Video wird geladen...

Video konnte nicht geladen werden

Zur Startseite

5T school creating new life. Shared by V K Pandian sir.

17,209 Aufrufe • vor 3 Jahren •via X (Twitter)

10 Kommentare

Profilbild von Jagan Swain
Jagan Swainvor 3 Jahren

#AbolishContractualSystem_JUNIOR_TEACHER

Profilbild von Chandan Sahu
Chandan Sahuvor 3 Jahren

କେଉଁ ଜନ୍ମ ପାପ ବଳେ ଆମେ ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଜନ୍ମ ନେଇଛୁ କେଜାଣି,ସମସ୍ତ ଯୋଗ୍ୟତା ଥାଇ ନ୍ୟାୟ ପାଇବାକୁ ମାସ ମାସ ସମୟ ଲାଗୁଛି ତଥାପି ଯନ୍ତ୍ରଣାରୁ ମୁକ୍ତି ମିଳୁ ନାହିଁ। @CMO_Odisha @Naveen_Odisha @PradeepJenaIAS @MoSarkar5T @pranabpdas @SecyChief @FdOdisha @SMEOdisha @gapg_dept @MarndiSudam

Profilbild von BUBUL RATH
BUBUL RATHvor 3 Jahren

କନିଷ୍ଠ ଶିକ୍ଷକ 6ବର୍ଷକାଳ ଦୁଃଖରେ ରୁହେ, ଅର୍ଥାଭାବ ରୁ ରୋଗରେ ପଡ଼ି ତା'ର ଜୀବନ ଯାଏ..... ଠିକାପ୍ରଥା ଠାରୁ ସଭିଙ୍କୁ କଲ ବହୁତ ଦୂର, କନିଷ୍ଠ ଶିକ୍ଷକ ପାଇଁ ହେଉଛ କାହିଁ ଏତେ କଠୋର!!! #AbolishContractualSystem_JUNIOR_TEACHER #Count6YearsInServicePeriod #Junior_Teacher

Profilbild von BUBUL RATH
BUBUL RATHvor 3 Jahren

CMO Odisha ଙ୍କ ଘୋଷଣା ବାସ୍ତବ ରୂପ ନେଉ। କନିଷ୍ଠ ଶିକ୍ଷକ ନିୟମିତ ହୁଅନ୍ତୁ। ଷଡଯନ୍ତ୍ରର ଶିକାର ହୋଇଥିବା ଜୁନିୟର୍ ଟିଚର ଙ୍କୁ ନ୍ୟାୟ ଦେବା ପାଇଁ Mo Sarkar 5T V.K.Pandian (IAS) PS Of CMO / 5T Secretary Govt.Of Odisha ପ୍ରତ୍ୟକ୍ଷ ହସ୍ତକ୍ଷେପ କରନ୍ତୁ। #AbolishContractualSystem_JUNIOR_TEACHER

Profilbild von OJTA KALAHANDI
OJTA KALAHANDIvor 3 Jahren

#AbolishContractualSystem_JUNIOR_TEACHER

Profilbild von Dipali senapati
Dipali senapativor 3 Jahren

ଜୟ ଜଗନ୍ନାଥ 🙏🙏🙏

Profilbild von OJTA KALAHANDI
OJTA KALAHANDIvor 3 Jahren

Sir Please #AbolishContractualSystem_JUNIOR_TEACHER

Profilbild von Akash Kumar Kheti
Akash Kumar Khetivor 3 Jahren

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଠିକା ବ୍ୟବସ୍ଥା ଉଚ୍ଛେଦ କରି ଓଡ଼ିଶା ପ୍ରାଥମିକ ଶିକ୍ଷାର ଅଗ୍ରୀମ ସାରଥୀ କନିଷ୍ଠ ଶିକ୍ଷକ ମାନଙ୍କ 6 ବର୍ଷ ଚାକିରିକୁ ମୂଳ ଚାକିରି ରେ ଗଣନା କରିବା ବ୍ୟବସ୍ଥା ତୁରନ୍ତ ଲାଗୁ କରନ୍ତୁ l #AbolishContractualSystem_JUNIOR_TEACHER

Profilbild von It's me
It's mevor 3 Jahren

ଚୁକ୍ତି ଉଚ୍ଛେଦ ପରେ ବି ଦୀର୍ଘ ସାତ ମାସ ହେଲା ନ୍ୟାୟ ପାଇଁ ଅପେକ୍ଷା କରି ଧୈର୍ଯ୍ଯହରା ହେଲୁଣି। ଆଉ କେତେ ଦୁଃଖ ସହିବୁ? ଖୁବ୍ ଶିଘ୍ର କନିଷ୍ଠ ଶିକ୍ଷକଙ୍କ ଦାବି ପୂରଣ ହେଉ । @CMO_Odisha @Naveen_Odisha @PradeepJenaIAS @MoSarkar5T @pranabpdas @SecyChief @FdOdisha @SMEOdisha @pramila_mallick @gapg_dept

Profilbild von PURUSOTTAM SAHU
PURUSOTTAM SAHUvor 3 Jahren

How fair is it that the promises made by the government to the Contract Junior Teachers have not been fulfilled yet. #AbolishContractualSystem_JUNIOR_TEACHER

Ähnliche Videos