Video wird geladen...
Video konnte nicht geladen werden
Odisha needs 24×7 Doppler radar coverage for better disaster preparedness. 1.Restore Gopalpur radar: inactive since 1.5 years. 2. Keep Paradeep & Sambalpur radars operational round the clock. Post Monsoon cyclone season is here. Requesting IMD and Odisha Govt to act now.
30,298 Aufrufe • vor 1 Monat •via X (Twitter)
24 Kommentare

Shocked to learn that Gopalpur Doppler Radar is inactive since 1.5 years and others not working 24x7!! @SRC_Odisha and @arvindpadhee Sir kindly assist.

Why the administration is not taking interest on this @Indiametdept ? @IPR_Odisha

Valid points.

@Indiametdept @CMO_Odisha

What Is The Problem In Keeping These Crucial Tools In Proper Operational Conditions !

ଏଭଳି ପ୍ରସ୍ତୁତି ଆଗୁଆ ହେଲେ ଲୋକଙ୍କ କ୍ଷୟକ୍ଷତି କମାଇବାରେ ସହାୟତା ମିଳିବ। ପାରାଦୀପ ଓ ସମ୍ବଲପୁର ରାଡାର ମଧ୍ୟ ନିରବିଚ୍ଛିନ୍ନ ଚାଲୁ ରହିବା ଦରକାର।

How Google latest model, weathernext3 can be of use ?

You are absolutely right brother 👏

@Indiametdept @mcbbsr 😐

ଭାଇ ଏ ସମସ୍ୟାର ସମାଧାନ କ'ଣ ପାଇଁ କରୁନାହାନ୍ତି... ଓଡ଼ିଶା govt ପାଖରେ କଣ technical team ନାହାନ୍ତି... ପ୍ରତି ମାସରେ ଏଇ ସମସ୍ୟା...

ବାତ୍ୟା ପ୍ରସ୍ତୁତିରେ ଟେକ୍ନୋଲୋଜିକୁ ସବୁଠାରୁ ଆଗରେ ରଖିବା ଦରକାର। ଏହି ବିଷୟରେ IMD ଓ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ।

It should be done for safety of our people. Request to the leaders @dpradhanbjp @CMO_Odisha

How does IMD monitor now?

ରାଡାରଟି ୧.୫ ବର୍ଷ ହେବ ଅଚଳ ଅଛି, ଅର୍ଥାତ୍ ଏହା ପୂର୍ବତନ ବିଜେଡି (BJD) ସରକାରଙ୍କ ସମୟରୁ ହିଁ ବନ୍ଦ ପଡ଼ିଛି। ପୂର୍ବ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ପୁରସ୍କାର ପାଉଥିଲେ ସତ, କିନ୍ତୁ ଏଭଳି ମୌଳିକ ଭିତ୍ତିଭୂମିର ଅବହେଳା କାହିଁକି କରାଯାଉଥିଲା, ତାହା ମଧ୍ୟ ଚିନ୍ତା କରିବାର କଥା ବର୍ତ୍ତମାନର ନୂଆ ସରକାର ଏହି ଭୁଲକୁ ସଧାରିବା ଉଚିତ

କିନ୍ତୁ ଡିଜାଷ୍ଟର ଡିପାର୍ଟମେଣ୍ଟ ଲଗାତାର ଏସେମଏସ ଦଉଛି ଆପଣଙ୍କ ଅଂଚଳ ରେ ବଜ୍ରପାତ ସହ ବର୍ଷା ଓ ପବନ ହବାର ସମ୍ଭାବନା ଅଛି

@CMO_Odisha @MohanMOdisha @mcbbsr @PravatiPOdisha kindly take needful action.

ସେଟା ଯଦି ଭଲ କରାଯିବ ତାହାଲେ ଓଡିଶା ପାଇଁ ଭଲ ହବ କିନ୍ତୁ ସେଥିପାଇଁ ବୋଧେ ଭଲ କରହଉନି

ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ। ବାତ୍ୟା ଋତୁ ପାଖେଇ ଆସୁଥିବା ବେଳେ ଗୋପାଳପୁର ଭଳି ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଅଞ୍ଚଳର ରାଡାର ଦେଢ଼ ବର୍ଷ ଧରି ଅଚଳ ରହିବା ଅତ୍ୟନ୍ତ ଚିନ୍ତାଜନକ ସରକାର ଅନ୍ୟ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେଇ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉଚିତ

Paisa akasha re uda nahi, radar thik kara.

Unfortunate State of Affairs here

ଦୁର୍ଯୋଗ ପୂର୍ବ ପ୍ରସ୍ତୁତି ପାଇଁ ଏଭଳି ଦାବିକୁ ଗୁରୁତ୍ୱ ଦିଆଯିବା ଦରକାର। 🌧️

ଲୋକଙ୍କ ସୁରକ୍ଷା ପ୍ରଥମ—ରାଡାର ବ୍ୟବସ୍ଥାକୁ ସମୟରେ ପ୍ରସ୍ତୁତ ରଖାଯାଉ।

ଲୋକଙ୍କୁ ସୁରକ୍ଷା ପାଈଁ ଠିକ୍ ବ୍ୟବସ୍ଥା କରାଯାଉ

Radar readiness can make cyclone warnings faster and more useful.
