ୍ରୀ ପୁରା ଚଳ ଚଞ୍ଚଳ, ଦେଖନ୍ତୁ କେତେ ଜୋରେ ରାଗିଯାଇ କେମିତି ଭାଷା ବ୍ୟବହାର କରି ଉଚ୍ଚ ଶିକ୍ଷା ମନ୍ତ୍ରୀକୁ ଟାର୍ଗେଟ କରୁଛନ୍ତି ମହୋଦୟା.. ଓଃ ସରି ସରି ଏଇଟା ପୂର୍ବ ଏକ ଘଟଣାକୁ ନେଇ, ଏବେ ତ ତାଙ୍କ ସରକାର ତେଣୁ ମାଡାମଙ୍କ ପାଟିରୁ କଥା ବାହାରୁନି ତେଣୁ ସେ ଚୁପ..
Bashi Pakhala 🪳19,429 次观看 • 1 年前
没有更多内容可加载
