Video yükleniyor...

Video Yüklenemedi

Ana Sayfaya Dön

‘ନିଯୁକ୍ତି ବୟସ ସୀମା ବୃଦ୍ଧି’ ଏ ବିଜୟ କେବଳ ମୋର ନୁହେଁ କି #StudentsAgainstCurruption ର ନୁହେଁ। ଏ ବିଜୟ ଲକ୍ଷ ଲକ୍ଷ ମେଧାବୀଙ୍କର, ଯେଉଁମାନେ ଖଣ୍ଡେ ସରକାରୀ ଚାକିରୀ ପାଇଁ ଦିନରାତି ଏକ୍ କରି ପରିଶ୍ରମ କରୁଛନ୍ତି। ଏ ହକ୍ ର ଲଢେଇରେ ସାଥ୍ ଦେଇଥିବା ହଜାର ହଜାର ସଂଗ୍ରାମୀ ଭାଇ ମାନଙ୍କୁ କ୍ରାନ୍ତିକାରୀ ସଲାମ୍। CMO Odisha

15,290 görüntüleme • 1 yıl önce •via X (Twitter)

11 Yorum

ରତ୍ନାକର ନାୟକ profil fotoğrafı
ରତ୍ନାକର ନାୟକ1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi Sir ଆପଣ ବୟସ ସୀମା 60 କରିଦେଇଥିଲେ ଅଧିକ ଖୁସି ହେଇଥାନ୍ତି। ଲଜ୍ଜ୍ୟ ବୋଲି କିଛି ଅଛି ନ ନାହଁ। ଯଦି ଚାକିରୀ କରିବା 50 ବର୍ଷରେ ଅବସର କେବେ ନବ ମଲା ପରେ? ଲୋକଙ୍କ ସ୍ୱାର୍ଥରେ ନା ରାଜ୍ୟରେ ଅକର୍ମା କର୍ମଚାରୀ ବଢେଇବା ପାଈଁ।

Chittaranjan profil fotoğrafı
Chittaranjan1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi ଯଦି ବେକାରୀ ମାନକୁ ନିଯୁକ୍ତି ମିଳନ୍ତା। ନୂଆ ପିଲାଙ୍କୁ ସୁଯୋଗ ମିଳନ୍ତା ଭଲ ହୁଅନ୍ତା ଏମେ ଗରିବ ମଧ୍ୟବିତ୍ତ ପିଲା ୩୦-୩୨ ବେଳ କୁ ଦାଦନ ଖଟିବାକୁ ଯିବୁ ହେଲେ preparation କରିପାରିବୁ ନାହିଁ କେବଳ ପଇସା ବଲା ଓ ନିଯୁକ୍ତି ପାଇଥିବା ଲୋକ ହିଁ ଭଲ position ପାଇଁ exam ଦେବେ

Jeebanjyoti Senapati profil fotoğrafı
Jeebanjyoti Senapati1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi ଅଯଥା ରେ strike କରିକି ଗରିବ ପିଲା ଙ୍କ ସ୍ଵିପ୍ନ ଭାଙ୍ଗୁଛ ଭାଇ ତୁମେ MLA ଭୋଟ ପାଇଁ ଏତେ ପାଲା କରୁଛ ଥରେ ଖଟି ଖିଆ ଗରିବ ମୂଲିଆ ଙ୍କ ଝିଅ ପୁଅ କଥା ଭାବୀଛ

Chandu profil fotoğrafı
Chandu1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi Tame bhai kichi karina jaha karichanti sabu pila mane tame khali protest karicha exam cancel kariba pain

Solar Heavy profil fotoğrafı
Solar Heavy1 yıl önce

- All I Knew

Abinash Sahoo profil fotoğrafı
Abinash Sahoo1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi Si exam jaldi heba nihaati aabashyaka

mituna kumar jena profil fotoğrafı
mituna kumar jena1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi Bhai Defence job re bi kichi age relaxation milu parmantly..🙏

Sumitra Ojha profil fotoğrafı
Sumitra Ojha1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi Thank You Bhai🙏🏻

Dipu Panigrahi profil fotoğrafı
Dipu Panigrahi1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi ଓଡିଶା ରେ #EWS ଲାଗୁ କରାଯାଉ ଗୋଟେ ଗରିବ ପିଲା ତାର ଉପଯୁକ୍ତ ନାୟ ପାଇପାରିବ

chittaranjan barad profil fotoğrafı
chittaranjan barad1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi କଣ ଟା ଅଧିକ ହୋଇଯିବ ଚାକିରି ବାହାରିଲେ ତ ଶଳା 10 ପୋଷ୍ଟ ବାହାରିବ କଣ ହେବ

NITYA SUNDAR MALLICK profil fotoğrafı
NITYA SUNDAR MALLICK1 yıl önce

@CMO_Odisha @sagarcharandas @dpradhanbjp @Naveen_Odisha @bjd_odisha @INCOdisha @BJP4India @BHAKTACHARANDAS @MohanMOdisha @RahulGandhi ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ @CMO_Odisha @MohanMOdisha ଙ୍କୁ ବିନମ୍ର ଅନୁରୋଧ ଦୟାକରି ଓଡିଶାରୁ ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ଉଛେଦ କରିବା ସହିତ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାୟୀ କରନ୍ତୁ ଏବଂ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରନ୍ତୁ. @dpradhanbjp

Benzer Videolar