Dharmendra Pradhan's banner
Dharmendra Pradhan's profile picture

Dharmendra Pradhan

@dpradhanbjp2,037,230 subscribers

MP (LS), Sambalpur. Views personal. RTs not endorsement

Shorts

ଧନ୍ୟବାଦ ଝାରସୁଗୁଡ଼ା 🙏

ଧନ୍ୟବାଦ ଝାରସୁଗୁଡ଼ା 🙏

67,144 Aufrufe

NTA हो या NTA में कोई बड़ा व्यक्ति, NEET प्रकरण में जो दोषी होगा उसपर सख़्त कार्यवाही होगी।

NTA हो या NTA में कोई बड़ा व्यक्ति, NEET प्रकरण में जो दोषी होगा उसपर सख़्त कार्यवाही होगी।

309,098 Aufrufe

A ride to remember!

A ride to remember!

23,402 Aufrufe

‘Pariksha Pe Charcha’ on the ground as well as in the air. Look forward to meet dear students, parents and teachers in PM Narendra Modi’s masterclass on 27th January. #PPC2023 IndiGo Jyotiraditya M. Scindia

57,090 Aufrufe

Glad to meet Hon’ble CM of Assam Shri Himanta Biswa Sarma today. Held fruitful discussions on transforming the research, innovation, higher and school education landscape in Assam as well as connecting the talented youth of Assam with more opportunities of education, skilling and employment. NEP remains a guiding principle in making our teaching and learning landscape more vibrant. Ministry of Education will leave no stone unturned in strengthening capacities of academic institutions and teachers, enabling equitable access to 21st century quality education and fulfilling educational priorities of Assam. With education as the mother-ship and #Purvodaya as the compass, PM Shri Narendra Modi’s govt. remains committed to realise aspirations, empower people and transform Assam into a growth engine of Viksit Bharat.

22,800 Aufrufe

Videos

dpradhanbjp's profile picture

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା Naveen Patnaik ଭିଡିଓ ଜାରି କରି MMDR Amendment Bill-2026 କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆଣିଥିବା ଏହି ନୂଆ ବିଲ୍ ଦେଶର ଖଣି ସୁରକ୍ଷା ଏବଂ ଓଡ଼ିଶାର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ନିଲାମ ପ୍ରିମିୟମ୍, ରୟାଲଟି ଓ ଡିଏମ୍‌ଏଫ୍‌ର ଶତ ପ୍ରତିଶତ ଟଙ୍କା ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi, MMDR ଆଇନରେ ଐତିହାସିକ ସଂଶୋଧନ ଆଣି Allocation ବଦଳରେ Auction ବାଧ୍ୟତାମୂଳକ କଲେ, Ad Valorem ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କଲେ ଓ ଡିଏମଏଫ ପାଣ୍ଠି ତିଆରି କଲେ । ଫଳରେ ରାଜ୍ୟର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ଆଜି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠିରୁ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ନବୀନ ବାବୁ, ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତିର ପ୍ରତିଫଳନ । ୨୦୦୪ର Orissa Rural Infrastructure and Socio-Economic Development Act କଥା କହି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହାକୁ ୨୦୦୫ରେ ମାନ୍ୟବର ହାଇକୋର୍ଟ ରଦ୍ଦ କରିବା ପରେ ଆପଣଙ୍କ ସରକାର ୨୦୦୬ ରୁ ୨୦୨୪ ଯାଏଁ ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ କେବଳ ମାମଲା ଗଡ଼ାଇ ଚାଲିଲେ, କୌଣସି ପଦକ୍ଷେପ ନେଲେ ନାହିଁ । ଆପଣ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦କୋଟି ଟଙ୍କା ଥିଲା, କିନ୍ତୁ ଆପଣ ଯିବା ବେଳକୁ ଓଡ଼ିଶାବାସୀଙ୍କ ମୁଣ୍ଡରେ ମୋଟ ୯୬,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ବୋଝ ଲଦି ଦେଇଗଲେ। ରାଜ୍ୟରେ ମୁଣ୍ଡପିଛା ଋଣ ୬୦୦୦ ଟଙ୍କାରୁ ବଢ଼ାଇ ୨୬,୦୦୦ ଟଙ୍କା କରିଦେବା କ'ଣ ଆପଣଙ୍କ ଆର୍ଥିକ ସଂସ୍କାର? ଯୁବବର୍ଗଙ୍କୁ ମିଛ କହି ଭ୍ରମିତ କରିବା ଆପଣଙ୍କୁ ଶୋଭାପାଉନାହିଁ । ଓଡ଼ିଶାର ଜନସାଧାରଣଙ୍କୁ ମିଛ ନକହି, ଏହି ବିଲ୍ ଦ୍ୱାରା ଓଡ଼ିଶା କିପରି ଲାଭ ପାଇବ ତାହା ଉପରେ ସ୍ପଷ୍ଟ ମତ ରଖନ୍ତୁ। #MMDRBill #Odisha

Dharmendra Pradhan

147,719 Aufrufe • vor 20 Tagen

dpradhanbjp's profile picture

Morning walk at IIT(ISM).

Dharmendra Pradhan

1,055,869 Aufrufe • vor 1 Jahr