Rasmita Mohapatra's banner
Rasmita Mohapatra's profile picture

Rasmita Mohapatra

@RasmitaMohapa1610,049 subscribers

ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।

Shorts

ଆଜି ୟେ ଭିଡିଓ ଟି ମତେ ଜଣେ ପଠେଇଲେ ଏବଂ ମତ ରଖିବାକୁ କହିଲେ... 🙄 ୟେ ଲୋକ ପାଇଁ BJD ହାରିଲା ସତ ହେଲେ IAS ମୁଣ୍ଡ କୁ ମାନିବାକୁ ପଡିବ.... ୟେ ମହାଶୟ ଆଗରୁ ଜାଣିଥିଲେ ବିଜେପି ମୂର୍ଖ ଭଳି ପ୍ରତିଶୃତି ଦେଇ ଦେଉଛି... ଆମ ଓଡ଼ିଆ ଲୋକ ଏତେ ମୂର୍ଖ.. ଅତି ଲୋଭରେ ପଡି ବର୍ତମାନ ମୃତୁ ଭଳି ପରିସ୍ଥିତି... BJP Odisha Biju Janata Dal

42,765 次观看

ଆବଶ୍ୟକ ଠାରୁ ଅଧିକ ଗାଡି ବ୍ୟବହାର କଲେ ଏଭଳି ହେବା ଘଟଣା ଘଟିବ.... ଏବେ ଓଡ଼ିଶାର ମନ୍ତ୍ରୀ ମାନେ ନିଜକୁ ଡୋନାଲ ଟ୍ରମ୍ପ ଠୁ କମ ଭାବୁ ନାହାନ୍ତି....... ଗାଁ କୁ MLA ମାନେ ଏମିତି ଆସୁଛନ୍ତି ଲାଗୁଛି ରାଷ୍ଟ୍ରପତି ଆସିଛନ୍ତି..... ସମସ୍ତ ନେତା ଙ୍କୁ ଅରୁରୋଧ ଆପଣଙ୍କ ସଉକ ପାଇଁ ସାଧାରଣ ମଣିଷ ଉପରକୁ ଗାଡି ଚଢେଇ ଦିଆନ୍ତୁନି 🙏

36,201 次观看

ୟେ ଭିଡିଓ ଏବେ Viral ହେବାରେ ଲାଗିଛି। ୟେ ବ୍ୟକ୍ତି କୁ କିଏ ଜାଣିଛ କି ?

23,159 次观看

BJP ପୋଲ ଖୋଳୁଛନ୍ତି ଛୋଟ ପିଲା....😀 କାହାକୁ ଠକିବ..ଏଠି ସମସ୍ତଙ୍କ ପାଖରେ mobile...🙄🙄 Argus, Otv କେତେ ଦିନ BJP କୁ ବଞ୍ଚେଇବେ। ସାହସୀ ଛୋଟ ପିଲାଙ୍କ ପାଇଁ ଆପଣ କଣ ମତାମତ.??

21,284 次观看

Videos