
Odisha Police
@odisha_police • 475,259 subscribers
Official handle of Police Department, Odisha State, India.
Shorts
Videos

ଆଉ ମାତ୍ର ୩ ଦିନ... ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ବିଜେ କରିବେ। ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସୁଗମ ଦର୍ଶନ ପାଇଁ ଓଡ଼ିଶା ପୋଲିସ ସଦା ପ୍ରତିବଦ୍ଧ। 3 Days Until the Divine Journey Begins! The sacred journey of faith is about to begin. As millions gather to witness the divine #RathYatra, Odisha Police stands fully prepared to ensure a safe, secure, and seamless celebration for everyone. #OdishaPolice #JagannathPuri #Puri #JagannathDham CMO Odisha DGP, Odisha Puri Police Prateek Singh Shree Jagannatha Temple Office, Puri I & PR Department, Odisha
Odisha Police120,347 görüntüleme • 2 ay önce

ରାଜ୍ୟରେ ଆଇନ-ଶୃଙ୍ଖଳା ରକ୍ଷା ତଥା ଅପରାଧ ରୋକିବା ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ। ଓଡ଼ିଶା ପୋଲିସ ନ୍ୟୁଜ ବୁଲେଟିନ୍: ୮ ଜୁଲାଇ ୨୦୨୬ ତାରିଖର ପ୍ରମୁଖ ଘଟଣା, ତଦନ୍ତ ଓ ପୋଲିସ କାର୍ଯ୍ୟାନୁଷ୍ଠାନର ସଂକ୍ଷିପ୍ତ ବିବରଣୀ। #OdishaPolice News Bulletin | July 8, 2026 Committed to ensuring a safe, secure, and crime-free Odisha, Odisha Police continues to take firm action against criminals and illegal activities while steadfastly protecting the lives and interests of every citizen. #Police #LawAndOrder #OdishaPoliceNews #CrimeNews CMO Odisha DGP, Odisha I & PR Department, Odisha Criminal Investigation Department and Crime Branch
Odisha Police26,039 görüntüleme • 2 ay önce

Hear it from a devotee: I came for the divine darshan of Lord Jagannath. As I have difficulty walking, the Odisha Police officers extended timely assistance and helped me have a smooth and comfortable darshan. Committed to ensuring every devotee experiences a safe, accessible, and hassle-free Snana Purnima. #SnanaPurnima2026 #OdishaPolice #SafeDarshan #PilgrimSafety #JaiJagannath CMO Odisha DGP, Odisha Prateek Singh Puri Police I & PR Department, Odisha
Odisha Police14,654 görüntüleme • 2 ay önce

ମାଡି ଆସୁଛି ବାତ୍ୟା "ଦାନା"। ଘର ଛାଡି ଯିବାକୁ ରାଜି ହେଉ ନ ଥିବା ଲୋକଙ୍କୁ ବୁଝାଇ ସୁଝାଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛି ପୋଲିସ।
Odisha Police23,691 görüntüleme • 1 yıl önce

ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ। ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ । ଯେକୌଣିସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହିତ କରିବାକୁ ଆମେ ସର୍ବଦା ତତ୍ପର। ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆମେ ସଦା ସର୍ବଦା ସଜାଗ। ଜନ ସାଧାରଣଙ୍କ ସୁରକ୍ଷା, ଆମର ପ୍ରାଥମିକତା।
Odisha Police15,545 görüntüleme • 1 yıl önce
Daha fazla içerik yok.