
Rasmita Mohapatra
@RasmitaMohapa16 • 10,049 subscribers
ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।
Shorts
Videos

#Evm_ସରକାର ୟେ କଣ କଲ 🙄 ଓଡିଶା ନା କୁ ତଳେ ପକେଇଲ ଦେଲ .. 🙄🙏 ଦିନ ଥିଲା ଓଡିଶାକୁ ଅନ୍ୟ ରାଜ୍ୟରେ ପ୍ରଶଂସା କରୁଥିଲେ.... ହେଲେ ଏବେ,ଲୋକ ସରକାର ବାଛି ନାହାନ୍ତି...#EVM ଦ୍ୱାରା ସରକାର ହୋଇଛି... ଏସବୁ ହେବା ସ୍ୱାଭାବିକ... କିଏ ଅଛ ଅନ୍ଧ ଭକ୍ତ ୟେ ଭିଡିଓ ଉପରେ କିଛି କହିବ🙄🙄 Debendra Prusty BJP Odisha Biju Janata Dal
Rasmita Mohapatra45,290 görüntüleme • 1 yıl önce

ନିଜକୁ ଶିକ୍ଷିତ ଭାବୁଥିବା ଓଡ଼ିଆ ଙ୍କ ପାଇଁ ଫଳ ବିକ୍ରି କରୁଥିବା ଭାଇର ଏହି ମତାମତ ଶୁଣିବା ଦରକାର 🙏
Rasmita Mohapatra47,963 görüntüleme • 1 yıl önce

ୟେ ହେଉଛନ୍ତି argus news ଏଡିଟର 😀... ଓଡିଶା ରେ ଏଭଳି ପରିସ୍ଥିତି ରେ ଦଳରୁ ମୋଟା ଟଙ୍କା ପାଇ ରାତି ଅଧରେ ଦଳିଅ ସାମ୍ବାଦିକତା କରୁଛ... Better ହେବ BJP ଦଳର Spokesperson ହେଇ ଯାଅ... Dharmendra Pradhan ସାର ଆପଣ ୟେ ଲୋକକୁ କେତେ ଟଙ୍କା ଦେଉଛନ୍ତି ଯେ ୟେ ଭୁଲି ଯାଉଛନ୍ତି ସେ ଜଣେ ସାମ୍ବାଦିକ 😀 DURGASHISH. ୟେ ସାମ୍ବାଦିକ???
Rasmita Mohapatra47,465 görüntüleme • 1 yıl önce

ପାଣ୍ଡିଆନ ଲୋକଙ୍କ ପାଖକୁ ଯାଉଥିଲେ ଓ ଲୋକଙ୍କ ଅଭିଯୋଗପତ୍ର ସଂଗ୍ରହ କରି ସମାଧାନ କରୁଥିଲେ. କିନ୍ତୁ ଲୋକ ତାକୁ ଗ୍ରହଣ କଲେ ନାହିଁ | 🙄🙄🙄ୟେ ହେଉଛି କୁଆଡେ ଲୋକଙ୍କ ସରକାର ଏବେ ଏମାନଙ୍କୁ ଗ୍ରହଣ କରିବାକୁ ବାଧ୍ୟ ବିଶ୍ୱାସୀ ଜନତା 🙏 Kanak Vardhan Singh Deo (Modiji Ka Parivar) ଏବେ କେମିତି ଲାଗୁଛି ଏମାନଙ୍କ ଗୁଣ୍ଡାରାଜ ଦେଖି 😀
Rasmita Mohapatra33,155 görüntüleme • 1 yıl önce

#VVIP ପାଇଁ ସାଧାରଣ ଲୋକ ହତସନ୍ତ🙄🙏 ରଥଯାତ୍ରା ରେ ଅବ୍ୟବସ୍ଥା ୬୦୦ ସହ ରୁ ଅଧିକ ମେଡିକାଲ ରେ ଭର୍ତି.. 🙄୧0 ରୁ ଅଧିକ ମୃତ.ବୋଲି ଲୋକ କହୁଛନ୍ତି କିନ୍ତୁ ଦଲାଲ ମିଡ଼ିଆ ରେ ଦେଖିବାକୁ ମିଳିବନି। Jagi Mangat Panda DURGASHISH Suryabanshi Suraj Soumyajit Pattnaik Kedar Mishra #ଜୟ_ଜଗନ୍ନାଥ 🙏 #RathYatra2025
Rasmita Mohapatra25,826 görüntüleme • 1 yıl önce
1:50
Sensitive content
This media may contain sensitive content.

ସ୍ୱାସ୍ଥ୍ୟ ସେବାରେ fail ବିଜେପି ସରକାର 🙄 ଆଜି ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଥିବା ଦୁର୍ଘଟଣା। Lift ରେ ଚାପି ହୋଇ ଚାଲିଗଲା ଜୀବନ। ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। Lift ରେ ରୋଗୀ କୁ ନେବା ପାଇଁ ଭିତରେ ଅଧା ପସେଇ ଥିଲେ ହଠାତ୍ lift ଉପରକୁ ଉଠିଗଲା ଯାହାଫଳରେ ରୋଗୀ ଜଣକର ମୃତ୍ୟୁ ହୋଇଛି। Dr. Mukesh Mahaling ଇସ୍ତଫା ଦିଅ
Rasmita Mohapatra27,163 görüntüleme • 1 yıl önce

ଗୁଲୁଆ ଭାଇ କଲିକତାରୁ ଭିଡିଓ କରିଲେଣି...😀. ଆଳୁ ସେଠି -28 ଆମ ଏଠି -60🙄 ପିଆଜ ସେଠି -35 ଆମ ଏଠି -70🙄 ଡବଲ ଇଂଜିନ ସରକାର ର ଡବଲ ବିକାଶ 🙄🙄 ଅନ୍ଧ ଭକ୍ତ କିଏ ଅଛ 6 ମାସର ୟେ ବିକାଶ ଉପରେ କିଛି କହିବ 🙄🙄 SocialTalk Argus News Anushree Mohanty Kanak News @KrushnaPat56655 Suryabanshi Suraj Manasmita Khuntia
Rasmita Mohapatra30,238 görüntüleme • 1 yıl önce

ୟେ ଭିଡିଓ କରିଥିବା ବ୍ୟକ୍ତି କୁ ସଲାମ 😀🙏🙏 ଲୋକଙ୍କୁ ହସେଇ ପାରୁଥିବା ମୁଖ୍ୟମନ୍ତ୍ରୀ 😀😀 Debendra Prusty
Rasmita Mohapatra27,127 görüntüleme • 1 yıl önce

ହସିବାକୁ ଇଛା ହେଲେ କମେଡି ଦେଖିବାକୁ ପଡୁନି 😀😀ଗୁରୁଜୀ ମହାଶୟଙ୍କ ହିନ୍ଦୀ ବାଃ 😀😀😀🙏ଛାତ୍ର ମାନେ ମଧ୍ୟ ହସୁଥିବେ 😀
Rasmita Mohapatra25,020 görüntüleme • 1 yıl önce

ଆଗରୁ ମାରି ଦେଇଥିଲେ, 90%,95% କହି ଗୋଟେ ନାଟକ ରଚିଲେ। ରାଷ୍ଟ୍ରପତି ପ୍ରୋଗ୍ରାମ ପାଇଁ କାହାକୁ ଜଣାଇଲେ ନାହିଁ। ରାତି 3 ଟା ରେ AIMS ପଛ ଗେଟ୍ ଦେଇ ଲୁଚେଇ ନେଉଥିବା ଦୃଶ୍ୟ। ସୌମ୍ୟାଶ୍ରୀ ଦିଦି ଙ୍କ ଜୀବନ ସହ ଖେଳିଦେଲେ BJP ମନ୍ତ୍ରୀ। #FMuniversity #Balesoreinciddent #odisha #balasorevictim #balasorefmcollege #Aims
Rasmita Mohapatra20,642 görüntüleme • 1 yıl önce

ଛାତ୍ରଛାତ୍ରୀ ଙ୍କ ମୁହଁ କୁ କିଏ ଚୁପ କରିବ...🙄 ଶେଷରେ କହିବେ ଏମାନେ ମଧ୍ୟ Congress କିମ୍ବା BJD ଦଳର ହେଇଥିବେ... ଯିଏ ସତ କହିବ ସେ ଦଳିଅ... ଯଦି ସରକାର ଯାହା କରୁଛି ସେଥିରେ ସଂସ୍ତୁଷ୍ଟ ହେବ...ତାହେଲେ ନିର୍ଦଳିଅ...ସେ ରଙ୍ଗ ମରା ହେଉ କି ନା ପରିବର୍ତନ . #ଆମେ_ଓଡ଼ିଆ BJP Odisha Biju Janata Dal
Rasmita Mohapatra25,982 görüntüleme • 1 yıl önce

ଲୋକ ଏବେ ବୁଝୁଛନ୍ତି..... ୟେ ଆରମ୍ଭ ମାତ୍ର ଦିନ ଆସିବ ଓଡିଶା ବାସି କାନ୍ଦିବା....ଶିକ୍ଷିତ ଲୋକ .ଅବଦୁଲ କଲାମ ଭଳି ରାଷ୍ଟ୍ରପତି, ଅଟଳବିହାରୀ ବାଜପେୟୀ ଭଳି ପ୍ରଧାନମନ୍ତ୍ରୀ ଏବଂ ନବୀନ ବାବୁ ଭଳି ମୁଖ୍ୟମନ୍ତ୍ରୀ ଙ୍କୁ ଚାଁହାନ୍ତି..... 🙄ହେଲେ ଓଡିଶା ଛୋଟ ଭୁଲ ପାଇଁ ଆଜି ପସ୍ଥାଉଛି...BJP Odisha Biju Janata Dal Dharmendra Pradhan
Rasmita Mohapatra24,038 görüntüleme • 1 yıl önce

ଦଲାଲ୍ ବିସ୍କୁଟ ମିଡିଆ ପାଇଁ ୟେ ଭିଡ଼ିଓ। ଯଦି ତମ ମାନଙ୍କ ଗଣମାଧ୍ୟମ ଗୁଡ଼ିକ ଚତୁର୍ଥ ସ୍ତମ୍ଭ ତାହେଲେ ଏବେ ୟେ ମହାଶୟ ଭିଡ଼ିଓ ଚଳାଇ କି ଦେଖାଅ । ଆଉ ପ୍ରମାଣ କର ଆମେ ବିସ୍କୁଟ ମିଡିଆ ନୁହଁ , Argus News ଓଟିଭି Kanak News Prithiviraj Harichandan Vkpandianfanclub Lekha Samantsinghar DURGASHISH News18 Odia Jagi Mangat Panda
Rasmita Mohapatra11,224 görüntüleme • 9 ay önce

Otv ଏବଂ Argus ଭଳି ଚାଟୁକାରିତା ଗଣମାଧ୍ୟମ ରେ ଆପଣ ଲୋକଙ୍କ ସ୍ୱର ପାଇବେନି...🙄.ଓଡ଼ିଶାର Web Channel କୁ ସପୋର୍ଟ କରନ୍ତୁ ଓଡ଼ିଶାକୁ ବଞ୍ଚାନ୍ତୁ 🙏ଜୟ ଜଗନ୍ନାଥ 🙏 DURGASHISH Jagi Mangat Panda Tanaya Patnaik Satya Prakash Nayak Bhabani Mohapatra Mousumi Mohanty soubhagya parida Soumyajit Pattnaik SocialTalk
Rasmita Mohapatra12,545 görüntüleme • 1 yıl önce