
Shree Jagannatha Temple Office, Puri
@SJTA_Puri • 241,652 subscribers
Official Account of Shree Jagannatha Temple Administration, Puri | Statutory body under the Shree Jagannatha Temple Act.
Videos

ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦାଣ୍ଡକୁ ବିରାଜିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହେଉଛି ବଡ଼ଦାଣ୍ଡ। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏 #Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
Shree Jagannatha Temple Office, Puri18,227 просмотров • 16 дней назад

ପବିତ୍ର ସ୍ନାନଯାତ୍ରାରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ଗୋପାଳତୀର୍ଥ ମଠ ଏବଂ ରାଘବଦାସ ମଠରେ ନିର୍ମାଣ ହେଉଛି ଶ୍ରୀଜୀଉଙ୍କ ଦିବ୍ୟ ବେଶ ଉପକରଣ। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏 #Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
Shree Jagannatha Temple Office, Puri14,499 просмотров • 25 дней назад
Больше нет контента для загрузки