
COMMISSIONERATE POLICE
@cpbbsrctc • 224,629 subscribers
Dedicated to the cause of safer and better Bhubaneswar-Cuttack through community driven policing. Help us help you. We are listening. WE CARE, WE DARE
Shorts
Videos

Commissionerate Police, Bhubaneswar-Cuttack | Maitrivihar PS Forgery & Impersonation Busted 🚨 Two individuals from Haryana—Choudhury Rinku Saini and Maninder Singh—have been arrested for impersonating senior Govt. of India officials and preparing forged documents with intent to cheat. Seized: Fake ID cards & forged communications Case No. 404/2025 | Maitrivihar PS | Dated: 04.10.2025 Commissionerate Police remains committed to cracking down on fraud and protecting public trust.
COMMISSIONERATE POLICE136,677 次观看 • 1 年前

ଜାଣନ୍ତୁ କିପରି କରିବେ ନିଜର ହଜିଯାଇଥିବା ମୋବାଇଲ ଫୋନର ଟ୍ରାକ ଏବଂ ରିପୋର୍ଟ | ଭାରତ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ପୋର୍ଟାଲ ରେ ଅଭିଯୋଗ ଦାଖଲ କରିବାର ସମ୍ପୂର୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ। 👇 ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆପଣଙ୍କ ବନ୍ଧୁ, ପରିବାର ଓ ପ୍ରିୟଜନମାନଙ୍କ ସହ ନିଶ୍ଚିତ ଭାବେ ଶେୟାର କରନ୍ତୁ, 🙏 #StolenPhone #LostPhone #TrackPhone #CEIR #VerifiedInformation #cpbbsrctc Odisha Police DCP Bhubaneswar DCP KATAKA I & PR Department, Odisha Cybercop Odisha E&IT Department Odisha
COMMISSIONERATE POLICE21,795 次观看 • 9 个月前

🚦ଯେପର୍ଯ୍ୟନ୍ତ ଟ୍ରାଫିକ୍ ପୋଷ୍ଟରେ ସବୁଜ ସଙ୍କେତ ଦେଖାଯାଉନି, ଦୟାକରି ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ଏହି ସମୟରେ ରାସ୍ତାର ବାମ ପାର୍ଶ୍ୱକୁ ଖାଲି ରଖିବା ଅତ୍ୟାବଶ୍ୟକ, କାରଣ ଏହା ଆମ୍ବୁଲାନ୍ସ ଓ ଅନ୍ୟ ଆପାତକାଳୀନ ସେବା ଯାନମାନଙ୍କ ପାଇଁ ଜରୁରୀ ଆଗମନ ପଥ ହିସାବରେ ବ୍ୟବହୃତ ହୁଏ। ଟ୍ରାଫିକ୍ ନିୟମର ପାଳନ କରନ୍ତୁ, ଏବଂ ଜଣେ ସଚେତନ ନାଗରିକ ଭାବେ ନିଜ ପରିଚୟ ଦିଅନ୍ତୁ! 🚸 #TrafficAwareness #CommissioneratePolice #OdishaPolice #Police #Odisha #Bhubaneswar #Cuttack Odisha Police DCP Bhubaneswar DCP KATAKA DCP TRAFFIC, BHUBANESWAR-KATAKA State Transport Authority, Odisha BMC BDA BBSR Comprehensive Region Urban Transport ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
COMMISSIONERATE POLICE15,760 次观看 • 11 个月前

Special Crime Unit, BBSR-CTC, successfully executed Operation Black Smoke on 15-07-2024 on Pitapali to Janla Flyover. A white Maruti Ciaz OD-02-AL-8656 emitting black smoke after a high-speed pursuit on NH-15, This major bust underscores the seizure of over 1 quintal of cannabis
COMMISSIONERATE POLICE10,254 次观看 • 2 年前
没有更多内容可加载