
Dharmendra Pradhan
@dpradhanbjp • 2,037,230 subscribers
MP (LS), Sambalpur. Views personal. RTs not endorsement
Shorts
Videos

ଜୟ ଜଗନ୍ନାଥ🙏🏼 ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ।।
Dharmendra Pradhan3,467,795 просмотров • 1 месяц назад

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା Naveen Patnaik ଭିଡିଓ ଜାରି କରି MMDR Amendment Bill-2026 କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆଣିଥିବା ଏହି ନୂଆ ବିଲ୍ ଦେଶର ଖଣି ସୁରକ୍ଷା ଏବଂ ଓଡ଼ିଶାର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ନିଲାମ ପ୍ରିମିୟମ୍, ରୟାଲଟି ଓ ଡିଏମ୍ଏଫ୍ର ଶତ ପ୍ରତିଶତ ଟଙ୍କା ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi, MMDR ଆଇନରେ ଐତିହାସିକ ସଂଶୋଧନ ଆଣି Allocation ବଦଳରେ Auction ବାଧ୍ୟତାମୂଳକ କଲେ, Ad Valorem ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କଲେ ଓ ଡିଏମଏଫ ପାଣ୍ଠି ତିଆରି କଲେ । ଫଳରେ ରାଜ୍ୟର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ଆଜି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠିରୁ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ନବୀନ ବାବୁ, ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତିର ପ୍ରତିଫଳନ । ୨୦୦୪ର Orissa Rural Infrastructure and Socio-Economic Development Act କଥା କହି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହାକୁ ୨୦୦୫ରେ ମାନ୍ୟବର ହାଇକୋର୍ଟ ରଦ୍ଦ କରିବା ପରେ ଆପଣଙ୍କ ସରକାର ୨୦୦୬ ରୁ ୨୦୨୪ ଯାଏଁ ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ କେବଳ ମାମଲା ଗଡ଼ାଇ ଚାଲିଲେ, କୌଣସି ପଦକ୍ଷେପ ନେଲେ ନାହିଁ । ଆପଣ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦କୋଟି ଟଙ୍କା ଥିଲା, କିନ୍ତୁ ଆପଣ ଯିବା ବେଳକୁ ଓଡ଼ିଶାବାସୀଙ୍କ ମୁଣ୍ଡରେ ମୋଟ ୯୬,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ବୋଝ ଲଦି ଦେଇଗଲେ। ରାଜ୍ୟରେ ମୁଣ୍ଡପିଛା ଋଣ ୬୦୦୦ ଟଙ୍କାରୁ ବଢ଼ାଇ ୨୬,୦୦୦ ଟଙ୍କା କରିଦେବା କ'ଣ ଆପଣଙ୍କ ଆର୍ଥିକ ସଂସ୍କାର? ଯୁବବର୍ଗଙ୍କୁ ମିଛ କହି ଭ୍ରମିତ କରିବା ଆପଣଙ୍କୁ ଶୋଭାପାଉନାହିଁ । ଓଡ଼ିଶାର ଜନସାଧାରଣଙ୍କୁ ମିଛ ନକହି, ଏହି ବିଲ୍ ଦ୍ୱାରା ଓଡ଼ିଶା କିପରି ଲାଭ ପାଇବ ତାହା ଉପରେ ସ୍ପଷ୍ଟ ମତ ରଖନ୍ତୁ। #MMDRBill #Odisha
Dharmendra Pradhan147,719 просмотров • 20 дней назад

ଓଡ଼ିଶାର ଜୈବବିବିଧତା ଓ ବନ୍ୟପ୍ରାଣୀ ସଂରକ୍ଷଣର ଅନ୍ୟତମ ପ୍ରତୀକ ହେଉଛି ଦେବ୍ରିଗଡ଼ ଅଭୟାରଣ୍ୟ । ସୁରକ୍ଷିତ ବାସସ୍ଥଳୀ, ସମୃଦ୍ଧ ଜୈବବିବିଧତା ଏବଂ ସ୍ୱେଚ୍ଛାକୃତ ଗ୍ରାମ ପୁନର୍ବାସ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ଦେବ୍ରିଗଡ଼ ଆଜି ସୁରକ୍ଷିତ ଓ ସମୃଦ୍ଧ। #Debrigarh #WildlifeConservation #Sambalpur #Odisha
Dharmendra Pradhan15,244 просмотров • 3 дней назад

ଦେବ୍ରିଗଡ଼ ଅଭୟାରଣ୍ୟର ସ୍ୱେଚ୍ଛାକୃତ ଗ୍ରାମ ବିସ୍ଥାପନ ଓ ପୁନର୍ବାସ ପ୍ରକଳ୍ପ ପ୍ରକୃତି ସୁରକ୍ଷା ଓ ଲୋକକଲ୍ୟାଣର ଏକ ଅନନ୍ୟ ଉଦାହରଣ । ଅଭୟାରଣ୍ୟ ଭିତରେ ରହୁଥିବା ପରିବାର ଆଜି ସୁରକ୍ଷିତ ଏବଂ ସ୍ୱାବଲମ୍ବୀ ଜୀବନ ବିତାଉଛନ୍ତି । ପ୍ରକୃତି ଓ ଜନସାଧାରଣଙ୍କ ବିକାଶର ଏହି ସଫଳ ଗାଥା ପ୍ରେରଣାଦାୟୀ । #DebrigarhWildlifeSanctuary
Dharmendra Pradhan14,132 просмотров • 3 дней назад

मोदी जी की सरकार किसी भी वर्ग के साथ अन्याय/discrimination नहीं होने देगी। #UGCEquityRegulations
Dharmendra Pradhan531,541 просмотров • 6 месяцев назад

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ପକ୍କାଘର ଯୋଗାଇଦେବା ନେଇ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ Shivraj Singh Chouhan ଙ୍କ ସହ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଏବଂ ରାଜ୍ୟର ସାଂସଦମାନଙ୍କ ଉପସ୍ଥିତିରେ ଆଲୋଚନା ହେଲା । ରାଜ୍ୟର କୌଣସି ବି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ପାଇବାରୁ ବଞ୍ଚିତ କରାଯିବ ନାହିଁ, ସେଥିପାଇଁ ସମଗ୍ର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ଚର୍ଚ୍ଚା କଲୁ । ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଙ୍କ କଳ୍ପନାରେ ପ୍ରତ୍ୟେକ ଗରିବ ପରିବାରକୁ ଆବାସ ଯୋଗାଇ ସେମାନଙ୍କୁ ସମ୍ମାନଜନକ ଜୀବନ ଦେବା ଡବଲ ଇଞ୍ଜିନ ସରକାରର ପ୍ରାଥମିକତା । #PradhanMantriAwasYojana #Odisha
Dharmendra Pradhan59,099 просмотров • 29 дней назад

हरित ऊर्जा अब भारत के भविष्य का संकल्प नहीं, उसकी नई पहचान बन रही है। माननीय प्रधानमंत्री श्री Narendra Modi जी ने हरियाणा से देश की पहली Hydrogen Train राष्ट्र को समर्पित कर भारतीय रेल में स्वच्छ ऊर्जा, आधुनिक तकनीक और विकास के नए युग का शुभारंभ किया है।
Dharmendra Pradhan100,945 просмотров • 1 месяц назад

'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଏବଂ ଭାବମୟ ପରିଚୟ । #SitalSasthi2026 #Sambalpur #Odisha
Dharmendra Pradhan111,122 просмотров • 2 месяцев назад

अगर बिल का विरोध करने का कारण 50 प्रतिशत लिखित में चाहिए तो, 1 घंटे का समय दें मैं official amendment लेकर आता हूँ: Amit Shah
Dharmendra Pradhan157,233 просмотров • 4 месяцев назад

ଭାରତ ମାତା କୀ ଜୟ 🙏 #Odisha #TirangaYatra #Dhenkanal
Dharmendra Pradhan33,340 просмотров • 26 дней назад

ଜୟ ଜଗନ୍ନାଥ 🙏🏻 ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ।।
Dharmendra Pradhan54,382 просмотров • 1 месяц назад