
JurnoRasmita.@kanak news
@JurnoRasmita • 3,877 subscribers
Fight with challenges until death. (Views Expressed are Personal) #journalist #anchor life #social worker #writter https://t.co/dtTtmqpzPo
Videos

SCB-ICUରଏ ବିକଳ ଚିତ୍ର ଦେଖିଲା ପରେ ବହୁତ୍ ବିଚଳିତ କରିଛି କଣ କେବଳ ମୋଟା ଅଙ୍କର ଦରମା ପାଇଁ ଏସବୁ ସ୍ୱାସ୍ଥ୍ୟ ସେବା ଚାଲିଛି? ସେଠାରେ ଥିବା କର୍ମଚାରିଙ୍କ ପାଇଁ ଲାଗୁଛି ଲୋକଙ୍କ ଜୀବନ ବହୁତ ଶସ୍ତା? ସ୍ୱାସ୍ଥ୍ୟମନ୍ତ୍ରୀ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଟିକେ ନଜର ପକାନ୍ତୁ Mohan Charan Majhi Dr. Mukesh Mahaling Prithiviraj Harichandan
JurnoRasmita.@kanak news36,020 просмотров • 5 месяцев назад

ପୁରୀ ସିଂହଦ୍ୱାର ସାମ୍ନାରେ ବଡଖବର ସାମ୍ବାଦିକା ଲିନୁ ନାୟକଙ୍କୁ ଆକ୍ରମଣ.. କ୍ୟାମେରା, ଫୋନ ଛଡେଇ ନେଲେ ସେବାୟତ.. ଦୁଇ ଦିନ ତଳେ ସୁନ୍ଦର ବ୍ୟବହାର ପାଇଁ ନେଇଥିଲେ ତାଲିମ.. ଧନ୍ୟ ଆପଣଙ୍କ ବ୍ୟବହାର ଆଉ ଆପଣମାନେ ନେଇଥିବା ତାଲିମ ମଧ୍ୟ ଧନ୍ୟ ଆପଣଙ୍କୁ ଦୁରୁ ଜୁହାର Shree Jagannatha Temple, Puri Puri Police Mohan Charan Majhi Dharmendra Pradhan Collector and District Magistrate Puri
JurnoRasmita.@kanak news26,939 просмотров • 1 год назад

ପଳାଶୁଣି ଛକରେ ଦୁର୍ଘଟଣାର ସିସିଟିଭି ଭିଜୁଆଲ ଜୀବନ ସମସ୍ତଙ୍କର ମୂଲ୍ୟବାନ.. ଯାହାର ସଂସାର ଯାଇଛି ସେ ଜାଣିଛି କଷ୍ଟ କଣ.. ଦୟାକରି କାହା ଜୀବନକୁ ଏତେ ଶସ୍ତା ଭାବନ୍ତୁ ନାହିଁ.. ଅନୁରୋଧ ସରକାରଙ୍କୁ ଦୟାକରି ଦୃଷ୍ଟି ଦିଅନ୍ତୁ ଏଭଳି ଘଟଣା ପୁନର୍ବାର ନହେଉ Mohan Charan Majhi @palasuniaccident
JurnoRasmita.@kanak news23,886 просмотров • 1 год назад

ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ ଅତ୍ୟାଚାର ସମ୍ବଲପୁର ନେତାଜୀ ନଗରରେ ଥିବା "ସମର୍ଥ" ଅନୁଷ୍ଠାନର ଘଟଣା ଓଃ ଏ ଦୃଶ୍ୟ ଦେଖିଲେ ଛାତି ଥରି ଯାଉଛି... କଣ ଏତେ ନିଷ୍ଠୁର ମଣିଷ ହେଇପାରେ ଓଃ ଜଗନ୍ନାଥ ଦେଖି ହେଉନିରେ 🥹🥹🙏 ସରକାରଙ୍କୁ ଅନୁରୋଧ କରୁଛି ଦୟାକରି ଉଚିତ୍ ପଦକ୍ଷେପ ନିଅନ୍ତୁ ଯଥାଶୀଘ୍ର Mohan Charan Majhi Dharmendra Pradhan
JurnoRasmita.@kanak news21,442 просмотров • 1 год назад
Больше нет контента для загрузки