Loading video...
Video Failed to Load
ଜିତିବା ପାଇଁ କେତେ ନାଚିବାକୁ ପଡିବ ଏବେ 😎😎😎😎☺️ #Bhubaneswar #LokSabhaElections2024
30,947 views • 2 years ago •via X (Twitter)
10 Comments

@ShreemayeeM 😭😭

ନିର୍ବାଚନ ପାଖେଇ ଆସିଲେ ଏହି ସବୁ ନାଟକ ସର୍ବଦା ଦେଖିବାକୁ ମିଳେ, ଥରେ ଜିତିଗଲେ ଆଉ ଦେଖା ମିଳିବନି । ସେତେବେଳକୁ ଭୋଟର୍ ମାନଙ୍କୁ ଚିହ୍ନି ପାରନ୍ତିନି ।

Madam record kie Kariba...

ମନେ ପଡିଗଲା ପୁରୁଣା ଗୀତ "ପାନ ଗୁଆ ଖଇର ଗୁଆକାତି ଭଲ ବ୍ୟବସାୟ ରାଜନୀତି" 🤣

New Candidate is Following the footprints of Old Experience Candidate. Now excited to see the Fight

Nachi nachi haribe

Manmath sir you are nothing infront of this dynamic leady aparajita mdm.... You are only selfish for yourself... You are not caring of odisha

ଶୌଚ ଗଲେ ବି ଧୋଇଦେବେ କୁକୁର ମଳ ମଧ୍ୟ ଉଠାଇବେ ଏ ତୋ ସବୁ ପଦ ପଦବୀ ପାଇଁ ପାଇଗଲା ପରେ ଦେଖା ହିଁ ମିଳିବ ନାହିଁ। ପିଲା ମାନଙ୍କୁ ଅନୁରୋଧ ଯାଇ ତାଙ୍କ ଘର ବିଶାଳ ସେଠାରେ କିଛି ଦିନ ମଜା ମଉଜ କରି ଆସନ୍ତୁ। କେତେ ହୃଦୟ ବିଶାଳ ଜାଣିବେ।

କୁଆଁରୀ କନ୍ୟା ସହ ନ ନାଚିଲେ ୟଙ୍ଗ ୟଙ୍ଗ କେମିତି ଫିଲିଙ୍ଗ୍ କରିବେ??? ମାଡି ଚାଲ ଦିବ୍ଯଶଙ୍କର ସହ

Jumba dance pa
Related Videos
Sensitive content
Tonight's episode #JoselinesCabaretTexas crazy 😎😎😎😎😎😎😎😎😎😎😎
Joseline Hernandez
182,588 views • 1 year ago
Sensitive content
Dedicato a tutti i #MARANZA che credono di comandare.😎😎😎😎😎😎😎😎😎😎😎😎
Enzo
69,763 views • 1 year ago
