Loading video...

Video Failed to Load

Go Home

କଟକ ଯୋବ୍ରା ବ୍ରିଜ ରେ ରେ କାଳବୈଶାଖୀ ପ୍ରଭାବ

10,658 views • 2 months ago •via X (Twitter)

0 Comments

No comments available

Comments from the original post will appear here

Related Videos

ଏଇଟା ହେଉଛି ବାଙ୍ଗାଲୋର ରେ ଥିବା ଗୋଟିଏ ମଲ୍ଲ ଭିତର ଦୃଶ୍ୟ। କନ୍ନଡ଼ ଭାଷା କୁ କି ସମ୍ମାନ ମିଳୁଛି! ଗୋଟିଏ ମେଟ୍ରୋ ସହର ହୋଇକିରି ମଧ୍ୟ ତାଙ୍କର ନିଜ ଭାଷା ର ଏହିଭଳି ବହୁଳ ମାତ୍ରା ରେ ବ୍ୟବହାର ଦେଖି ମନକୁ ଭାରି ଖୁସି ଲାଗିଲା। ଖାଲି ମଲ୍ଲ ଭିତରେ ରେ ନୁହେଁ, ସାରା ବାଙ୍ଗାଲୋର ରେ ଏହିପରି ସବୁ ଜାଗାରେ। ପ୍ରଥମେ କନ୍ନଡ଼ ଭାଷା ରେ ବଡ଼ କରି ଲେଖା ହୋଇଛି ଚାରିଆଡେ ଆଉ ତାପରେ ଇଂରାଜୀ ରେ ତଳେ ଲେଖା ହୋଇଛି। କିନ୍ତୁ ଆମର ଭୁବନେଶ୍ୱର ରେ ପୁରା ଓଲଟା। ଓଡ଼ିଆ ର ବ୍ୟବହାର ବହୁତ କମ। ମଲ୍ଲ ଭିତରେ ତ ଭୁଲି ଯାଆନ୍ତୁ, ବାହାରେ ଥିବା ଛୋଟ ଦୋକାନ ମାନଙ୍କର ନାମଫଳକ ରେ ମଧ୍ୟ ଓଡ଼ିଆ ଲେଖା ଯାଉନି। ଦୋକାନୀ ମାନେ ସବୁ ଇଂରାଜୀ ବ୍ୟବହାର କରୁଛନ୍ତି। ଓଡ଼ିଆ ର ଚିହ୍ନ ବର୍ଣ୍ଣ ରହୁନି ତାଙ୍କ ନାମଫଳକ ରେ। ଆଉ ଓଡ଼ିଆ ରେ ଯଦି ଲେଖା ହୋଇଛି ମଧ୍ୟ ଇଂରାଜୀ ସହ, ସେଇଟା ଏତେ ଛୋଟ ଆକାର ରେ ଲେଖା ହୋଇଛି ଯେ ମଣିଷ ଆଖି ସେଇଟା ଦେଖିପାରିବ ନାହିଁ। କର୍ଣ୍ଣାଟକ ରେ ତାଙ୍କ ସରକାର ନିୟମ କରିଛନ୍ତି ଯେ ସବୁଆଡ଼େ ନାମଫଳକ ରେ ୬୦% ଜାଗା କନ୍ନଡ଼ ଭାଷା ପାଇଁ ଆଉ ୪୦% ଇଂରାଜୀ ଭାଷା ପାଇଁ ରହିବ। ଆମ ଭୁବନେଶ୍ୱର ରେ ଓଡ଼ିଆ ର ଏହି ପ୍ରକାର ବ୍ୟବହାର କେବେ ଦେଖିବାକୁ ମିଳିବ? #Odia #Odisha CMO Odisha Mohan Charan Majhi BJP Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ChiefSecyOdisha Aparajita Sarangi, MP,( Lok Sabha) Bhubaneswar BMC District Magistrate Khordha Works Department, Odisha

ଅନନ୍ୟା ଦାଶ

11,293 views • 1 year ago