Video wird geladen...
Video konnte nicht geladen werden
ନଦୀରେ ଟ୍ରେନ ଚାଲୁଥିବାର ଅପୂର୍ବ ଦୃଶ୍ୟ...😆
20,401 Aufrufe • vor 2 Jahren •via X (Twitter)
10 Kommentare

ବିଜୟvor 2 Jahren
ଏସବୁ କେବଳ ମୋଦୀ ଶାସନରେ ହେଇପାରିବ..

Adv Ranjan Kumarvor 2 Jahren
ଭାଈ ଡବଲ୍ ଇଞ୍ଜିନ ଲାଗିଛି, ଗାଡ଼ି ମାଡ଼ି ଚାଲିଚି, ଗଙ୍ଗା ବି ପାର୍ କରିଦବ।

🦋NB🦋vor 2 Jahren
Incredible india....

Senapati//Aditya©🎓🇮🇳vor 2 Jahren
କୋଉ ଜାଗା ଏଟା ଆଜ୍ଞା!?

Abhilash Roulvor 2 Jahren
😂😂😂

Sadasiva Nayak (siva)vor 2 Jahren
ପାଣି ଅଛି ହେଲେ ବି ଦ୍ରୁତ ଗତିରେ ମାଲବାହୀ ବି ହେଉ କିନ୍ତୁ ଓଲଟପାଲଟ ଯଦି ହେଲା ତେବେ ଟ୍ରାକର ଅବସ୍ଥା କଣ ହେବ? @RailMinIndia @AshwiniVaishnaw

Amit Kumar Girivor 2 Jahren
AI generated Video recording

Rajesh Kumar Behuravor 2 Jahren
ଜୟ ଜଗନ୍ନାଥ🙏 ଏହା କେବଳ ଭାରତରେ ହିଁ ସମ୍ଭବପର 😀

SUBHAKANTA MAJHIvor 2 Jahren
@RailMinIndia @mygovindia @narendramodi

Susanta Beheravor 2 Jahren
This is developing country's picture
