Video wird geladen...
Video konnte nicht geladen werden
ଶିକ୍ଷା ବ୍ୟବସ୍ଥାର ହେବ ଉନ୍ନତି ଓ ପୁରଣ ହେବ ଖାଲିଥିବା ଶିକ୍ଷକ ପଦବୀ
41,926 Aufrufe • vor 2 Jahren •via X (Twitter)
9 Kommentare

ଆମ ନିଯୁକ୍ତି କେବେ ??? ବର୍ଷ ବର୍ଷ ଧରି କେବଳ ଅପେକ୍ଷା ହିଁ ଅପେକ୍ଷା ?? @Lib_Movement_OD @OAVS_Official @suryabanshibjp @DHE_Odisha @MohanMOdisha @AcharyaPitamba1 @dpradhanbjp @AprajitaSarangi @KVSinghDeo1

@MohanMOdisha @CMO_Odisha ଓଡ଼ିଶା ର ଅନେକ ସରକାରୀ ସ୍କୁଲ୍ ସାମ୍ନା ରେ ଓ 100ମି. ମଧ୍ୟରେ ମଦ ଦୋକାନ ରହିଛି । ସେହି ମଦ ଦୋକାନ ହଟାଇ ସେଠାରେ ପାଠାଗାର କିମ୍ବା ସଂଗ୍ରହାଳୟ କରାଯାଉ । ୨୮.୦୯.୨୦୨୨@PMOIndia କୁ ଏକ ପତ୍ର ଲେଖିଥିଲି କିନ୍ତୁ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, ଆପଣ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା

Abolish contractual system for junior teacher count 6 years

@CMO_Odisha @SMEOdisha @nityananda_gond 2023 ମସିହା ର 20000 କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ଯଥା ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରାଯାଉ। ଏହାପରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ କୁ ପୁରାଣ କରାଯାଉ। କନିଷ୍ଠ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ନିୟମିତ ଭାବେ ଦରମା ଦିଆଯାଉ।

କ'ଣ ଉନ୍ନତି କରିବ ତମେ। ପିଲାମାନଙ୍କ ପରୀକ୍ଷା ଠିକ ଭାବରେ ପରିଚାଳନା କରିପାରୁନ। କେନ୍ଦ୍ର ସରକାର (#bjp) ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛି। #NEET & #UGCNET ପ୍ରଶ୍ନ ପତ୍ର ଲିକ୍ କରିକି । @dpradhanbjp @narendramodi @EduMinOfIndia @NTA_Exams @ugc_india @mamidala90

ନିଜ manifesto କୁ ଅନୁସରଣ କରି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଯଥାଶୀଘ୍ର ସମାପ୍ତ କରନ୍ତୁ ଏବଂ ସେମାନଙ୍କୁ ନିୟମିତ ଭାବେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରନ୍ତୁ ତା ସହ Contractual ନାମକ କଳା ପ୍ରଥା କୁ ଓଡ଼ିଶା ରୁ ଅପସାରଣ କରନ୍ତୁ

@satarupa_mishra Honourable CM sir dirgha 1 hela advertisement bahrithiaba JUNIOR TEACHER SCHEMATIC ra post fill up heiprilni. Primary school re teacher nahanti. So immediately followed this

@satarupa_mishra କେନ୍ଦ୍ର ରେ ଶିକ୍ଷାମନ୍ତ୍ରୀ, ରାଜ୍ୟରେ ମୁଖ୍ୟ ମନ୍ତ୍ରୀ। ଆଞ୍ଚଳିକ ଭାଷା ଓ ସଂସ୍କୃତି କୁ ବଞ୍ଚାଇ ରଖିଥିବା ଶିଶୁ ମନ୍ଦିର ଗୁଡିକ ର ପ୍ରମୁଖ ଭୂମିକା ଅଛି। କିନ୍ତୁ ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ପର୍ଯ୍ୟନ୍ତ ଅଣଦେଖା। ସେମାନଙ୍କ ଆର୍ଥିକ ଅବସ୍ଥା କେତେ ଦୁର୍ବଳ ସେକଥା କୌଣସି ସରକାର ଭାବୁନାହାନ୍ତୁ। ଏଥର ଦେଖାଯାଇ ....

Hehe
