
State Transport Authority, Odisha
@STAOdisha • 87,698 subscribers
Official handle of the State Transport Authority, Govt. of Odisha । ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା
Shorts
Videos

ଘରେ ବସି ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କରନ୍ତୁ ଏବେ ଆଉ RTO ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ଅନଲାଇନରେ କେମିତି ଆବେଦନ କରିବେ, ତାର ସହଜ ପ୍ରକ୍ରିୟା ଏହି ଭିଡିଓରେ ଦିଆଯାଇଛି। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ , ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ବୟସ ହୋଇଥିଲେ ଅନଲାଇନରେ ଆବେଦନ ପାଇଁ: ଭିଜିଟ୍ କରନ୍ତୁ । #LearningLicense #OnlineApply #DigitalOdisha #RoadSafety #STA
State Transport Authority, Odisha34,069 просмотров • 3 месяцев назад

ରାସ୍ତା ପାର୍ ବେଳେ ସତର୍କ ରୁହନ୍ତୁ। ଭଲ ଭାବେ ଉଭୟ ପଟ ଦେଖନ୍ତୁ। ଜେବ୍ରା କ୍ରସିଂର ବ୍ୟବହାର କରନ୍ତୁ। ଆସୁଥିବା ଗାଡ଼ିକୁ ହାତରେ ସଙ୍କେତ ଦିଅନ୍ତୁ। This video includes some accident footage to highlight the significance of staying aware while crossing the road.#StayAlert #CrossSafely #RoadSafetyOdisha
State Transport Authority, Odisha48,620 просмотров • 2 лет назад

ଉଠା ଉଠା ଫୋନ୍ ଉଠା ତୁ ତୋ ଟାର୍ଗେଟ ପୂରା କର୍, ଆଉ ମୁଁ ମୋର ଗାଡ଼ି ଚଳାଇବା ବେଳେ ବାଜିଲା ଫୋନ୍, ଉଠାଇବାକୁ ଯାଇଥିଲେ ଚାଳକ, ଆଉ ତାହାପରେ.. ନିଶ୍ଚୟ ଦେଖନ୍ତୁ ସଡ଼କ ସୁରକ୍ଷାକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାରରୁ ରୁହନ୍ତୁ ବିରତ #RoadSafety #Odisha #NoMobileWhileDriving
State Transport Authority, Odisha27,994 просмотров • 1 год назад

ଝିଅର ସାହସିକତା ପାଇଁ ଅଟୋ ଦୁର୍ଘଟଣାଗ୍ରସ୍ତ ରକ୍ଷା ପାଇଗଲେ । ମାଙ୍ଗାଲୋର ସହରର ଭିଡିଓ ଭାଇରାଲ୍ ହେଉଛି । ସାହସୀ ଝିଅକୁ ସାଲ୍ୟୁଟ । The video is going viral. Salute to the courageous girl! #Bravegirl #Mangaluru #Respect #ViralVideo DGP KARNATAKA Mangaluru City Police
State Transport Authority, Odisha32,835 просмотров • 2 лет назад
0:38
Sensitive content
This media may contain sensitive content.

ଏହି ଭିଡିଓକୁ ଦେଖନ୍ତୁ । ଦୁର୍ଘଟଣା କାହିଁକି ଘଟିଲା, ଚିନ୍ତା କରନ୍ତୁ ଓ ସତର୍କ ହୁଅନ୍ତୁ 👉 ରାସ୍ତା ପାର୍ କରିବା ସମୟରେ ଉଭୟ ପାର୍ଶ୍ୱକୁ ଦେଖି ଆଗକୁ ବଢ଼ନ୍ତୁ 👉 ଆପଣଙ୍କ ଗାଡ଼ିର ଦ୍ରୁତଗତି ଆପଣଙ୍କ ଓ ଅନ୍ୟଙ୍କ ଜୀବନକୁ ବିପଦରେ ପକାଇପାରେ (ସଡ଼କ ସୁରକ୍ଷା ସଚେତନତା ପାଇଁ ଭିଡିଓ ପ୍ରସାରିତ) #RoadSafety #DriveSafe
State Transport Authority, Odisha28,752 просмотров • 1 год назад

ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ #LaneChangeSafely #RoadSafety #StayAlert #ComeHomeSafe
State Transport Authority, Odisha13,675 просмотров • 7 месяцев назад

ମୋଟର ଯାନ ପଞ୍ଜିକରଣ ପ୍ରମାଣପତ୍ର (RC)ରେ ମୋବାଇଲ ନମ୍ବର ଅପଡେଟ୍ ରହିବ ଆବଶ୍ୟକ । ଅନଲାଇନରେ ଘରେ ବସି କରିହେବ RC ରେ ମୋବାଇଲ୍ ନମ୍ବର ଅପଡେଟ୍। ରେ ଏହି ସୁବିଧା ଉପଲବ୍ଧ ରହିଛି । ଅନଲାଇନରେ ମୋବାଇନ ନମ୍ବର ଅପଡେଟର ପ୍ରଣାଳୀ ଭିଡିଓରେ ଦେଖାଯାଇଛି । ଭିଡ଼ିଓ ଦେଖି ଆପଣ ଏହା ବୁଝିପାରିବେ । #Parivahan #DigitalIndia #TransportServices #RoadSafety #STAOdisha #UpdateMobileNumber
State Transport Authority, Odisha13,286 просмотров • 9 месяцев назад

#SundayAwareness ଯୁବ ଉନ୍ମାଦନାରେ କିଛି ଚାଳକ ଗାଡ଼ି ଓ ରାସ୍ତା ସହ ବେଆଇନ ଓ ବିପଦପୂର୍ଣ୍ଣ ଆଚରଣ କରନ୍ତି । ଏହାର ପରିଣତି କ'ଣ ହୁଏ, ସେମାନେ ଜାଣନ୍ତି ନାହିଁ । ଆଉ ଜାଣିବା ବେଳକୁ ସବୁ ସରିଯାଏ । ତେଣୁ ଏହି ଯୁବକର ଅବସ୍ଥା ଦେଖନ୍ତୁ ଓ ନିଜକୁ ଏଥିରୁ ଦୂରେଇ ରଖନ୍ତୁ । One second of thrill can lead to a lifetime of regret
State Transport Authority, Odisha23,508 просмотров • 2 лет назад

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଗାଡ଼ିରେ ଥିବା ତିନି ଜଣ ରକ୍ଷା ପାଇଗଲେ। ଏହା କେମିତି ସମ୍ଭବ ହେଲା ସେ ସମ୍ପର୍କରେ ସୋନୁ ସୁଦ୍ ଯେଉଁ ବାର୍ତ୍ତା ଦେଇଛନ୍ତି ଆପଣ ନିଶ୍ଚୟ ଶୁଣି ସଚେତନ ହେବା ଆବଶ୍ୟକ। sonu sood MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport #RoadSafety #ComeHomeSafe
State Transport Authority, Odisha14,817 просмотров • 1 год назад