Loading video...

Video Failed to Load

Go Home

ଏମତି ଅଭିନୟ ଦେଖି ମୋ ଆଖିରୁ ବି ପାଣି ଆସିଗଲା 🥹

23,442 views • 2 years ago •via X (Twitter)

10 Comments

ଗୋପାଳ ( ଦ ଗେଣ୍ଡା ହଣ୍ଟର )'s profile picture
ଗୋପାଳ ( ଦ ଗେଣ୍ଡା ହଣ୍ଟର )2 years ago

ଓସ୍କାର ଦିଆ କିଏ ଭାଇ ଙ୍କୁ ୟାର 😥😥

Pradeep Satapathy {ପ୍ରଦୀପ ଶତପଥି}🇮🇳's profile picture
Pradeep Satapathy {ପ୍ରଦୀପ ଶତପଥି}🇮🇳2 years ago

ବିଜେଡି ଏବେ କାନ୍ଦ ବୋବାଳି ର ଆଶ୍ରୟ ନେଇଛି ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ନେତା ବିଧାୟକ ପର୍ଯ୍ୟନ୍ତ ଯାହାକୁ ଦେଖିବେ ଯେଉଁଠି ଜନଗହଳି ସେଠି କାନ୍ଦିବା ଆରମ୍ଭ କରିଦେଉଛନ୍ତି ନେତା ମାନେ ଜାଣିଛନ୍ତି ଓଡ଼ିଆ ବହୁତ ସାଧାରଣ ଆଉ କାହାର ଦୁଃଖ କୁ ସହି ପାରନ୍ତିନି

ଚଗଲି ରାନୀ's profile picture
ଚଗଲି ରାନୀ2 years ago

ବର୍ଷା ବରିହା ର ସମ୍ପର୍କୀୟ କି ??

raju's profile picture
raju2 years ago

ଭାଇନା ଏଟା ତମ ଭୁଲ ନୁହ ତମ ଗୋଷ୍ଟି ଆଉ ତମ ଗୋଷ୍ଟି ରେ ଏ ମାରାତ୍ମକ ରୋଗ ନୂଆ ନୂଆ ଯୁବ ନେତା ଜଉ ଆସୁଛନ୍ତି ତାଙ୍କୁ ବ୍ୟାପି ଚାଲିଛି , ଦେଖୁନ ଝାରସୁଗୁଡ଼ା ଆଉ ପଦମପୁର ର 2 ଜଉ ମଡେଲ କାନ୍ଦି କାନ୍ଦି ଲୋକଙ୍କୁ ଲଣ୍ଠନ ଦେଖାଇ ଦେଲେ , ଆଉ ସେ ଟ୍ରିକ କୁ ଏବେ ପୁରା ଗୋଷ୍ଟି କରି ଚାଲିଛି । ହଉ ମାଡ଼ି ଚାଲ

Debanshu Pattanaik's profile picture
Debanshu Pattanaik2 years ago

Award miliba katha 😂😂😂

Ashish Nayak's profile picture
Ashish Nayak2 years ago

Ea noka ta kie bhai?

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .'s profile picture
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .2 years ago

ମଲା..ତାଳି କିସ ମାରୁଚ ବା ପକେଟରେ କଣ ରୁମାଲ ନାହିଁ..?? ଆଲୋ.. ପୋଛି ପକା ବା 😭😭

Amit Mohanty's profile picture
Amit Mohanty2 years ago

ମୋତେ କାଇଁ କିଛି ସମୟ ପାଇଁ ହସ ମାଡ଼ିଲା....ତା ପରେ ସିରିଅସଲି କାନ୍ଦି ପକାଇଲି

DD Sahu's profile picture
DD Sahu2 years ago

50kato overacting pai

SAGARA BEHERA's profile picture
SAGARA BEHERA2 years ago

ନଟିଆ ଭଳି ଦେଖାଯାଉଛି

Related Videos