Odisha Police's banner
Odisha Police's profile picture

Odisha Police

@odisha_police474,961 subscribers

Official handle of Police Department, Odisha State, India.

Shorts

Vehicle inflow from Bhubaneswar towards Puri is constantly on the rise. However dynamic Diversion is being done for vehicles to ensure minimum waiting time at Batgaon / Maltipatpur. Present waiting time at Batgaon is around 20-30 minutes. Requesting all to kindly follow traffic advisories and cooperate with on duty police personnel.

31,855 views

ମାନବିକତା ଦେଖାଇଲେ ପୋଲିସ ଏସଆଇ। ଓଡିଶା ବନ୍ଦ ଡାକରା ଯୋଗୁଁ ପାହାଳ ଥାନା ନିକଟରେ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଫଳରେ ବସ୍‌ ଯୋଗେ ଖଡ଼ିଆଳରୁ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ଜଣେ ଅସୁସ୍ଥ ମହିଳା ରୋଗୀ ଭିଡ଼ ଯୋଗୁଁ ଫସି ରହିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଲକ୍ଷ୍ୟ କରି ପାହାଳ ଥାନାରେ କାର୍ଯ୍ୟରତ ଏସଆଇ ସ୍ମୃତି ରଞ୍ଜନ ମହାନ୍ତି ତୁରନ୍ତ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ତାଙ୍କୁ ଏସସିବି ମେଡିକାଲକୁ ସୁରକ୍ଷିତ ଭାବେ ପଠାଇବାର ବନ୍ଦୋବସ୍ତ କରିଥିଲେ। ତାଙ୍କର ଏତାଦୃଶ କାର୍ଯ୍ୟ ବେଶ ପ୍ରସଂଶନୀୟ। #OdishaPolice #WeCareWeDare #ServeWithPride #ଓଡ଼ିଶାପୋଲିସ୍ #DutyWithCompassion #OnDutyAlways #PoliceWithHeart

23,870 views

ମାଡି ଆସୁଛି ବାତ୍ୟା "ଦାନା"। ଘର ଛାଡି ଯିବାକୁ ରାଜି ହେଉ ନ ଥିବା ଲୋକଙ୍କୁ ବୁଝାଇ ସୁଝାଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛି ପୋଲିସ।

23,676 views

Videos

No more content to load