#rathayatra2024

କେବଳ ଚଳିତ ବର୍ଷ ନୁହେଁ । ଗତବର୍ଷ ବି ଏଭଳି ଆଡ଼ପ ପହଣ୍ଡିବେଳେ ଅଘଟଣ ଘଟିଥିଲା । ଜୁନ୍ ୨୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ପଟେ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ ଏଥର ଘଟଣାର ପୁନରାବୃତ୍ତି ହୋଇଥିଲେ ମଧ୍ୟ, ଗତବର୍ଷର ଘଟଣାକୁ ବଳିଯାଇଥିଲା ।.. #RathaYatra2024 #RathaYatra #JaiJagannatha #OTV #Odisha
ଓଟିଭି29,668 görüntüleme • 2 yıl önce
Daha fazla içerik yok.

