Satya 🕉️'s banner
Satya 🕉️'s profile picture

Satya 🕉️

@SatyaPani911,362 subscribers

ତୋ ହସରେ ମୋ ସକାଳ,ତୋ କଥାରେ ମୋ ସନ୍ଧ୍ୟା,ତୋ ନାମେ ଧଡ଼ ଧଡ଼ ହୁଏ ମୋ ହୃଦୟ,ତୁ ହିଁ ମୋ ସାରା ଦୁନିଆ,ତୁ ଥିଲେ ମୋ ଜୀବନ ହୁଏ ରଙ୍ଗୀନ,ତୋ ବିନା ଲାଗେ ସବୁ ଶୂନ୍ୟତା !! ଜୟ ଜଗନ୍ନାଥ 🙏🏻

Shorts

ଏହି ଦୁଇଟି ଦୃଶ୍ୟ ହୃଦୟ ବିଦାରକ ଏଭଳି ଘୃଣ୍ୟ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ କାହିଁକି ହେଉନି?ଏହା କଣ ମା"କୁ ସମ୍ମାନ କି?ଦେବଗଡ଼ ଓ ଭଦ୍ରକ ଧାମନଗରର ଦୃଶ୍ୟ।ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ ନାରୀକୁ ନେଇ ହୀନମନ୍ୟତା ଦୂର ହୋଇପାରିନାହିଁ।କିନ୍ତୁ ସେମାନେ ଜାଣିରଖିବା ଉଚିତ ନାରୀ ଆଜି ବି ଅପରାଜୟ।ସେ ସୃଷ୍ଟିର ଆଧାର।

42,988 views

Videos

No more content to load