
SABYASACHI MISHRA 🇮🇳
@sabyaactor • 99,268 subscribers
ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce
Shorts
Videos

ସ୍ଵପ୍ନ ଆହୁରି ଅଛି ଅନେକ ବାକି 🙏🏻 ଏହା କିନ୍ତୁ ନିଶ୍ଚୟ ଏକ ସୁନ୍ଦର ଆରମ୍ଭ 🙏🏻 ଆଉ ଟିକେ ଅଧିକ ଚେଷ୍ଟା, ଆଉ ଟିକେ ଅଧିକ ନିଷ୍ଠା ଓ ଆପଣଙ୍କ ଆଶୀର୍ବାଦ ନିଶ୍ଚୟ ଓଡ଼ିଆ ସିନେମା କୁ ଆହୁରି ଉପରକୁ ନେବ 🙏🏻 ଜୟ ଜଗନ୍ନାଥ 🙏🏻 It's Truely a great feeling to see legends of Indian cinema appreciating our beautiful Odia Cinema Industry and our small efforts. Thanks #inca 🙏🏻 Proud of each and everyone involved with our Grand Movie "Ananta". Thanks to Odia Cinema Audience... This is possible because of you🙏🏻
SABYASACHI MISHRA 🇮🇳17,247 Aufrufe • vor 2 Monaten

We did an Experiment.Before the trailer or Teaser we presented ANANTA Live on Stage,to see public reaction.Took a big risk but the result was beyond our expectations.Seeing these reactions just imagine,what will happen in RAJA when "RANDIPUA ANANTA" will release in theatres.Get ready friends for a KHANTI ODIA ENTERTAINMENT.Big Thanks to Tarang TV for giving us a great platform to reveal Ananta Live. And thanks to the Lovely audiences for boosting our confidence.With all your blessings, Ananta can create some never before MAGIC...
SABYASACHI MISHRA 🇮🇳23,600 Aufrufe • vor 1 Jahr

Heart warming visuals came from Uttarkashi Jagannath Temple. As a gesture of gratitude by the Villagers, Lamps were lit for the people of Odisha & for everyone who became instrumental for the Temple's developmental decisions. The recent series of events & disscussions about the ancient jagannath temple at Sald after our exploration visit has brought many good news for the temple which has brought much joy and excitement in the minds of the innocent Pahadis of near by villages. With great excitement and enthusiasm, the villagers gathered together and thanked Hon'ble Chief Minister of Uttarakhand Pushkar Singh Dhami & Hon'ble Union Minister Dharmendra Pradhan. They also appreciated the sincere efforts by Sambit Patra, local MP Mala Rajya Laxmi Shah, Local MLA #SureshChauhan, office of the DM Uttarakashi & others. While the elders of the village have been waiting for a day like this, they said such instant developments are nothing but the blessings of Lord Jagannath. Ultimately, my happiness knows no bounds as I am seeing all these developments. I honestly thank the villagers for accepting Archita & me as the daughter and son-in-law of their village. Indeed, this is a lifetime achievement for both of us. Jai Jagannath 🙏
SABYASACHI MISHRA 🇮🇳41,180 Aufrufe • vor 3 Jahren

ଅନନ୍ତା ପାଇଁ ଆବଶ୍ୟକ ଥିଲେ ତା କୁନି କୁନି ସାଙ୍ଗ ମାନେ।ଦେଖନ୍ତୁ ଆମେ କେମିତି ବାଛି ଥିଲୁ ଆମ ଶିଶୁ କଳାକାର।ହରିଶଙ୍କର ଅଞ୍ଚଳର ପ୍ରାୟତଃ ସମସ୍ତେ ଥିଲେ ଅଭିନୟରେ ପାରଙ୍ଗମ।ଆପଣଙ୍କ ମାଧ୍ୟମରେ ଦେଖେଇବାକୁ ଚାହୁଁ ଆମ ଗାଁ ର RAW TALLENTଙ୍କୁ, ଯେଉଁମାନେ ଆଜି ଓଡିଶା ବାସୀଙ୍କ ମନ କିଣିଛନ୍ତି ବଡ ପରଦାରେ।ଆପଣଙ୍କ ଆଶୀର୍ବାଦରେ ଏଇ ପିଲାମାନଙ୍କୁ ଆହୁରି ସୁଯୋଗ ମିଳୁ... ଆମ ସିନେମା ରେ ଏତେ ଭଲ କଥା ଅଛି ଯେ ଅନେକ ଚେଷ୍ଟା କଲେ ବି ଏହାର ଛବିକୁ ମଳିନ କରିବା ଅସମ୍ଭବ। ଆଉ ମୋର ଅନୁରୋଧ ଆପଣଙ୍କ ଭଲ ପାଇବା ଏତେ ମାତ୍ରାରେ ଦିଅନ୍ତୁ ଯେମିତି ଏହି ପରି ସିନେମା ଯେଉଁ ଜାଗାରେ ପହଁଞ୍ଚିବା କଥା, ତାଠାରୁ ଆହୁରି ଉପରକୁ ଯିବ🙏🏻ଆଜି ହିଁ Plan କରନ୍ତୁ ନିଜ ପରିବାର ସହ ଦେଖିବାକୁ 🙏🏻 ଜୟ ଜଗନ୍ନାଥ
SABYASACHI MISHRA 🇮🇳17,889 Aufrufe • vor 1 Jahr

This Video is for Every Odia!ଗୋଟେ ଓଡ଼ିଆ ଓ ଜଗନ୍ନାଥ ଭକ୍ତ ହିସାବ ରେ ମତେ ଏହି କଥାଟି ଅତ୍ୟନ୍ତ କଷ୍ଟ ଦେଇଛି ଯେ ଏତେ ସୁନ୍ଦର ଓ ଦ୍ଵାଦଶ ଶତାବ୍ଦୀ ରେ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏତେ ପୁରାତନ ମନ୍ଦିର ଧାର୍ମିକ ପୀଠ ଉତ୍ତରାଖଣ୍ଡ ଉତ୍ତରକାଶୀ ରେ ଥାଇ ମଧ୍ୟ ଭକ୍ତ ଅବଗତ ନାହାନ୍ତି ବୋଲି ଆମ ମହାପ୍ରଭୁ ଙ୍କ ପୂଜା ହୋଇ ପାରୁନାହିଁ କି ପ୍ରତିଦିନ ଭୋଗ ଲାଗି ପାରୁନି। ଆମ ଭକ୍ତ ରଙ୍କୁଣା କାଳିଆ ଠାକୁର ସେଠି ଏକା ଚାହିଁ ରହିଛନ୍ତି ଭକ୍ତଙ୍କ ବାଟକୁ। ୟା ଠାରୁ ଦୁଃଖଦ କଥା ଆଉ କଣ ହେଇପାରେ? ମୁଁ ଏକ ପଦକ୍ଷେପ ନେବାକୁ ଇଚ୍ଛା କରିଛି। ଉତ୍ତର କାଶୀ ଯାଇ ବାହୁଡ଼ା ଯାତ୍ରା ଦିନ ମନ୍ଦିରର ପୁନରୁଦ୍ଧାର ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି, ଆଗାମୀ ଛଅ ମାସ ପାଇଁ ମନ୍ଦିରରେ ଭୋଗ ଓ ପୂଜା ର ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରି ଏକ ଚିରସ୍ଥାୟୀ ବ୍ୟବସ୍ଥା ତିଆରି କରିବାକୁ ଚେଷ୍ଟା କରିବି।ବାକି ଯାହା ତାଙ୍କରି ଇଚ୍ଛା 🙏 [ ଉତ୍ତରାଖଣ୍ଡ ଉତ୍ତରକାଶୀ ରେ ଥିବା ସବୁ ଓଡ଼ିଆ ଭାଇ ଭଉଣୀ ଙ୍କୁ ନିଶ୍ଚୟ ଜଣାଇବେ, ନିମନ୍ତ୍ରଣ ରହିଲା। ଦିଲ୍ଲୀ ରୁ ମଧ୍ୟ ଆସି ପାରିବେ। ] #jayjagannath #odiaha #odia #uttarakhand #uttarkashi #puri #jagannath #odia #rathyatra #bahuda
SABYASACHI MISHRA 🇮🇳24,633 Aufrufe • vor 3 Jahren

ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗର ସ୍ଵପ୍ନ ପୁରା ହେବ ଆପଣଙ୍କ ସହଯୋଗରେ🙏🏻୧୦୦% ଓଡ଼ିଆ,୧୦୦% ରଜ ମାର୍କା,୧୦୦% ବୋବାଲ୍ କମେଡି,୧୦୦% ବୀରତ୍ୱ ର କାହାଣୀ,୧୦୦% ପାରିବାରିକ ସିନେମା,ଓଡିଶା ଓ ଓଡିଶା ବାହାରେ ରହୁଥିବା ୧୦୦% ଓଡ଼ିଆଙ୍କ ପାଖେ ପହଞ୍ଚିବ କେବଳ ଆପଣ ଚାହିଁଲେ🙏🏻ଜୟ ଜଗନ୍ନାଥ OFFICIAL TRAILER OF ANANTA (RANDIPUA ANANTA)
SABYASACHI MISHRA 🇮🇳12,106 Aufrufe • vor 1 Jahr
Keine weiteren Inhalte verfügbar