Video wird geladen...
Video konnte nicht geladen werden
ବାତ୍ୟା ..ଦାନା. .. ଗଞ୍ଜାମ Version😂😂😂🤣🤣
29,548 Aufrufe • vor 1 Jahr •via X (Twitter)
10 Kommentare

Jeeban Sahu | ଜୀବନ ସାହୁvor 1 Jahr
ଆମ ବ୍ରହ୍ମପୁର ଲୋକଙ୍କ ମନ ଦୁଃଖ.. 🥲 ବାତ୍ୟା ଏଥର ଆମ ଆଡେ ଆସିଲାନି.. ମାତ୍ର 40-50kmph ରେ ପବନ ହବ.. କାଳବୈଶାଖୀ ବର୍ଷା ରେ ତ ୟାଠୁ ଅଧିକା ପବନ ହୁଏ ଆହୁରି 🥲🥲

🇮🇳 Loknath Palaurivor 1 Jahr
ସକାଳେ ଶୁଣିଚି ମୁଁ ନିଜେ ଚା ଖଟି ଠି ବ୍ରହ୍ମପୁର ରେ 😅 CC:- @tapasr10

ତାପସvor 1 Jahr
ବୋଇଲେ ଚୋଖା ହେଇଚି ଏକା ! 👌

🇮🇳 Loknath Palaurivor 1 Jahr
ସକାଳେ ଚା ଖଟି ଠି କଥା ପଡିଥିଲା.. ଏଠା ଲୋକଙ୍କର ମନ ଟିକିଏ ଦୁଃଖ ବାତ୍ୟା ଟା ସେପଟକୁ ପଳେଇଲା ଶୁଣିକି 😂😂😂

The Anonymous 🇮🇳vor 1 Jahr
ଆନ୍ନା ରକ୍ସ, ଦାନା ସକ୍ସ!

🇮🇳 Loknath Palaurivor 1 Jahr
😂

Sahabaz Ali 🇮🇳vor 1 Jahr
😂😂😂😂

🇮🇳 Loknath Palaurivor 1 Jahr
😂

ସୁଜିତ ଦାସ | sujit das 🇮🇳vor 1 Jahr
Eka nambara 😆😆🤣

🇮🇳 Loknath Palaurivor 1 Jahr
Asuchi Danaaaa… Udei daba tama kanaaa🤣🤣🤣
