Video wird geladen...

Video konnte nicht geladen werden

Zur Startseite

ପାଣ୍ଡୁର ଘେରାବନ୍ଦୀରୁ କେବେ ମୁକୁଳିବେ ମୁଖ୍ୟମନ୍ତ୍ରୀ?

10,593 Aufrufe • vor 2 Jahren •via X (Twitter)

27 Kommentare

Profilbild von Truth Facts...
Truth Facts...vor 2 Jahren

ବୁଢ଼ା କାହାକୁ ଚିହ୍ନି ପାରୁନି।। ପାଖରେ ଥିବା ଚଙ୍ଗୁ ମଙ୍ଗୁ ଛଡ଼ା। 😀😀

Profilbild von Manoj Mohapatra(ଶ୍ରୀ ଜଗନ୍ନାଥଙ୍କ ଦାସ)
Manoj Mohapatra(ଶ୍ରୀ ଜଗନ୍ନାଥଙ୍କ ଦାସ)vor 2 Jahren

ଓଡ଼ିଆ ଲୋକ ଦ୍ବନ୍ଦରେ

Profilbild von Ravi Kumar
Ravi Kumarvor 2 Jahren

ବିଜେଡିକୁ ଭୋଟ ମାନେ ବିକାଶ, ବିଜେପିକୁ ଭୋଟ ମାନେ ବିନାଶ।

Profilbild von Rabindra
Rabindravor 2 Jahren

କାହାକୁ ଯଦି ଡିପ ଫେକ୍ ର ଶୟୟତା ଦରକାର ପଡ଼ିଛି ନିର୍ବାଚନ ରେ ତ ସେ ହଉଚି ବର୍ତ୍ତମାନ ର ସରକାରୀ ଦଳ ।

Profilbild von Pradeeppanigrahi Parody(मोदि के परिबार)
Pradeeppanigrahi Parody(मोदि के परिबार)vor 2 Jahren

ଖାଲି ପାଣ୍ଡୁ ନୁହେଁ #ପବନା ପାଣ୍ଡୁ

Profilbild von rishi
rishivor 2 Jahren

ପାଞ୍ଚ ବର୍ଷ ସରକାର ବଦଳିଲେ ସବୁ ଚାକିରି Agniveer ହେବ ,ସରକାରୀ ଚାକିରି n ଥିବ

Profilbild von Rupam Sahu
Rupam Sahuvor 2 Jahren

ପଦ୍ମ ଦଳରୁ ପାଖୁଡା ଖଣ୍ଡ ଖଣ୍ଡ ହୋଇ ଝଡିଗଲାଣି, କିନ୍ତୁ ଓଡ଼ିଶା ବିଜେପି ନେତାଙ୍କ ମୁହଁଟାଣ କଣ ଗଲାଣି? ଏଵେ ଵି ନିଜ ପୋଷା ମିଡ଼ିଆ ଜରିଆରେ ମିଥ୍ୟା ପ୍ରଚାର ଜାରି ରଖିଛି

Profilbild von Niranjan Rout
Niranjan Routvor 2 Jahren

ରାଜ୍ୟରେ ହୀନ ରାଜନୀତିର ବିସ୍ତାର ନିମନ୍ତେ ଵିଜେପି ଚେଷ୍ଟା ଜାରିରଖିଛନ୍ତି | ଏହାର ଜବାବ ଓଡିଶାବାସୀ ନିଶ୍ଚିତ ଦେବେ |

Profilbild von Santosh Kumar
Santosh Kumarvor 2 Jahren

Eie jete michha kahile bi final result sei bjd...

Profilbild von Sadasiva panda
Sadasiva pandavor 2 Jahren

If people........

Profilbild von Manoj Swami
Manoj Swamivor 2 Jahren

ଆଗକୁ ନିର୍ବାଚନ ଅଛିବୋଲି ଏମିତି ଯାତ୍ରା ଚଲେଇଛ | ଆଉ ଗୁଣକୁ ଏତେ ଆତ୍ମବିଶ୍ବାସ ଦେଖାଉଛ??

Profilbild von Satyajit samal
Satyajit samalvor 2 Jahren

ଏଇଟା @heitibhaina ବିରାଟ କାୟ ଅଭାଦ୍ର ଲୋକ ଟା.... ଲୋକ ହେଇନଥିବ ବୋଧେ.... ଲାଗୁଛି..........

Profilbild von Ashish Kar
Ashish Karvor 2 Jahren

ନବୀନଙ୍କ ଦୁଇ ପଦ କଥା, ଖେଳ ଶେଷ । ବିଜେପି ବାଲାଏ ଶୁଣିକି ଯାଅ... ଟା ଟା ବାଏ ବାଏ ଖତମ

Profilbild von Lipu Mallik
Lipu Mallikvor 2 Jahren

ଚୋଦି ହଉନି ସେ ଆଉ ନବୀନ ସହ ଆମର କଣ ଯାଉଚି ଆମେ ତ BJD କୁ ଭୋଟ ଦବୁନି କେହି

Profilbild von CS Naveen Sahoo
CS Naveen Sahoovor 2 Jahren

ଜୟଲଳିତା mysterious death କଥା କିଆଲ ଥିବ ! କେବେ କେବେ ନବୀନ ବାବୁଙ୍କ ଅବସ୍ଥା ସାଇ ଭଳିଆ ହବନୀତ ! ମୋତେ ଲାଗୁଚି ବର୍ତମାନ କିଛି ଠିକକ ସେମିତି ଲାଗୁଚି ଜୟଲଳିତା ଭଳିଆ କିଛି news suddenly ଆସିବ ଭଗବାନ ଙ୍କୁ ପ୍ରାଥନା କରୁଛି , ନବୀନ ବାବୁ ଭଲର ଥିବେ !

Profilbild von Sweta Routray
Sweta Routrayvor 2 Jahren

ଲାଗୁଛି ବିଜେପି ଏମାନଙ୍କୁ ବଡ଼ ଅଙ୍କର ପଇସା ଛାଡିଛି। ଆଉ କେତେ ତଳକୁ ଖସିଵ ବିଜେପି??

Profilbild von rishi
rishivor 2 Jahren

୨୦୧୯ ଭୋଟ ବେଳେ ପୋଡ଼ା transformer କହୁଥିଲ,୫ ବର୍ଷ ଚାଲିଲା କି ନାହିଁ ।

Profilbild von Basudev Meher
Basudev Mehervor 2 Jahren

ପାଣ୍ଡୁ ଯେବେ ତାମିଲ ଯିବ? ????

Profilbild von B Pradhan
B Pradhanvor 2 Jahren

Gateout Pandu.

Profilbild von Sai Ram
Sai Ramvor 2 Jahren

Obviously they are taking care of old man Naveen as his son and now expecting to get his throne like any other MLA and MP doing What’s unusual to this

Profilbild von TEC CSC CENTRE
TEC CSC CENTREvor 2 Jahren

ନବୀନ ପଟନାୟକ ମରିଯିବେଯେବେ ଭି. କେ. ପାଣ୍ଡିଆନ ହେବେ ଓଡିଶା ର ମୁଖ୍ୟମନ୍ତ୍ରୀ

Profilbild von Yogesh Thayal ଯୋଗେଶ ଥୟାଳ
Yogesh Thayal ଯୋଗେଶ ଥୟାଳvor 2 Jahren

ଭିଡିଓ ଟା ଗେଣ୍ଡା ଦଳର ଛାତିରେ ଲାଗିବ ଭାଇନା ଏମିତି କରନି 😁

Profilbild von OM SAMAL
OM SAMALvor 2 Jahren

Odias need to wake up....

Profilbild von Asit patra
Asit patravor 2 Jahren

odisha au nahi

Profilbild von DILLIPKUMAR SETHY
DILLIPKUMAR SETHYvor 2 Jahren

Pandu banauchi odia nku gabagandu

Profilbild von 𝑺𝒖𝒔𝒉𝒎𝒂🇮🇳
𝑺𝒖𝒔𝒉𝒎𝒂🇮🇳vor 2 Jahren

🤔

Profilbild von Dekha Bhakti
Dekha Bhaktivor 2 Jahren

ନବୀନ କ୍ରେଜ୍ ଦେଖି ଭାଇନାର ହୋସ୍ ଉଡ଼ିଗଲାଣି...

Ähnliche Videos