正在加载视频...

视频加载失败

ଇଏ କଣ ଚାଲିଛି? 🤔 #Khandagirips #Bhubaneswar

77,270 次观看 • 1 年前 •via X (Twitter)

10 条评论

Sai ( ସାଇ )🇮🇳⚔️ 的头像
Sai ( ସାଇ )🇮🇳⚔️1 年前

ପୋଲିସ ବାବୁ ନିଃସହାୟ ! କରିବେ ବା କଣ ? ଯଦି ହାତ ଉଠାଇଲେ ତେବେ ସବୁ ଦୋଷ ତାଙ୍କ ପଟକୁ ପଳାଇବ ! କିଛି ଦିନ ପୂର୍ବରୁ ଏଭଳି ଘଟଣା ଘଟି ସାରିଛି ! ତେଣୁ ସେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ! କିନ୍ତୁ ମହିଳା ପୋଲିସ ଗଲେ କୁଆଡେ ?

Pradeep Satapathy {ପ୍ରଦୀପ ଶତପଥି}🇮🇳 的头像
Pradeep Satapathy {ପ୍ରଦୀପ ଶତପଥି}🇮🇳1 年前

ମହିଳା ମାନଙ୍କର ଏତେ ସାହସ ଆସୁଛି କେଉଁଠୁ? ପୋଲିସ ର ଲାଠି ଏ ମହିଳା ଙ୍କ buttock କୁ ଦି ପାହର sufficient, ଯଦି ଏଭଳି ଆଚରଣ ପ୍ରତି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆଗକୁ ପ୍ରତିଦିନ ଏଭଳି ଘଟିବ ଆଉ ଜନତା ପୋଲିସ ଷ୍ଟେସନ ଯିବା ଭୁଲିଯିବେ

꧁⁣༒𓆩🇮🇳乃ムアひ🇮🇳𓆪༒꧂ 的头像
꧁⁣༒𓆩🇮🇳乃ムアひ🇮🇳𓆪༒꧂1 年前

ଯେମିତି ନାରୀ କୁ ଆଇନ୍ ରେ ସବୁ ସୁଯୋଗ ଦେଇଛ, ଏବେ ମରାଓ। ଏଠି ପୁରୁଷ ହେଇଥିଲେ ସେ ପୋଲିସ ବାବୁ ତା G ମାରି ସରିଥାନ୍ତା। ବେହିଆ କେତେଟା କହିବେ ପୁଅ ଝିଅ ସବୁ ସମାନ। କର ସମାନ କିନ୍ତୁ ଭିତରେ କାନ୍ଦନି କେହି ସୁଣିବେନି।

⚔️🎠Kalinga🔆Warrior🎠⚔️ 的头像
⚔️🎠Kalinga🔆Warrior🎠⚔️1 年前

ପୋଲିସ୍ ବାବୁ ଯଦି କିଛି କହିଦେବେ ତ ନାରୀଙ୍କ ପ୍ରତି ଅତ୍ୟାଚାର କୁହାଯିବ। @odisha_police @cpbbsrctc ଏଭଳି ନାରୀଙ୍କ ପ୍ରତି କଣ ଆକ୍ସନ ନିଆଗଲା ଜନସାଧାରଣଙ୍କୁ X ରେ ପୋଷ୍ଟ କରି ଜଣାନ୍ତୁ।

Bidyadhar Nayak 的头像
Bidyadhar Nayak1 年前

କହତ୍ ମୋହେ ଲାଜ୍ ସୁନତ୍ ମୋହେ ଗାରୀ......

Manoj Senapati 的头像
Manoj Senapati1 年前

ନାରୀ ଟେ ବୋଲି ଏମିତି... ପୁରୁଷ ଟେ ଯଦି ଏମିତି ବ୍ୟବହାର କରନ୍ତା କଣ ହେଇଥାନ୍ତା?

Suchendu K. Subudhi 的头像
Suchendu K. Subudhi1 年前

I find those ladies are powerful who have a tattoo on their exposed parts of their body. They behave like a lady don. Even that social worker lady in a saree had a tattoo on her right wrist & she beat up another social service lady who was giving a sound byte some 3 days ago.

Sajeeta Sarangi Tripathy 🇮🇳 的头像
Sajeeta Sarangi Tripathy 🇮🇳1 年前

ମହିଳା ସଶକ୍ତିକରଣର ଏକ ନିକୃଷ୍ଟ ଉଦାହରଣ। ଭାଷାର ଶାଳିନତା ନାହିଁ। ସଭ୍ୟ ସମାଜରେ ଅସଭ୍ୟ ବ୍ୟବହାର ଆଦୌ ଗ୍ରହଣୀୟ ନୂହେଁ।

Er. Chinmayjit Nayak 的头像
Er. Chinmayjit Nayak1 年前

Jatra valia acting karuchi🤣🤣🤣

ଗାଉଁଲି ଲୋକ 的头像
ଗାଉଁଲି ଲୋକ1 年前

#Bjd କହିବ ନାରୀ ନିର୍ଯାତନା ଚାଲିଛି, ମହିଳା କମିଶନ କହିବେ ମାନସିକ ନର୍ଯ୍ୟାତନା,ଏମାନେ ନାରୀ ନୁହନ୍ତି ରେ ଏମାନେ_____ କହିଲେ ବିବାଦ ହେଇଯିବ

相关视频