Soumya Ranjan Biswal 🇺🇳🇮🇳's banner
Soumya Ranjan Biswal 🇺🇳🇮🇳's profile picture

Soumya Ranjan Biswal 🇺🇳🇮🇳

@SoumyaMarineWL3,538 subscribers

Million Mangroves by 2030 | UN-India YuWaah Advocate🇺🇳| @stateIvlp Alumnus| OPSA | @TimesNowAmazing Indian🏆by @vpindia | Limca Record | SeaTurtle & Mangroves

Shorts

ଦେଵୀ ମୁହାଣରେ ଅଲିଭ ରିଡ଼ଲେ ମୃତ୍ୟୁ ବିପର୍ଯ୍ୟୟ ଜାରି ରହିଛି। ସରକାର ବିଫଳ ହୋଇଛନ୍ତି, ସତ ଲୁଚଉଛନ୍ତି। ପ୍ରତି ୧୦୦ ଅଲିଭ ରିଡ଼ଲେ କଇଁଛ ମଲେ, ରାତାରାତି ପୋତି ରେଜିଷ୍ଟରରେ ଗୋଟିଏ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଦେଖାଉଛନ୍ତି। ସମସ୍ତେ ନୀରବ! ଚିନ୍ତା କରୁଥିବା କହୁଥିବା ଲୋକ ଲୋକ ଦେଖାଣିଆ ବ୍ୟବସ୍ଥାରେ ଖୁସି ଓ ଦୁନିଆକୁ ବୋକା କରିବାରେ ହାତ ମିଶାଇଛନ୍ତି। ବିପଦ ନିଶ୍ଚିତ। ବଙ୍ଗୋପସାଗରେ ଜଳବାୟୁ ପରିବର୍ତ୍ତନ ପ୍ରଭାଵ କ୍ରମାଗତ ଘନୀଭୂତ ହେବାକୁ ଏହି କ୍ଷତି ଅଧିକ ଶକ୍ତି ଦେବ। ନିଜ ସୁବିଧାରେ ସମସ୍ତେ ରହି ଏପରି ସାମୂହିକ କ୍ଷତିକୁ ଅଣଦେଖା ଚାଲିଛି ; ଆଗକୁ ବିପଦ ଅଧିକ ତିଆରି ହେଉଛି। 😔 CMO Odisha MoEF&CC Dharmendra Pradhan Prem Kumar Jha PCCF WL & CWLW, Odisha United Nations United NationsinIndia Tanaya Patnaik Adyasha Satpathy Jagi Mangat Panda Kanak News OTV

17,942 views

This morning and afternoon Planted 3,000 mangroves with the vulnerable mangrove-user community at Devi River Mouth, reaching 15,000 so far with a goal of 20,000 this season. 🌱 #Mangroves are vital for coastal protection and livelihoods.🌊🚣🏻‍♂️ Join ans support us.🙏🏻 #OdishaCoast

20,979 views

ଓଡ଼ିଶାରେ ବାତ୍ୟା, ସୁନାମୀ ଆଗାକୁ ଅଧିକ ମାଡି ଆସିବ... ଉପକୂଳକୁ ସୁରକ୍ଷା ଦେଉଥିବା ସବୁଜ ପ୍ରାଚୀର Mangrove Forest ସଂରକ୍ଷଣ, ପୁନଃରୁଦ୍ଧାର ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ସ୍ତରରେ ଏହାର ସୁରକ୍ଷା ପାଇଁ କୌଣସି ନିୟମ, କାନୁନ୍, ଶିକ୍ଷା ସଚେତନତା କିମ୍ବା ସଂରକ୍ଷଣ ପାଇଁ ଉଦ୍ୟମ କରାଯାଉନାହିଁ। CMO Odisha

15,858 views

Just back from an inspiring Y20 India Pre-Summit by YAS Ministry🇮🇳, spent today in our Mangrove Nursery, plantation site, and scoping out a potential site for a new 50,000🌱 capacity Nursery setup. Grateful to Виссарион and YuWaah (Generation Unlimited India) at UNICEF for constant encouragement.#Mangrove G20 South Africa

13,370 views

Videos

No more content to load