
Prithiviraj Harichandan
@PrithivirajBJP • 17,885 subscribers
Cabinet Minister Of Law, Works & Excise Government of Odisha।। MLA ,Chilika Assembly Constituency ।।Ex President Utkal University Students Union.
Videos

ଜନସାଧାରଣଙ୍କ ସୁଗମ ଯାତାୟାତ ପାଇଁ ଅଙ୍ଗୀକାରବଦ୍ଧ ଆମ ସରକାର। ରାଜଧାନୀ ଭୁବନେଶ୍ୱର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଭୁବନେଶ୍ୱର ଇନର୍ ରିଂ ରୋଡ୍, ଆଉଟର ରିଂ ରୋଡ୍ର ନୂଆ ଆଲାଇନ୍ମେଣ୍ଟ, କଳ୍ପନା ଛକ ଫ୍ଲାଏଓଭର ଏବଂ ପୁରୀକୁ ଯାତାୟାତ ସୁବିଧା ପାଇଁ ନୂଆ ଏଲିଭେଟେଡ୍ ରାସ୍ତା ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ କାର୍ଯ୍ୟ ଆଗକୁ ବଢ଼ୁଛି। ବିକଶିତ ଓଡ଼ିଶା ପାଇଁ ଗତିଶୀଳ ଭିତ୍ତିଭୂମି — ଏହା ଆମର ସଂକଳ୍ପ। #Odisha #Bhubaneswar #RoadInfrastructure #OuterRingRoad #elevatedroad
Prithiviraj Harichandan13,465 görüntüleme • 23 gün önce

ଦୁର୍ଘଟଣା ରୋକିବାକୁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ । ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍ ରୋଡ୍ । ପଳାଶୁଣିରୁ ତମାଣ୍ଡୋ ସର୍ଭିସ ରୋଡ୍ (୪-୪ ଲେନ୍) ହେବ । ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ପୁରୀ-ସାତପଡା ରାସ୍ତାକୁ ୪ଲେନ୍ କରାଯିବ । ଏନ୍-୧୬ ଟାଙ୍ଗି-ଇଚ୍ଛାପୂରମ ଭାୟା ବ୍ରହ୍ମପୁର ଯାଏଁ ରାସ୍ତାକୁ ୬ ଲେନ୍ ପାଇଁ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।
Prithiviraj Harichandan13,098 görüntüleme • 4 ay önce

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା କୌଣସି ତ୍ରୁଟି କି ବିଭ୍ରାଟ ହୋଇନାହିଁ । ମହାପ୍ରଭୁଙ୍କ ଇଚ୍ଛାରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କିଛି ଲୋକ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି ପାମ୍ପଡ ସେକୁଛନ୍ତି । ସେହି ବିରୋଧୀ ବନ୍ଧୁ ମାନେ କୁତ୍ସିତ ମାନସିକତାରୁ ବାହାରି ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରନ୍ତୁ , ଏତିକି ମୋର ଉପଦେଶ। #RathaJatra2025 #JayJagannath
Prithiviraj Harichandan10,410 görüntüleme • 1 yıl önce
Daha fazla içerik yok.
