Loading video...

Video Failed to Load

Go Home

ତାମିଲ ସଚିବ ପାଇଁ ଅଟକିଲା ଆମ୍ବୁଲାନ୍ସ

33,436 views • 3 years ago •via X (Twitter)

35 Comments

ରାଜଧାନୀ ଖଟି🏆🎻🎷🎺🎸's profile picture
ରାଜଧାନୀ ଖଟି🏆🎻🎷🎺🎸3 years ago

ଏ ଟୋକା ଟା ତମ ଦଳୀୟ କର୍ମୀ କିରେ ଭାଇନା ପୁଣି ନିଜକୁ ସାମ୍ବାଦିକ କହିଲାଣି ନାଁ କଣ ମାନସ କୁମାର ମିଶ୍ର କହିଲାଣି । ସାମ୍ବାଦିକ ଟା ଲାଗୁଛି ଦଳୀୟ ନହେଲେ ଏମିତି କହିନଥାନ୍ତା । ଆଉ ଗୋଟେ କଥା ହେଲା ambulance କଥା କାହିଁ ସାଇରନ ତ ଶୁଭୁନି । ଭାଇନା ମିଛ ଅପପ୍ରଚାର କରିବାରେ ନମ୍ବର୧ କିଏ ଜାଣିନି । ଡହରାମିର ସୀମା ଥାଏ ତୁ ଟପି ଗଲୁଣି।

Bhagaban Pradhan's profile picture
Bhagaban Pradhan3 years ago

Tamil secretary is now CM of Odisha as Naveen Babu is inactive. Naveen Patnaik sold Kotia to Andhra Pradesh and Mahanadi to Chhattisgarh. Then planning to sold Odisa to Tamilnadu and some portion to West Bengal. Ba ba re Naveen.

Advaita Batika ( ଅଦ୍ୱୈତ ବାଟିକା ) (अद्वैत वाटिका)'s profile picture
Advaita Batika ( ଅଦ୍ୱୈତ ବାଟିକା ) (अद्वैत वाटिका)3 years ago

maghiya vote kie badauchi BJD ku ?? 2 ଟଙ୍କା ଚାଉଲ ପାଇଁ ଭୋଟ ଦେବ ଯଦି .. ତମକୁ ସଚିବ ଖାତିର କାହିଁକି କରିବ.. ତମ ଜୀବନର ମୂଲ୍ୟ ବା 2 ଟଙ୍କା

Tapaswini Khuntia's profile picture
Tapaswini Khuntia3 years ago

ମତଦାନ ପୂର୍ବରୁ ସମସ୍ତେ ଅବ୍ୟବସ୍ଥାକୁ ଦର୍ଶାଇଥାନ୍ତି କିନ୍ତୁ ଯେତବେଳେ ଉଚିତ ସମୟ ଆସେ ପୁଣି ସେମାନଙ୍କୁ ହିଁ ଆଗକୁ ଆଣନ୍ତି...... ଜୟ ହୋ

Biswajit's profile picture
Biswajit3 years ago

ଭାଇନା ସବୁବେଳେ ମିଛ କହିଲୁ ଦେଖିଲୁ ସେ ତୋରି ଭଳିଆ କଥା କହୁଛି ତୋ ଭାଇ ନୁହଁ ତ ସେ କେତେ ଟଙ୍କା ଦେଇକି ଏ ଭିଡ଼ିଓ କରିଛୁ ସତ କହିବୁ ତତେ @HeitiBhauja ରାଣ 🤣ନୟାଗଡ ଲୋକ କେବେବି ଏମିତି ମିଛ ତୋ ଭଳିଆ କହିବେନି ତୁ ଗୋଟେ କାମ କର 2 ଟଙ୍କା ଦଉଛି ସତ କହ ସେ ଡ୍ରାଇଭର ତୋ ଭାଇ ନା ସତ କହ ମୁଁ କାହାକୁ କହିବିନି ତୋ ଦେହ ଛୁଇଁକି କହୁଛି 😜

R.K.Mishra🤿's profile picture
R.K.Mishra🤿3 years ago

He's Tamil mafia, lootera.. not Sachiba.

Brundaban Pradhan's profile picture
Brundaban Pradhan3 years ago

ନୟାଗଡ଼ ଜିଲ୍ଲା 5T କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ କାଦୁଅପଙ୍କରେ ଚାଲିକି ଯିବାର ଦୃଶ୍ୟ @heitibhaina @Biluabichara

श्रीमान जॉनE's profile picture
श्रीमान जॉनE3 years ago

Horrible state of affair

debasish pallei 🇮🇳 #saveodishawildlife & forests's profile picture
debasish pallei 🇮🇳 #saveodishawildlife & forests3 years ago

@TrootiyaNayaan ଯୋଉଠି ପାଣ୍ଡୁର ଚାକର ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ସରକାରୀ ବାବୁ ମାନେ ହେଇ ଯାଇଛନ୍ତି ଓ ମୁଖ୍ୟମନ୍ତ୍ରୀ ଗୋଟେ ଚାବି ମୋଡା କଣ୍ଢେଇ ହେଇ ଯାଇଛନ୍ତି ସେଇ ରାଜ୍ୟରେ ଏମିତି ଅରାଜକତା ଦେଖିବାକୁ ମିଳିବ

Debanshu Pattanaik's profile picture
Debanshu Pattanaik3 years ago

Dekha, Mausi Kemiti Jwain ku dekhichi Aji..

Sirin Tammana's profile picture
Sirin Tammana3 years ago

Well said.. I support and appreciate your words..

ShivHiSatyaHey108🛕🕉's profile picture
ShivHiSatyaHey108🛕🕉3 years ago

Aamara Odia bhainka paain thik milichi gote Chodia sachiba….aau vote diya sankha re ☹️

Dhiraj Mandal's profile picture
Dhiraj Mandal3 years ago

ନାଁ ଟା ତାହେଲେ ମାନସ ମିଶ୍ର . . .

Biswa's profile picture
Biswa3 years ago

ହଇରେ ହୁତିଆ ମଣିପୁର ଉପରେ ତୋର ତ ଗୋଟିଏ ବି tweet ଅସିଲାନି?

Dilip kumar Choudhury's profile picture
Dilip kumar Choudhury3 years ago

ଯୋଉଠି ଭାଷା ଭାବ ହୀନ ମୁଖ୍ୟମନ୍ତ୍ରୀ,ଚାକର ବାକର ଭାଟୁଆ ନେତା,ମଦୁଆ ଲାଞ୍ଚୁଆ ମୁଣ୍ଡଵିକା ଜନତା,ସେଠି ତ ଏପରି ହେବା ଥୟ।

Sasmita Behera's profile picture
Sasmita Behera3 years ago

କୁକୁରମୁତା ମାନସ । ଇଏ ଆଜି ଘରେ ଛାଞ୍ଚୁଣି ମାଡ଼ ଖାଇବ । ୟାର କାରନାମା ସବୁ ପୂରା ଜିଲ୍ଲାର ଲୋକେ ଜାଣିଗଲେ, ବିଚରା କଣ କରିବ । ବିଜେପି ପାଇଁ ୟାର ରାଜନୀତି କରିବା ସ୍ବପ୍ନ ସ୍ବପ୍ନରେ ରହିଗଲା । ଇଏ ଜୁଆଡେ ଯିବ ଲୋକେ ୟାକୁ କୁକୁରମୁତା, କୁକୁରମୁତା, କୁକୁରମୁତା ମାନସ ବୋଲି ଡାକିବେ ।

Shashanka Shekhar Nayak's profile picture
Shashanka Shekhar Nayak3 years ago

ହେଇଟି ଭାଇନା। ଏ ସାମ୍ବାଦିକ ଭାଇଙ୍କର ସିଟ୍ ବେଲ୍ଟ୍ କାଇଁ?

Sudhanshu Sekhar Sahoo's profile picture
Sudhanshu Sekhar Sahoo3 years ago

@achyuta_samanta @bjd_odisha @CMO_Odisha @MoSarkar5T @NandighoshaTV @swayam4Odisha Here Ambulance is blocked because of Government Servant/5T secretary..Same on our odisha people who voted for BJD..

Robin's profile picture
Robin3 years ago

ସିଟ ବେଲ୍ଟ କାହିଁ ଫାଇନ କର

Ashutosh Nanda's profile picture
Ashutosh Nanda3 years ago

How disgusting......

Kumar Nayak's profile picture
Kumar Nayak3 years ago

Wah wah

Jayanti's profile picture
Jayanti3 years ago

ପାନ ଖିଆ ମାନସ ମିଶ୍ର, ଟଙ୍କା ଖାଇ ହୁଏ ଉତ୍ତପାତ

Pooja Yadav's profile picture
Pooja Yadav3 years ago

ଅଲାଜୁକ ଦିନେ ଆଇସକ୍ରିମ ବିକୁଥିଲା ଆଜି ଜଣେ ବିଦ୍ବେଷକରି ବିଶୃଂହକାଳିତ ବ୍ୟକ୍ତି

Dhiraj Mandal's profile picture
Dhiraj Mandal3 years ago

ବିଜେପି ବଚସ୍କରର ଫମ୍ପା ଭାଷଣ

Bikash Dhal's profile picture
Bikash Dhal3 years ago

ଆରେ ହେଇରେ, ଇଏ ପରା ଆମ ମାନସ । ମଦ ପିଇ ପଡିଥିଲା ଯେ, ୟାରି ମୁହଁରେ କୁକୁର ମୁତି ଦେଇଥିଲା । ସେଥିପାଇଁ ଗାଁରେ ୟାକୁ କୁକୁର ମୁତା ବୋଲି ଡାକନ୍ତି ।

Ranjan Sahoo's profile picture
Ranjan Sahoo3 years ago

BJP sarkar heithile manipur bhalia heba

Bibhuti Munda's profile picture
Bibhuti Munda3 years ago

Sala prasadana ku hataa sethu 🚑 jibaku dia

Pooja Yadav's profile picture
Pooja Yadav3 years ago

କିଛି ଗୁଣ୍ଡ ବଦମାସ ମାନଙ୍କୁ ହାତେଇ ଏପରି ଅମାନୁଷିକ କାର୍ଯ୍ୟ କରିବା କାହାକୁ ଇଙ୍ଗିତ କରୁଛି ତାହା ସମସ୍ତେ ଜାଣିଛନ୍ତି ।

Deepak Jena's profile picture
Deepak Jena3 years ago

Se salaku pita

Priti Priyadarshini ..'s profile picture
Priti Priyadarshini ..3 years ago

ଏଇଟା ତମ ମୋଦୀଙ୍କ ଛବି ଟିକେ ଭଲସେ ଦେଖ ଭାଇନା । ଖାଲି ମୋଦୀଙ୍କ Name ଆଉ Fame ଦରକାର ! ଏମିତି ଲୋକ ଲଗେଇକି ଭିଡିଓ ବନେଇକି ପ୍ରହସନ କରିବାକୁ ଅର୍ଥ କିଏ ଯୋଗଉଛି ତମକୁ ? ଭାଇନା ପୁରା ରେଡି 2024 ନିର୍ବାଚନ ପାଇଁ ! ସଚିବଙ୍କ ପଛରେ ଲାଗିକି କିଛି ମିଳିବନି ସେଇ ପୋଷ୍ଟ ପାଇଁ କିଛି ଟଙ୍କା ଛଡା ......

ହେଇଟି ଭାଇନା's profile picture
ହେଇଟି ଭାଇନା3 years ago

ବଟୁଣି ଭିଡ଼ିଓକୁ ଭଲରେ ଦେଖ ... ସୁରକ୍ଷାକର୍ମୀ କେମିତି ଆମ୍ବୁଲାନ୍ସ ପାଇଁ ବାଟ କାଢି ନେଉଛନ୍ତି ।

ହଉ ଦେଖିବା's profile picture
ହଉ ଦେଖିବା3 years ago

ବିଜେପି ଦଲାଲ ଧଳାକୁ କଳା କରିବେ, ଆଉ ଗୋଦି ମିଡିଆ ତାର ପ୍ରଚାର କରିବ, ଇଏ ତ ଦେଶଦ୍ରୋହୀଙ୍କର ଏକ ଏଜେଣ୍ଡା ହୋଇଛି

Manabesh Joshi 💛's profile picture
Manabesh Joshi 💛3 years ago

During Jp Nadda's visit to odisha same situation. Aei neta mantri ku Gudei gudei pitiba katha. Sabu neta same

rinku234's profile picture
rinku2343 years ago

ନିଶା ମାରି ଦେଇଛ ବୋଧେ ସେ ଜାଗାରେ ତ ସଚୀଵ ନଥିଲେ ଟ୍ରାଫିକ ତାଙ୍କ ପାଇଁ କାହିଁକି ଜାମ୍ ହେଵ 🙄 ପୂରା କଥା ନ ଜାଣି ଚାଲି ଆସିଲେ ସୋସିଆଲ ମିଡିଆରେ ହିରୋ ହେବାକୁ।

Bidyadhar Tripathy's profile picture
Bidyadhar Tripathy3 years ago

ଓଭର ଆକଟିଙ୍ଗ୍ ପାଇଁ ୫୦ ଟଙ୍କା କାଟ 😅😆

Related Videos