#ଭୁବନେଶ୍ୱରରେ_ମଧ୍ୟବିତ୍ତଙ୍କ_ସ୍ବପ୍ନର_ଘର

#ଭୁବନେଶ୍ୱରରେ_ମଧ୍ୟବିତ୍ତଙ୍କ_ସ୍ବପ୍ନର_ଘର ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର। ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। #ArgusNews #providehousing #Bhubaneswar Dr. Krushna Chandra Mahapatra
Argus News31,543 просмотров • 1 год назад
Больше нет контента для загрузки