Loading video...
Video Failed to Load
ଶୁଭ ବିଦାୟ। 🙏 ମଝିରେ ମଝିରେ ଓଡ଼ିଶାକୁ ଆସୁଥିବେ। ବାଏ ବାଏ, ରହିଲି। 👋👋👋
29,048 views • 2 years ago •via X (Twitter)
10 Comments

Don't let him go until recovery of the money he looted from odisha + jail.

କେହି ଜଣେ କହିଥିଲେ, - ପାଣ୍ଡ୍ଯା ୫ ଥର ର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କୁ ମାଟିରେ ମିଶାଇଲା। - ପାଣ୍ଡିଆନ ୫ ଥର ର ବିଜେତା ବିଜୁ ଜନତା ଦଳ କୁ ମାଟିରେ ମିଶାଇବ। ଯାହା ଆଜି ବାସ୍ତବ ଚିତ୍ର ରେ ପରିଣତ ହୋଇଛି।😜😜😄😄 ଶୁଭ ବିଦାୟ ପାଣ୍ଡୁ 😄

ସାର୍ କତା କମ୍ କହନ୍ତି। ଯାହା କହନ୍ତି ତାକୁ କାମରେ କରି ଦେକାନ୍ତି।

First demote his wife to some desk job! Remember, how he has humiliated Pradipta Mohapatra !

His entire service tenure should be scrutinized and if he had broken service rules and worked for party during in job must be punished by law to set an example for other bureaucrats to work impartial

Berhampur papad au achara ama dyara gift apanaku

ମୁଁ ବୁଝି ପାରୁ ନ ଥିଲି,ସେ କେମିତି ବରିଷ୍ଠ ନେତା।

Over confidence always kills.😂😂😂😂

ରଜ ...ମକର ... ଛାଡ଼ଖାଇ

ଆରେ ଆରେ ଆଉ ତାଙ୍କୁ ଦେଖା ମିଳିବନି କାରଣ ସବୁ ପଇସା ମିଶନ ଶକ୍ତିରେ ସୁଜାତା ମାରିକି ଖସିଯାଇଛନ୍ତି। ଏବେ ୱେବସାଇଟ ରୁ ସବୁ ଡାଟା delete କରି ଦେଇଛନ୍ତି। ଶଳେ ୨ ଜଣ ଯାକ ପ୍ଲାନ୍ କରି ଜଣେ କ୍ଷୀଣ ବୃଦ୍ଧ ମୁଖ୍ୟ ମନ୍ତ୍ରୀଙ୍କୁ ହରେଇ ଦେଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅବନତି ସ୍ୱାସ୍ଥ୍ୟ ପାଇଁ ଗୋଟେ କମିଶନ ଗଠନ କରାଯାଇ enquiry ହେବ।

