
Debasmita Panda
@Debasmi06859468 • 11,724 subscribers
Student ( ତମ କଥା ମନେପଡେ )
Videos

ମଣିପୁର ନ ହେଉ ଆମ ଓଡ଼ିଶା । ଦିଲ୍ଲୀ ଝିଅର କୋହଭରା କାହାଣୀ । ଆମ ଆଇନ ମନ୍ତ୍ରୀ ଏ ସବୁ ଦେଖି ପାରୁଛନ୍ତି କି ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି ? #Odisha #OdishaNews #OdiaAsmita #Rayagada #Bjp #OdishaLawSystemFailUnderBjp #2YearsofLokankaSarakar #BikasharaDharaOdishaSara #Manipur
Debasmita Panda12,087 views • 1 month ago

ବିଜେଡ଼ି ସରକାର ବଦଳିବା ପରେ ମିଶନ ଶକ୍ତି ପ୍ରତି ବଦଳିଯାଇଛି ବିଜେପି ସରକାରଙ୍କ ଆଭିମୁଖ୍ୟ । ସୁଭଦ୍ରା ନାଁରେ ସ୍ଵାବଲମ୍ବୀ ନାରା ଦେଇ ମିଶନଶକ୍ତି ମାଆଙ୍କୁ ଦେଉ ନାହାନ୍ତି ଦରମା । ବିଜେପି ସରକାରରେ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ହୋଇ ମହିଳାମାନଙ୍କ ଦୁଃଖ ଶୁଣୁନାହନ୍ତି କଣପାଇଁ ? #Odisha #BJP #BjpAntiOdisha #BjpFailInOdisha
Debasmita Panda12,177 views • 1 year ago
No more content to load