
Manoj Mahakud 🇮🇳
@ManojMahakud3 • 1,473 subscribers
Travelling is the most passion in life.. Ex Banker of Local & MNC 🏦 ଓଡ଼ିଆ ବୋଲି ଗର୍ବିତ.ସତ ଟିକେ କଡ଼ା ଲାଗିବ ଓ ସେଥିରେ ହିଁ ଆମେ ଖୁସୀ..ଜୀବନର କିଛି ଭରଷା ନାହିଁ💕💕🙏🙏
Videos

#ହୋଟେଲରେ ଖାଇବା ପାଇଁ ଅର୍ଡର ଦେଇ ଖୁସିରେ ମୋବାଇଲରେ କଥାବାର୍ତା ହୋଇ ସାରି ଖାଇବା ପାଇଁ ପ୍ରସ୍ତୁତ ହେଲା ବେଳକୁ ଜୀବନ ଦୀପଟି ଲିଭିଗଲା ଗୋଟେ ମୁଠାଏ ଖାଦ୍ୟ ବି ନେଇ ପାରିଲା ନାହିଁ,ଏହା ହିଁ ଜୀବନର ବାସ୍ତବ ରୂପ.ତେଣୁ ନିଜ ଜୀବନକୁ ନେଇ କେବେ ଗର୍ବ କର ନାହିଁ. ଅନ୍ୟକୁ ଶତ୍ରୁ ବୋଲି ନଭାବି ମିତ୍ରତାର ବ୍ୟବହାର କର. ଜୟ ଜଗନ୍ନାଥ 🙏🙏🙏
Manoj Mahakud 🇮🇳74,397 次观看 • 2 年前
没有更多内容可加载