#pakhala

Odisha’s culinary treasures are about to take centre stage! From the cooling #Pakhala to the fiery #Chingudi Chechha, witness celebrity chefs battle it out to recreate & reimagine Odisha’s timeless flavours #SonyTV! 🍛🎬 📺 Watch #OdishaInCelebrityMasterChef from 26th-28th March! #CelebrityMasterChef #CelebrityMasterChefIndia #SeetiBajegi #OdiaFlavours
Odisha Tourism34,973 views • 1 year ago

ବନ୍ଧୁମାନଙ୍କ ସହ #Pakhala ଖାଇବାର ଖୁସି ନିଆରା । #PakhalaDibasa ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ Harivansh , ପୂର୍ବତନ ରାଷ୍ଟ୍ରଦୂତ Taranjit Singh Sandhu ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସାଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇ ଆନନ୍ଦିତ । ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ । ଏହା ଆମ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଖାଦ୍ୟପେୟ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅନେକ ଲୋକମାନେ ଏହି ନିଚ୍ଛକ ଓଡ଼ିଆ ଖାଦ୍ୟର ବିଶେଷତ୍ୱ ଓ ସ୍ୱାସ୍ଥ୍ୟ ଉପକାରିତା ଜାଣିବା ପରେ ନିଜର ଜୀବନପ୍ରବାହରେ ସାମିଲ କରିଛନ୍ତି, ଯାହା ଖୁସିର ବିଷୟ । #PakhalaDibasa #EkBharatShresthaBharat
Dharmendra Pradhan14,850 views • 2 years ago
No more content to load