
Dharmendra Pradhan
@dpradhanbjp • 2,034,288 subscribers
MP (LS), Sambalpur. Views personal. RTs not endorsement
Shorts
Videos

ଜୟ ଜଗନ୍ନାଥ🙏🏼 ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ।।
Dharmendra Pradhan3,469,176 görüntüleme • 3 ay önce

ସ୍ୱଚ୍ଛ ସମ୍ବଲପୁର, ସ୍ୱଚ୍ଛ ଭାରତ #SevaSankalpAbhiyan #SwachhataHiSeva2026 #Sambalpur
Dharmendra Pradhan85,894 görüntüleme • 18 gün önce

मोदी जी की सरकार किसी भी वर्ग के साथ अन्याय/discrimination नहीं होने देगी। #UGCEquityRegulations
Dharmendra Pradhan531,831 görüntüleme • 8 ay önce

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା Naveen Patnaik ଭିଡିଓ ଜାରି କରି MMDR Amendment Bill-2026 କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆଣିଥିବା ଏହି ନୂଆ ବିଲ୍ ଦେଶର ଖଣି ସୁରକ୍ଷା ଏବଂ ଓଡ଼ିଶାର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ନିଲାମ ପ୍ରିମିୟମ୍, ରୟାଲଟି ଓ ଡିଏମ୍ଏଫ୍ର ଶତ ପ୍ରତିଶତ ଟଙ୍କା ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi, MMDR ଆଇନରେ ଐତିହାସିକ ସଂଶୋଧନ ଆଣି Allocation ବଦଳରେ Auction ବାଧ୍ୟତାମୂଳକ କଲେ, Ad Valorem ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କଲେ ଓ ଡିଏମଏଫ ପାଣ୍ଠି ତିଆରି କଲେ । ଫଳରେ ରାଜ୍ୟର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ଆଜି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠିରୁ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ନବୀନ ବାବୁ, ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତିର ପ୍ରତିଫଳନ । ୨୦୦୪ର Orissa Rural Infrastructure and Socio-Economic Development Act କଥା କହି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହାକୁ ୨୦୦୫ରେ ମାନ୍ୟବର ହାଇକୋର୍ଟ ରଦ୍ଦ କରିବା ପରେ ଆପଣଙ୍କ ସରକାର ୨୦୦୬ ରୁ ୨୦୨୪ ଯାଏଁ ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ କେବଳ ମାମଲା ଗଡ଼ାଇ ଚାଲିଲେ, କୌଣସି ପଦକ୍ଷେପ ନେଲେ ନାହିଁ । ଆପଣ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦କୋଟି ଟଙ୍କା ଥିଲା, କିନ୍ତୁ ଆପଣ ଯିବା ବେଳକୁ ଓଡ଼ିଶାବାସୀଙ୍କ ମୁଣ୍ଡରେ ମୋଟ ୯୬,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ବୋଝ ଲଦି ଦେଇଗଲେ। ରାଜ୍ୟରେ ମୁଣ୍ଡପିଛା ଋଣ ୬୦୦୦ ଟଙ୍କାରୁ ବଢ଼ାଇ ୨୬,୦୦୦ ଟଙ୍କା କରିଦେବା କ'ଣ ଆପଣଙ୍କ ଆର୍ଥିକ ସଂସ୍କାର? ଯୁବବର୍ଗଙ୍କୁ ମିଛ କହି ଭ୍ରମିତ କରିବା ଆପଣଙ୍କୁ ଶୋଭାପାଉନାହିଁ । ଓଡ଼ିଶାର ଜନସାଧାରଣଙ୍କୁ ମିଛ ନକହି, ଏହି ବିଲ୍ ଦ୍ୱାରା ଓଡ଼ିଶା କିପରି ଲାଭ ପାଇବ ତାହା ଉପରେ ସ୍ପଷ୍ଟ ମତ ରଖନ୍ତୁ। #MMDRBill #Odisha
Dharmendra Pradhan148,602 görüntüleme • 2 ay önce

ପୁରୀ ଏବଂ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସମସ୍ତେ ନିଜର ଦାୟିତ୍ୱ ନିର୍ବାହ କରିବା ।
Dharmendra Pradhan34,083 görüntüleme • 16 gün önce

हरित ऊर्जा अब भारत के भविष्य का संकल्प नहीं, उसकी नई पहचान बन रही है। माननीय प्रधानमंत्री श्री Narendra Modi जी ने हरियाणा से देश की पहली Hydrogen Train राष्ट्र को समर्पित कर भारतीय रेल में स्वच्छ ऊर्जा, आधुनिक तकनीक और विकास के नए युग का शुभारंभ किया है।
Dharmendra Pradhan101,046 görüntüleme • 3 ay önce

'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଏବଂ ଭାବମୟ ପରିଚୟ । #SitalSasthi2026 #Sambalpur #Odisha
Dharmendra Pradhan111,371 görüntüleme • 4 ay önce

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ପକ୍କାଘର ଯୋଗାଇଦେବା ନେଇ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ Shivraj Singh Chouhan ଙ୍କ ସହ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଏବଂ ରାଜ୍ୟର ସାଂସଦମାନଙ୍କ ଉପସ୍ଥିତିରେ ଆଲୋଚନା ହେଲା । ରାଜ୍ୟର କୌଣସି ବି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ପାଇବାରୁ ବଞ୍ଚିତ କରାଯିବ ନାହିଁ, ସେଥିପାଇଁ ସମଗ୍ର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ଚର୍ଚ୍ଚା କଲୁ । ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଙ୍କ କଳ୍ପନାରେ ପ୍ରତ୍ୟେକ ଗରିବ ପରିବାରକୁ ଆବାସ ଯୋଗାଇ ସେମାନଙ୍କୁ ସମ୍ମାନଜନକ ଜୀବନ ଦେବା ଡବଲ ଇଞ୍ଜିନ ସରକାରର ପ୍ରାଥମିକତା । #PradhanMantriAwasYojana #Odisha
Dharmendra Pradhan59,952 görüntüleme • 2 ay önce

ଜୟ ମା’ ସମଲେଶ୍ୱରୀ 🙏🏻 ପବିତ୍ର ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କ ‘ଧବଳମୁଖୀ ବେଶ’।
Dharmendra Pradhan17,667 görüntüleme • 18 gün önce