
BMC
@bmcbbsr • 324,705 subscribers
Official account of Bhubaneswar Municipal Corporation (BMC), Government of Odisha.
Shorts
Videos

🗳️ ଆଉ ମାତ୍ର ୫ ଦିନ ବାକି! SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଦାଖଲ କରିବାର ସମୟସୀମା ନିକଟବର୍ତ୍ତୀ। ଯଦି ଆପଣ ଏପର୍ଯ୍ୟନ୍ତ ଫର୍ମ ଦାଖଲ କରିନାହାନ୍ତି, ତେବେ ଶୀଘ୍ର ନିଜ BLO କିମ୍ବା ନିକଟସ୍ଥ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରନ୍ତୁ। ✅ ସଠିକ୍ ଭୋଟର ସୂଚନା ସୁନିଶ୍ଚିତ କରନ୍ତୁ, ନିଜର ମତାଧିକାରକୁ ସୁରକ୍ଷିତ ରଖନ୍ତୁ। #SIR2026 #5DaysToGo #CEOOdisha #ECI #VoterAwareness #SIROdisha2026 Chief Electoral Officer, Odisha Election Commission of India
BMC20,355 görüntüleme • 2 ay önce

📩 Notice ଆସିଥିଲେ ଚିନ୍ତା ନାହିଁ। ଆପଣଙ୍କ ଦସ୍ତାବିଜ ଦାଖଲ ପାଇଁ ଦୁଇଟି ସୁବିଧାଜନକ ବିକଳ୍ପ ଉପଲବ୍ଧ: ✅ ଅନଲାଇନ୍ରେ: ରେ "Submit Documents Against Notice Issued" ବିକଳ୍ପ ମାଧ୍ୟମରେ ✅ ଅଫଲାଇନ୍ରେ: Notice ରେ ଉଲ୍ଲେଖ ଥିବା Hearing Centre ରେ ଯାଇ ଦସ୍ତାବିଜ ଦାଖଲ କରିପାରିବେ। 🗳️ ସମୟମଧ୍ୟରେ ଦସ୍ତାବିଜ ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜର ନାମ ସୁନିଶ୍ଚିତ କରନ୍ତୁ। #SIR2026 #SIR2026Odisha #Bhubaneswar #ElectionCommission Chief Electoral Officer, Odisha Election Commission of India
BMC11,323 görüntüleme • 1 ay önce
Daha fazla içerik yok.