
Collector and District Magistrate Puri
@dm_puri • 139,547 subscribers
This is the Official Twitter Account of Puri District Administration (Odisha) #DistrictAdministrationPuri
Videos

*ସ୍ୱଚ୍ଛତାରେ ସେବା, ସେବାରେ ସମର୍ପଣ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅହରହ ପ୍ରୟାସ।* ବ୍ୟାପକ ସଫେଇ କାର୍ଯ୍ୟ, ବର୍ଜ୍ୟ ପରିଚାଳନା, ସାନିଟେସନ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ଓ ଜନସୁବିଧା କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ଦିବ୍ୟ ରଥଯାତ୍ରାର ପରିବେଶ ସୃଷ୍ଟି କରିବା ଆମର ସଙ୍କଳ୍ପ। Puri Municipal Corporation #RathaYatra2026 #RathYatra2026 #PuriRathYatra #PuriMunicipalCorporation #PMCForRathaYatra #SwachhaPuri #CleanPuri #CleanAndGreenPuri #SafeRathYatra #RathaYatraPreparations #DevoteeFirst #ServingDevotees #SanitationForAll #JagannathCulture #JaiJagannath #PuriCares #PrideOfOdisha #FestivalOfFaith #MahaprabhuInPuri
Collector and District Magistrate Puri12,874 次观看 • 15 天前

Where Unwavering Faith meets Unrelenting Waves, Palatable Delicacies meets Legacies of Art & Craft & Divine meets Pristine. This Tourism Day, Puri Awaits You. #VisitPuri #VisitOdisha CMO Odisha I & PR Department, Odisha PIB India PIB in Odisha Incredible!ndia Odisha Tourism
Collector and District Magistrate Puri22,155 次观看 • 1 年前
0:49
Sensitive content
This media may contain sensitive content.

ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଜଗନ୍ନାଥ ସ୍ୱାମୀ । ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । #Rathajatra2024 Shree Jagannatha Temple Office, Puri I & PR Department, Odisha
Collector and District Magistrate Puri14,699 次观看 • 2 年前
没有更多内容可加载