
COMMISSIONERATE POLICE
@cpbbsrctc • 225,013 subscribers
Dedicated to the cause of safer and better Bhubaneswar-Cuttack through community driven policing. Help us help you. We are listening. WE CARE, WE DARE
Shorts
Videos

Commissionerate Police, Bhubaneswar-Cuttack | Maitrivihar PS Forgery & Impersonation Busted 🚨 Two individuals from Haryana—Choudhury Rinku Saini and Maninder Singh—have been arrested for impersonating senior Govt. of India officials and preparing forged documents with intent to cheat. Seized: Fake ID cards & forged communications Case No. 404/2025 | Maitrivihar PS | Dated: 04.10.2025 Commissionerate Police remains committed to cracking down on fraud and protecting public trust.
COMMISSIONERATE POLICE133,328 views • 8 months ago

ଜାଣନ୍ତୁ କିପରି କରିବେ ନିଜର ହଜିଯାଇଥିବା ମୋବାଇଲ ଫୋନର ଟ୍ରାକ ଏବଂ ରିପୋର୍ଟ | ଭାରତ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ପୋର୍ଟାଲ ରେ ଅଭିଯୋଗ ଦାଖଲ କରିବାର ସମ୍ପୂର୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ। 👇 ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆପଣଙ୍କ ବନ୍ଧୁ, ପରିବାର ଓ ପ୍ରିୟଜନମାନଙ୍କ ସହ ନିଶ୍ଚିତ ଭାବେ ଶେୟାର କରନ୍ତୁ, 🙏 #StolenPhone #LostPhone #TrackPhone #CEIR #VerifiedInformation #cpbbsrctc Odisha Police DCP Bhubaneswar DCP CUTTACK I & PR Department, Odisha Cybercop Odisha E&IT Department Odisha
COMMISSIONERATE POLICE21,690 views • 5 months ago

🚦ଯେପର୍ଯ୍ୟନ୍ତ ଟ୍ରାଫିକ୍ ପୋଷ୍ଟରେ ସବୁଜ ସଙ୍କେତ ଦେଖାଯାଉନି, ଦୟାକରି ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ଏହି ସମୟରେ ରାସ୍ତାର ବାମ ପାର୍ଶ୍ୱକୁ ଖାଲି ରଖିବା ଅତ୍ୟାବଶ୍ୟକ, କାରଣ ଏହା ଆମ୍ବୁଲାନ୍ସ ଓ ଅନ୍ୟ ଆପାତକାଳୀନ ସେବା ଯାନମାନଙ୍କ ପାଇଁ ଜରୁରୀ ଆଗମନ ପଥ ହିସାବରେ ବ୍ୟବହୃତ ହୁଏ। ଟ୍ରାଫିକ୍ ନିୟମର ପାଳନ କରନ୍ତୁ, ଏବଂ ଜଣେ ସଚେତନ ନାଗରିକ ଭାବେ ନିଜ ପରିଚୟ ଦିଅନ୍ତୁ! 🚸 #TrafficAwareness #CommissioneratePolice #OdishaPolice #Police #Odisha #Bhubaneswar #Cuttack Odisha Police DCP Bhubaneswar DCP CUTTACK DCP TRAFFIC, BHUBANESWAR-CUTTACK State Transport Authority, Odisha BMC BDA BBSR Comprehensive Region Urban Transport ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
COMMISSIONERATE POLICE15,742 views • 7 months ago
No more content to load