#odishacaresforfarmers

ଚାଷୀଙ୍କ ଫସଲ ବୀମା ଚିନ୍ତା ହେବ ଦୂର, ବୀମା ବାବଦ ପ୍ରିମିୟମ ରାଶି ବହନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ୨୦୨୩ ଖରିଫରୁ ୨୦୨୫-୨୬ ରବି ଫସଲ ଋତୁ ପର୍ଯ୍ୟନ୍ତ ମିଳିବାକୁ ଥିବା ଏହି ସୁବିଧା ଦ୍ଵାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବା ସହ ରାଜ୍ୟରେ ଚାଷ ଓ ଚାଷୀଙ୍କ ସମୃଦ୍ଧି ଧାରା ଆହୁରି ତ୍ୱରାନ୍ୱିତ ହେବ। #OdishaCaresForFarmers
CMO Odisha24,572 просмотров • 3 лет назад
Больше нет контента для загрузки