#ନିଶ୍ଚୟ_ନିନ୍ଦନୀୟ

#ନିଶ୍ଚୟ_ନିନ୍ଦନୀୟ ... ଜଣେ ବୟୋଜ୍ୟେଷ୍ଠ ରାଜନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ତଥା ସର୍ବୋପରି ଜଣେ ପରିଚିତ ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱ ବାଳଗୋପାଳ ମିଶ୍ରଙ୍କୁ ଜିଲ୍ଲାପାଳ ବସିବା ପାଇଁ ଚେୟାର ଟିଏ ନଦେବା ଅହଂକାର ଓ ଅଭଦ୍ରାମି । ତାଙ୍କ ପରିଚୟ ବ୍ୟତୀତ ବି ସେ ଜଣେ ବୟସ୍କ ନାଗରିକ,ତାଙ୍କ ପ୍ରତି ଜଣେ ସରକାରୀ କର୍ମଚାରୀର ଏମିତି ବ୍ୟବହାର ଆଦୌ ଗ୍ରହଣୀୟ କିମ୍ଵା ସ୍ପୃହଣୀୟ ନୁହେଁ।ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ୍। Dhanada Kanta, PhD. FICE, FIE, CEng, MASCE, FHKCI Ayaskant Das CMO Odisha Mohan Charan Majhi
Amiya_Pandav ଅମିୟ ପାଣ୍ଡଵ Write n Fight66,120 Aufrufe • vor 3 Monaten
Keine weiteren Inhalte verfügbar