
Sambad (ସମ୍ବାଦ)
@sambad_odisha • 479,784 subscribers
Tweets from Sambad - the largest circulated Odia Daily.
Videos

#ମୋତେ_ଆଉ_ଖୋଜିବୁନି #ମାକୁ_ଦେଖୁଥିବୁ... କ୍ୟାନସର ରୋଗରେ ପୀଡ଼ିତ ବାପା ମୃତ୍ୟୁ ପୂର୍ବରୁ କୁନି ପୁଅ ହାତରେ ଦେଇଗଲେ ସାରା ପରିବାରର ଦାୟିତ୍ୱ। ମୁଁ ଚାଲିଗଲା ପରେ ମା’ ଓ ଦୁଇ ଭଉଣୀଙ୍କ ଯତ୍ନ ନେବୁ, ମୋତେ ମନେ ପକାଇ କାନ୍ଦିବୁନି... ବାପାର ଏହି କୋହଭରା କଥା ଶୁଣି ନିଜ ଲୁହ ରୋକିପାରୁନି କୁନି ପୁଅ। #ViralVideo #EmotionalStory #FatherSonBond #CancerPatient #EmotionalVideo #SambadDigital
Sambad (ସମ୍ବାଦ)18,231 次观看 • 15 天前

#ଭୁଲ୍_ସିପିଆର_ଦେବାରୁ_ଭାଙ୍ଗିଗଲା_ପଞ୍ଜରା_ହାଡ଼ ମଧ୍ୟପ୍ରଦେଶର ମୋରେନାରେ ଜଣେ ଶିକ୍ଷୟିତ୍ରୀ ହଠାତ୍ ଅଚେତ ହୋଇପଡ଼ିବା ପରେ ସାହାଯ୍ୟ କରିବାକୁ ଯାଇ ଲୋକମାନେ ତାଙ୍କୁ CPR ଦେଇଥିଲେ। ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ହୃଦଘାତ ହୋଇନଥିଲା ଏବଂ ଭୁଲ CPR ଯୋଗୁଁ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। #Sambad #CPR #FirstAid #HealthAwareness #MedicalNews #Morena #MadhyaPradesh #BreakingNews #EmergencyCare #CardiacArrest #SambadDigital
Sambad (ସମ୍ବାଦ)11,562 次观看 • 13 天前

#ଟଙ୍କା_ଗଲା_ନା_ନାହିଁ_ଆଗ_ଦେଖ ମଂଚ ଉପରୁ ହିତାଧିକାରୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଟଙ୍କା ଗଲାଣି ନା ନାହିଁ, ମେସେଜ ଆସିଲାଣି ନା ନାହିଁ ପଚାରିବା ସହ ଟଙ୍କା ଯିବାରେ ବିଳମ୍ବ କାହିଁକି ହେଉଛି କହି ବିଭାଗୀୟ ଅଧିକାରୀଙ୍କୁ ମଞ୍ଚରୁ ପ୍ରଶ୍ନ କଲେ ମୋହନ। #MohanMajhi #SubhadraYojana #SubhadraYojanaUpdate #WomenEmpowerment #Sambad #Odisha
Sambad (ସମ୍ବାଦ)17,496 次观看 • 6 个月前

#ବୟସକୁ_ହରାଇଲା_ଭଲପାଇବା.. #ସ୍ତ୍ରୀକୁ_୩୦୦_କିମି_ଟଲିରେ_ଟାଣିଲେ.. ୭୦ ବର୍ଷ ବୟସରେ ଚାଲିବାବୁଲିବା କଷ୍ଟକର। ଏଭଳି ବୟସରେ ଜଣେ ବୃଦ୍ଧ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଧରି ୩୦୦ କିଲୋମିଟର ଟଲିରେ ଟାଣି ହସ୍ପିଟାଲରେ ପହଞ୍ଚିବା ପରେ ପୁଣି ଘରକୁ ଫେରୁଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। #Sambad #ViralVideo #InspiringStory #ElderlyCouple #UnbreakableBond #StruggleOfLife #EmotionalStory
Sambad (ସମ୍ବାଦ)14,341 次观看 • 6 个月前
没有更多内容可加载