State Transport Authority, Odisha's banner
State Transport Authority, Odisha's profile picture

State Transport Authority, Odisha

@STAOdisha • 87,698 subscribers

Official handle of the State Transport Authority, Govt. of Odisha । ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା

Shorts

ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ଏହା ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲେଇ ଆମ୍ବୁଲାନ୍ସ କେମିତି ସୁବିଧାରେ ଯିବ ବ୍ୟବସ୍ଥା କରିଥିଲେ ନିଜେ ବର ଜଣକ। ବରବେଶରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବ ସାମ୍ବାଦିକ ସମ୍ବିତ। ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ତାଙ୍କୁ ଅଶେଷ ସାଧୁବାଦ ଓ ଶୁଭକାମନା।

50,223 Aufrufe

ବାବୁରେ... ସଡ଼କ ସୁରକ୍ଷା ନିୟମ ନମାନିଲେ ଏଠି ଫଟୋ ଉଠିବ, ଚାଲାଣ କଟିବ ତେଣୁ ସଡ଼କ ସୁରକ୍ଷା ନିୟମ ମାନି ସୁରକ୍ଷିତ ଘରକୁ ଫେରିବାକୁ ବାଛନ୍ତୁ, ଜରିମାନା ଦେବାକୁ ନୁହେଁ #IEMS #SmartEnforcement #RoadSafety #STAOdisha

18,452 Aufrufe

Videos