SABYASACHI MISHRA 🇮🇳's banner
SABYASACHI MISHRA 🇮🇳's profile picture

SABYASACHI MISHRA 🇮🇳

@sabyaactor99,268 subscribers

ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce

Shorts

ମୟୁରଭଞ୍ଜ ର ଗୋଟେ ଗାଁ ରୁ ଆସି ସାରା ଓଡ଼ିଶା ର ଗର୍ବ ପାଲୋଟିଥିବା ଆମ ଆଦର୍ଶ ଉତ୍ତମ ମହାନ୍ତି (ଉତ୍ତମ ଭାଇ) ଙ୍କ କଥା ଆମେ କେବେ ଭୁଲି ପାରିବୁନି l ସେ ଅମର ହେଇ ରହିବେ ଆମ ସ୍ମୃତି ରେ ଚିରକାଳ ପାଇଁ l ଓମ୍ ଶାନ୍ତି 🙏 Rest In Peace Uttam Mohanty 🙏 #uttammohanty #odisha #RIPUttamMohanty

ମୟୁରଭଞ୍ଜ ର ଗୋଟେ ଗାଁ ରୁ ଆସି ସାରା ଓଡ଼ିଶା ର ଗର୍ବ ପାଲୋଟିଥିବା ଆମ ଆଦର୍ଶ ଉତ୍ତମ ମହାନ୍ତି (ଉତ୍ତମ ଭାଇ) ଙ୍କ କଥା ଆମେ କେବେ ଭୁଲି ପାରିବୁନି l ସେ ଅମର ହେଇ ରହିବେ ଆମ ସ୍ମୃତି ରେ ଚିରକାଳ ପାଇଁ l ଓମ୍ ଶାନ୍ତି 🙏 Rest In Peace Uttam Mohanty 🙏 #uttammohanty #odisha #RIPUttamMohanty

23,180 просмотров

Videos

sabyaactor's profile picture

ଅନନ୍ତା ପାଇଁ ଆବଶ୍ୟକ ଥିଲେ ତା କୁନି କୁନି ସାଙ୍ଗ ମାନେ।ଦେଖନ୍ତୁ ଆମେ କେମିତି ବାଛି ଥିଲୁ ଆମ ଶିଶୁ କଳାକାର।ହରିଶଙ୍କର ଅଞ୍ଚଳର ପ୍ରାୟତଃ ସମସ୍ତେ ଥିଲେ ଅଭିନୟରେ ପାରଙ୍ଗମ।ଆପଣଙ୍କ ମାଧ୍ୟମରେ ଦେଖେଇବାକୁ ଚାହୁଁ ଆମ ଗାଁ ର RAW TALLENTଙ୍କୁ, ଯେଉଁମାନେ ଆଜି ଓଡିଶା ବାସୀଙ୍କ ମନ କିଣିଛନ୍ତି ବଡ ପରଦାରେ।ଆପଣଙ୍କ ଆଶୀର୍ବାଦରେ ଏଇ ପିଲାମାନଙ୍କୁ ଆହୁରି ସୁଯୋଗ ମିଳୁ... ଆମ ସିନେମା ରେ ଏତେ ଭଲ କଥା ଅଛି ଯେ ଅନେକ ଚେଷ୍ଟା କଲେ ବି ଏହାର ଛବିକୁ ମଳିନ କରିବା ଅସମ୍ଭବ। ଆଉ ମୋର ଅନୁରୋଧ ଆପଣଙ୍କ ଭଲ ପାଇବା ଏତେ ମାତ୍ରାରେ ଦିଅନ୍ତୁ ଯେମିତି ଏହି ପରି ସିନେମା ଯେଉଁ ଜାଗାରେ ପହଁଞ୍ଚିବା କଥା, ତାଠାରୁ ଆହୁରି ଉପରକୁ ଯିବ🙏🏻ଆଜି ହିଁ Plan କରନ୍ତୁ ନିଜ ପରିବାର ସହ ଦେଖିବାକୁ 🙏🏻 ଜୟ ଜଗନ୍ନାଥ

SABYASACHI MISHRA 🇮🇳

17,889 просмотров • 1 год назад

sabyaactor's profile picture

This Video is for Every Odia!ଗୋଟେ ଓଡ଼ିଆ ଓ ଜଗନ୍ନାଥ ଭକ୍ତ ହିସାବ ରେ ମତେ ଏହି କଥାଟି ଅତ୍ୟନ୍ତ କଷ୍ଟ ଦେଇଛି ଯେ ଏତେ ସୁନ୍ଦର ଓ ଦ୍ଵାଦଶ ଶତାବ୍ଦୀ ରେ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏତେ ପୁରାତନ ମନ୍ଦିର ଧାର୍ମିକ ପୀଠ ଉତ୍ତରାଖଣ୍ଡ ଉତ୍ତରକାଶୀ ରେ ଥାଇ ମଧ୍ୟ ଭକ୍ତ ଅବଗତ ନାହାନ୍ତି ବୋଲି ଆମ ମହାପ୍ରଭୁ ଙ୍କ ପୂଜା ହୋଇ ପାରୁନାହିଁ କି ପ୍ରତିଦିନ ଭୋଗ ଲାଗି ପାରୁନି। ଆମ ଭକ୍ତ ରଙ୍କୁଣା କାଳିଆ ଠାକୁର ସେଠି ଏକା ଚାହିଁ ରହିଛନ୍ତି ଭକ୍ତଙ୍କ ବାଟକୁ। ୟା ଠାରୁ ଦୁଃଖଦ କଥା ଆଉ କଣ ହେଇପାରେ? ମୁଁ ଏକ ପଦକ୍ଷେପ ନେବାକୁ ଇଚ୍ଛା କରିଛି। ଉତ୍ତର କାଶୀ ଯାଇ ବାହୁଡ଼ା ଯାତ୍ରା ଦିନ ମନ୍ଦିରର ପୁନରୁଦ୍ଧାର ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି, ଆଗାମୀ ଛଅ ମାସ ପାଇଁ ମନ୍ଦିରରେ ଭୋଗ ଓ ପୂଜା ର ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରି ଏକ ଚିରସ୍ଥାୟୀ ବ୍ୟବସ୍ଥା ତିଆରି କରିବାକୁ ଚେଷ୍ଟା କରିବି।ବାକି ଯାହା ତାଙ୍କରି ଇଚ୍ଛା 🙏 [ ଉତ୍ତରାଖଣ୍ଡ ଉତ୍ତରକାଶୀ ରେ ଥିବା ସବୁ ଓଡ଼ିଆ ଭାଇ ଭଉଣୀ ଙ୍କୁ ନିଶ୍ଚୟ ଜଣାଇବେ, ନିମନ୍ତ୍ରଣ ରହିଲା। ଦିଲ୍ଲୀ ରୁ ମଧ୍ୟ ଆସି ପାରିବେ। ] #jayjagannath #odiaha #odia #uttarakhand #uttarkashi #puri #jagannath #odia #rathyatra #bahuda

SABYASACHI MISHRA 🇮🇳

24,633 просмотров • 3 лет назад

Больше нет контента для загрузки